Ollywood Actress – ରାତି ଅଧରେ ଭିଡିଓ କଲେ ପ୍ରିୟା ଓ ରିୟା ତାଙ୍କ ସହିତ ଏଭଳି ଘଟଣା ଘଟିଲା ଯାହା ସମସ୍ତଙ୍କ ଆଗରେ କହିବାକୁ ବାଧ୍ୟ ହେଲେ

0

ଆମେ ସବୁବେଳେ ନିଜର ମନ ରଞ୍ଜନ ପାଇଁ ଟିଭି ଜରିଆରେ ବିଭିନ୍ନ ପ୍ରୋଗ୍ରାମ ଦ୍ଵାରା ଖୁସି ହଇ ଥାଉ।ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜର ଟିକେ ଖୁସି ପାଇଁ ଟିଭି , ମୋବାଇଲ ଆଦି ଇଣ୍ଟରନେଟ ସହ ଜଡ଼ି ହଇ ରହିଥାଏ ।

ଜୀବନରେ କାମ ମଧ୍ୟରେ ଟିକେ ସମୟ ବାହାର କରି ଆମେ ନିଜର ମନୋରଞ୍ଜନ ପାସବୁବେଳଇଁ ସିରିଆଲ୍ ,ଫିଲ୍ମ ,ଭଜନ ,ନାଟକ ,ଆଲବମ ଆଦି ଦେଖି ନିଜର ମନ ଖୁସି କରିଥାଉ ।କିନ୍ତୁ ଗୋଟିଏ କଥା କହିଲେ ଦେଖି ଆମେ ଯଉ ମାନଙ୍କୁ ପରଦା ପଛରେ ଦେଖୁଚୁ ସେମାନେ ଆମ ମାନଙ୍କ ମନ ରଞ୍ଜନ ପାଇଁ କେତେ ପରିଶ୍ରମ କରୁନାହାନ୍ତି କହିଲେ । ଦିନ ରାତି ନ ଦେଖି ଆମର ମନ ରଞ୍ଜନ ପାଇଁ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରିଦେଉଛନ୍ତି ସେଇ ଅଭିନୟ ପାଇଁ

ହଁ ମୁଁ ଆପଣ ମାନଙ୍କୁ ସେଇ କଥା ହିଁ କହୁଛି ସେଇ ପରଦା ପଛରେ କାମ କରୁଥିବା ବିଶିଷ୍ଟ ବ୍ୟକ୍ତି ମାନେ ।ସେ ଡାଇରେକ୍ଟର ହୁଅନ୍ତୁ କି ରାଇଟର ହୁଅନ୍ତୁ କିମ୍ବା ଆମ ହିରୋ ହିରୋଇନ୍ ହୁଅନ୍ତୁ ।ଆମେ ଆଜି ସେମିତି ଆମର ସେଇ ସୁନ୍ଦର ରୂପ ଧାରିଣୀ ହିରୋଇନ୍ ମାନଙ୍କ ବିଷୟରେ କହିବୁ । ଯଉମାନେ ରୂପ ରେ ଯେମିତି ଅଭିନୟରେ ମଧ୍ୟ ତ ଠାରୁ ନିପୂଣ ।ଭାବି ଦେଖିଲେ ଆଜ୍ଞା ଯଦି ଆମ ହିରୋ ଆଉ ହିରୋଇନ୍ ମାନେ ବିନା ମେକ୍ଅପ୍ ରେ ଏତେ ସୁନ୍ଦର ଦେଖା ଯାଆନ୍ତି ତ ହେଲେ ମେକ୍ଅପ୍ ହେଲେ କେତେ ସୁନ୍ଦର ନ ଦେଖା ଯିବେ ।

ଆଜି ଗୋଟେ ସୁଟିଂ ସେଟ୍ ରେ ଆମେ ପହଞ୍ଚିଚୁ ।ଲାଗେ ପ୍ରେମ ନଜର ର ସୁଟିଂ ସେଟ୍ ରେ ପହଞ୍ଚିଚୁ । ଯଉଥିରେ ଆମ ସୁନ୍ଦରୀ ହିରୋଇନ୍ ରୀୟ ସୁଟିଂ ସେଟ୍ ରେ ଲାଇଭ ଆସିଛନ୍ତି ।ଆମେ ଦେଖୁଚୁ କି ହିରୋଇନ୍ ପ୍ରିୟା ମଧ୍ୟ ସେଇଠାରେ ଅଛନ୍ତି ।ତେବେ ଏ ଥିଲା ହିରୋଇନ୍ ପ୍ରୀୟ ଙ୍କର ବିବାହ ସାରିବା ପରେ ପ୍ରଥମ ଫିଲ୍ମ ।ସେଇ ଫିଲ୍ମ ର ଏକ ନିଆରା ଷ୍ଟୋରୀ ଆମେ ଦେଖିବା ପାଇଁ ପାଇବୁ।

ଯାହା ସମସ୍ତେ ଆଶା କରନ୍ତି କି ନିଜ ପରିବାର ସହ ମିଶି ନିଜ ନିକଟସ୍ଥ ପ୍ରେଖ୍ୟାଳୟ ରେ ଦେଖିପାରିବେ ।ସୁଟିଂ ସେଟ୍ ରେ ବହୁତ୍ ହିରୋ , ହିରୋଇନ୍ , ଡାଇରେକ୍ଟର , ରାଇଟର୍ ଆଦି ସମସ୍ତେ ଏହି ଠାରେ ଉପସ୍ଥିତ ଅଛନ୍ତି ।ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକପ୍ରିୟତା ହାସଲ କରିଛନ୍ତି।

ଅଭିନେତା ଓ ଅଭିନେତ୍ରୀ ଯଦି ଅଭିନୟ ଭଲ କରୁଥିବେ ଓ ସୁନ୍ଦର୍ ଦେଖିବା ପାଇଁ ଥିବେ , ଏହା ତାଙ୍କର ଭାଗ୍ୟ କୁ ବଦଳେଇ ଦେଇ ଥାଏ। କାରଣ ଏହି ସବୁ ପାଇଁ ଇଣ୍ଡଷ୍ଟ୍ରି କୁ ଯିବା ବହୁତ୍ ସହଜ ହୋଇଯାଇ ଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।