ଦେଖନ୍ତୁ ଭିଡିଓ – ପୁଣିଥରେ ଭାଇରାଲ ହେଲା ମନ୍ଦିର କୁ ଯାଇ ରୋମାନ୍ସ କରୁଥିଲେ କିଛି ଲୋକ ରୋକଡିଂ କରିନେଲେ ଦେଖନ୍ତୁ ଏଭଳି ଲଜ୍ଜ୍ୟାଜନକ ଭିଡିଓ

0

ପ୍ରେମ ଗୋଟିଏ ପବିତ୍ର ବନ୍ଧନ ଯାହା ଏ ଯୁଗ ନୁହଁ କେତେ ଯୁଗ ରୁ ଚାଲି ଆସିଛି ।କିନ୍ତୁ ଆଜି କାଲି କାର ଲୋକ ପ୍ରେମ ନା ରେ ସମସ୍ତ ଙ୍କୁ ଠକିଛନ୍ତି। କେତେବେଳେ ପ୍ରେମ ପାଇଁ ନିଜ ବାପା ଆଉ ମା ଙ୍କୁ ଠକିଛନ୍ତି ତା କେତେବେଳେ ଦୁନିଆ ଲୋକ ଙ୍କୁ।।।କେବଳ ପ୍ରେମ ମାନେ କଣ ନିଜ ଭିତରେ ଶାରୀରିକ ସମ୍ପର୍କ ନା ଲୋକ ଦେଖାଣିଆ ଭଲ ପାଇବା । ଆମେ ସେଇ ଯୁଗ କଥା କହିବା ଜଉ ଯୁଗ ରେ କୃଷ୍ଣ ଆଉ ରାଧା ଙ୍କ ର ପ୍ରେମ ରେ ସମସ୍ତେ ଭିଜି ଯାଉଥିଲେ ।ତାଙ୍କ ପ୍ରେମ ଦେଖି ଆଉ ସମସ୍ତେ ଖୁସି ହେଉଥିଲେ ।

ଜଉ ପ୍ରେମ ରେ ଜଣ କ ଉପରେ ଲୁଭ ନୁହ ଦୁଇଟି ମନର ମିଳନ ହୁଏ ସେଇଟା ହିଁ ପ୍ରକୃତ ପ୍ରେମ ।କିନ୍ତୁ ଆଜି କାଲି ର ଯୁବ ପୀଢ଼ି ପ୍ରେମ କୁ ନେଇ ବହୁତ୍ ପ୍ରକାର ନାଟକ ଚଲେଇଛନ୍ତି । ସେମାନେ ପାର୍କ ଯିବେ , ସିନେମା ହଲ ଯିବେ ,ଆଉ ଯେତେ ସବୁ ନିଛାଟିଆ ରାସ୍ତା ଦେଖୁଛନ୍ତି ।ସେମାନେ ପ୍ରେମ ପାଇଁ ନିଜ ବାପା ମା ଙ୍କ ର ସମ୍ମାନ ଭି ଦେଖିନାହାନ୍ତି ।

ସତ କହିବା ପାଇଁ ଗୋଲ ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସବୁ ପୁରୁଷ ଆଉ ମହିଳା ଙ୍କ ଭାଗ୍ୟ ରେ ନଥାଏ।ପ୍ରେମ କୁ ଭଗବାନ ଙ୍କ ର ଗୋଟେ ଦାନ ବୋଲି କୁହାଯାଏ ।ଯାଉଥି ସେ ଦୁଗ ରେ ପ୍ରଥମ ପ୍ରେମ ଥିଲା ପ୍ରଭୁ ଭୋଳା ନାଥ ଆଉ ମାତା ପାର୍ବତୀଙ୍କ ର ସେ ପ୍ରେମ ଏକ ନିଆରା ପ୍ରେମ ଥିଲା ।ତେବେ ଆଜି କାଲି କାର କିଛି ଏମିତି ଯୁବ ପୀଢ଼ି ଅଛନ୍ତି ଯଉ ମାନେ ପ୍ରେମ ନାମ ରେ ସମସ୍ତ ଙ୍କୁ ଠକୁଛନ୍ତି ତାଙ୍କ ର ଏଇ ଠକାମୀ ପ୍ରେମ ପାଇଁ ପ୍ରେମ ନାମ ଟି କଳଙ୍କିତ ଆଉ ନିଲମ୍ବିତ ହୋଇସାରିଲାଣି ।

ସେଥି ପାଇଁ କେହି ଏ ପ୍ରେମ କୁ ବିଶ୍ୱାସ କରୁ ନାହାନ୍ତି ।ନିଜ ର ସଉକ ମେଣ୍ଟାଇବା ପାଇଁ ସେମାନେ କିଛି ଭି କରିବା ପାଇଁ ପଛଉ ନାହାନ୍ତି ।ଆଜି ଏ ସବୁ କହିବାର ଏକ କାରଣ ରହିଛି ଯାହା ଆପଣ ଆମେ ଜାଣିଲେ ସବୁ ପ୍ରେମୀ ଯୁବକ ଆଉ ଯୁବତୀ ଙ୍କୁ ଘୃଣା କରିବେ ।ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର ।ଏଇ କିଛି ଦିନ ହେବ ଆମ ପାଖରେ ଏକ ଏମିତି ଭିଡିଓ ଲାଗିଚି ଯାହା ଲାଜ ରେ ଆପଣ ମାନଙ୍କ ମୁଣ୍ଡ ନୂଆଇ ଦେବ।

ଏବେ ଆପଣ ମାନେ ଗୋଟେ ଭିଡିଓ ବହୁତ୍ ଭାଇରାଲ ହବାରେ ଦେଖିଥିବେ । ଯଉଠୀ ଦୁଇଟି ପ୍ରେମୀ ଯୁଗଳ ଯୁବକ ଆଉ ଯୁବତୀ ଗୋଟେ ଶିବ ମନ୍ଦିର ଭିତରେ ଫାଙ୍କା ପାଇବାରୁ ତ ଭିତରେ ପଶି କିଛି ଖରାପ କାମ କରୁଥିଲେ । ଯାହା ଙ୍କୁ ମନ୍ଦିରର ଜଣେ ଲୋକ ଧରିଥିଲେ ।ସେମାନେ ତାଙ୍କୁ ଦେଖି ଦଉଡ଼ି ପଲେଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ ।ତେବେ ଏଇ ଅସାମାଜିକ ବ୍ୟକ୍ତି ମାନଙ୍କ ର ଏମିତି ଜଘନ୍ୟ କାଣ୍ଡ ପାଇଁ ଲୋକ ମାନେ ଆଉ ପ୍ରେମ କୁ ବିଶ୍ୱାସ କରିବା ପାଇଁ ଚାହୁନହ୍ନ୍ତି ।ସେମାନେ ଏ ସବୁ କଣ ଭି ମନ୍ଦିର ଭିତରେ କରିବା ପାଇଁ ପଛଉ ନାହାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।