Ajira Anuchinta – ସମାଜ ରେ ସମସ୍ତ ବ୍ୟକ୍ତି ସବୁବେଳେ ନିଜର ମାନବିକତା କୁ ମନେ ରଖିବା ସହ ପରସ୍ପର କୁ ସାହାଯ୍ୟ ସହଯୋଗ କରି ରହିବ ଆବଶ୍ୟକ

0

ଭଗବାନ ଙ୍କର ସୃଷ୍ଟି ରେ ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରୁ ମଣିଷ କୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ ।କାରଣ କେବଳ ମନୀଷ ହି ଏ ଧାରା ପୃଷ୍ଠା ରେ ଗୋଟିଏ ଜାତିର ପ୍ରାଣୀ ଯାହା ପାଖରେ ଭଗବାନ ବିଚାର କରିବା ର ତଥା ଭୁଲ ଓ ଠିକ ମଧ୍ୟରେ ଥିବା ଫରକ ଜାଣିପାରି ।ଆଉ ମଣିଷ ମାନେ ସବୁବେଳେ ଏହି କଥା ଟୀକୁ ମନେ ରଖି ତାଙ୍କର ସମସ୍ତ କାର୍ଯ୍ୟ କରିବା ଉଚିତ ।ଖାଲି ଏତିକି ନୁହେଁ ବରଂ ସମସ୍ତ ମନୁଷ୍ୟ ପାଖରେ ଏହି ବିଚାର ଶୀଳ ଗୁଣ ଥିବାରୁ ତାହାକି ଗୋଟିଏ ସାମାଜିକ ତଥା ମାନବିକତା ଧରି ପ୍ରାଣୀ ଭାବରେ ବିବେଚନା କରାଯାଏ ।

ଆଉ ସବୁଠାରୁ ସ୍ୱତନ୍ତ୍ରତା ର କଥା ଏହା କି ସମସ୍ତ ପ୍ରାଣୀ ରହିଥିବା ସତେ ଆମ ପରିବେଶ ରେ ମଣିଷ ପାଖରେ ହିଁ ଶିକ୍ଷା କରିବା ର ଉପଯୋଗୀତା ରହିଥାଏ ।ଶିକ୍ଷା ଗ୍ରହଣ କରିବା ଦ୍ଵାରା ଜଣେ ବ୍ୟକ୍ତି ର ଆମ ସାମଜ ପ୍ରତି ଥିବା କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ଅନାଗତ ରହିଥାଏ ।ତାର ବିଚାର କରିବାର ସମଥ୍ୟ ସେଠିକି ଅଧିକ ଉଚ୍ଚ କଟିର ହୋଇଥାଏ ।ଏବଂ ତାର ମାନବିକତା ରହିଥାଏ ଅନ୍ୟ କୁ କଷ୍ଟ ନ ଦେଇ ସମସ୍ତ ଙ୍କର ସୁଖ ଦୁଃଖ ରେ ସାଙ୍ଗ ହୋଇଯିବାର ପ୍ରୟାସ ।

କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗ ରେ ଲୋମ ମାନେ ଲୋଭ ଓ ମୋହ ମାୟା ରେ ବାନ୍ଧି ହୋଇ କେବେ କେବେ ଏପ୍ରକାର କିଛି କାର୍ଯ୍ୟ କରି ବସିଥାନ୍ତି ଯାହାକି ଅତ୍ୟନ୍ତ ଘୃଣ୍ୟ ତଥା ଅଭବନୀୟ ହୋଇଥାଏ ।ସେମାନେ ତାଙ୍କର ମାନବିକତା କୁ ଭୁଲି ଯାଇଥାନ୍ତି ଏବଂ କେତେକ ମୁହୂର୍ତ୍ତ ର ଖୁସି ପାଇଁ କରି ବସିଥାନ୍ତି ବହୁତ ବଡ଼ ବଡ଼ ଭୁଲ ।

ଯାହାକି ବର୍ତ୍ତମାନ ସମାଜ ରେ ଅଧିକାଂଶ ସମୟରେ ଦେଖିବାକୁ ମିଳିଛି ।କିନ୍ତୁ ଭଗବାନ ଏହି ସଂସାର ରେ ଜଣେ ପ୍ରାଣୀ କୁ ମଣିଷ ଭାବରେ ଜନ୍ମ ଦେବା ସମୟରେ ସବୁବେଳେ ଗୋଟିଏ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ କହିଛନ୍ତି ତାହା ହେଉଛି ସମାଜ ପ୍ରତି ଥିବା ମଣିଷ ର କର୍ତ୍ତବ୍ୟ , ଦାୟିତ୍ୱ ଏବଂ ତାର ମାନବିକତାର ର ଧର୍ମ କୁ ପାଳନ କରବାକୁ କହିଥିଲେ।

ତେବେ ଜଣେ ବ୍ୟକ୍ତି କେବେଳ ନିଜ ପାଖରେ ଥିବା ଧନ ସମ୍ପତ୍ତି କିମ୍ବା ପରିବାର କୁ ନେଇ ସମାଜ ରେ ବଡ଼ ମଣିଷ ହୋଇନଥାଏ କି ସମାଜ ତାକୁ ଏତେ ସହଜରେ ଏକ ସଂମାନିତ ସ୍ଥାନ ଦେଇନଥାଏ ।ତେଣୁ ଆମେ ମାନେ ସବୁବେଳେ ମନେ ରଖିବା ଉଚିତ କି ଭଗବାନ ତାକୁ ଏହି ସଂସାରର ସମସ୍ତ ପ୍ରାଣୀ ଙ୍କ ଠାରୁ ଶ୍ରେଷ୍ଠ ପ୍ରାଣୀ ର ସ୍ଥାନ କାହିଁକି ଦିଆଯାଇଛି ।ଏବଂ କଣ ରହିଛି ଏହି ସମାଜ ପ୍ରତି ତାର କର୍ତ୍ତବ୍ୟ। ତେଣୁ କେବେବି କେବଳ ଅଳ୍ପ ମୁହୂର୍ତ୍ତର ଖୁସି ପାଇଁ ଆପଣଙ୍କ ମାନବିକତା କୁ ଭୁଲନ୍ତୁ ନାହିଁ ।ଏବଂ ସମାଜ ପାଇଁ କିଛି ଏପରି କରନ୍ତୁ ଯାହା ଦ୍ୱାରା ଆପଣ ମିରିବା ପରେ ମଧ୍ୟ ଲୋକ ମାନଙ୍କ ଭିତରେ ଆପଣ ଆମର ରହିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।