Ajira Anuchinta – ଜଣେ ବ୍ୟକ୍ତି ର ନଖର ଆକାର ଦେଖି ଜାଣିନ୍ତୁ ସ୍ଵଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି ।ଗୋଟିଏ ମଣିଷର ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଏକ ରହସ୍ୟ ବୋଲି ମଧ୍ୟ କୁହାଯାଏ । ଯଦିଓ ଭଗବାନ ଆମ ସମସ୍ତ କୁ ଗୋଟିଏ ଜାତି ତଥା ମଣିଷ ଜାତି ରୂପରେ ଗଢିଛନ୍ତି କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଗୁଣ କୁ ନେଇ ଜନ୍ମ ଗ୍ରହଣ କରିଥାଏ ।ଏବଂ ତାହାର ଏହି ଅନ୍ୟନ୍ୟ ଗୁଣ ତାର ଜନ୍ମ ଠାରୁ ତା ସହ ଜଡିତ ହୋଇରହିଥାଏ ।

ତେବେ ଆପଣ ମାନେ ଦେଖିଥିବେ କି ଜଣେ ବ୍ୟକ୍ତି ଙ୍କର ବିଷୟରେ ଜାଣିବା ପାଇଁ ଆମକୁ ତାଙ୍କ ସହ କଥାବାର୍ତ୍ତା କରିବାକୁ ପଡିନଥାଏ କି ଅନ୍ୟ କାହାଙ୍କ ଠାରୁ ତାଙ୍କ ବିଷୟରେ ଜନିବାକୁ ପଡିନଥାଏ। କାରଣ ତାଙ୍କର ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗ ଦେଖି ତାଙ୍କର ବ୍ୟକ୍ତିତ୍ୱ ଏବଂ ସ୍ଵଭାଵ ବିଷୟରେ ଜନିହୋଇଥର ।ତେବେ ଆମେ ଆଜି ଆପଣ ଙ୍କୁ ଜଣେ ବ୍ୟକ୍ତି ର ହାତରେ ଥିବା ନଖ ରେ ଆକାର ଦେଖି କିପରି ତାଙ୍କର ସ୍ଵଭାଵ ଓ ବ୍ୟକ୍ତିତ୍ୱ ବିଷୟରେ ଜାଣିବା। ଆପଣ ଦେଖିଥିବେ ନିଶ୍ଚିତ ତ ସମସ୍ତ ବ୍ୟକ୍ତି ଙ୍କର ନଖ ର ଆକୃତି ସମାନ ହୋଇନଥାଏ। ତେବେ ଆସନ୍ତୁ ଜାଣିବା ନଖ ର ଆକୃତି ରୁ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ।

୧.ଛୋଟ ଓ ବର୍ଗାକୃତି ନଖ

ଯେଉଁ ବ୍ୟକ୍ତି ଙ୍କର ନଖ ର ଆକାର ଛୋଟ ଓ ବର୍ଗାକୃତି ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଓ ସାହସୀ ହୋଇଥାନ୍ତି ।ଏମାନେ ଛୋଟ ଛୋଟ କଥାରେ ରାଗିଯାଇଥାନ୍ତି ସତ ମାତ୍ର ସମସ୍ତ ପରିସ୍ଥିତି କୁ ସମ୍ନା କରିବାରେ ମଧ୍ୟ ସକ୍ଷମ ରହିଥାନ୍ତି। ଏମାନେ କାହା ପରାଧୀନ ରେ ରହିବାକୁ ପସନ୍ଦ କରନ୍ତି ।ସବୁବେଳେ ନିଜେ ସ୍ୱତନ୍ତ୍ରତା କୁ ଉପଭୋଗ କରିବାକୁ ଏମାନଙ୍କୁ ଭଲ ଲାଗେ ।ଏମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି।

୨.ବଡ଼ ଓସାରିଆ ନଖ

ଯେଉଁ ବ୍ୟକ୍ତି ଙ୍କର ନଖ ପ୍ରଶସ୍ତ ବା ଓସାରିଆ ହୋଇଥାଏ ସେମାନେ ବିଶ୍ୱାସ ଯୋଗ୍ୟ ହୋଇଥାନ୍ତି। ଏମାନେ କୌଣସି ବି ପରିସ୍ଥିତି ରେ ପଛଘୁଞ୍ଚା ଦିଅନ୍ତି ନାହିଁ ବରଂ ତାହାକୁ ସମାଧାନ କରିଥାନ୍ତି ।ଏମାନଙ୍କ ର ସ୍ଵଭାଵ ବହୁତ ଭଲ ହୋଇଥାଏ। ଏମାନେ କେବେ ବି ଅନ୍ୟ କି ଧକ୍କା ଦିଅନ୍ତି ନାହିଁ ।ନିଜର କର୍ମ ଉପରେ ଅଧିକ କାର୍ଯ୍ୟ କରିଥାନ୍ତି ଏହି ବ୍ୟକ୍ତି ।ଏମାନେ ଭାବନା ରେ ରହିବାକୁ ପସନ୍ଦ କରନ୍ତି।

୩.ଲମ୍ୱା ଓ ସରୁ ନଖ

ଯେଉଁ ବ୍ୟକ୍ତି ଙ୍କର ନଖ ଲମ୍ବା ହୋଇଥାଏ ସେମାନେ ବହୁତ ଅହଙ୍କାରୀ ହୋଇଥାନ୍ତି ।ସେମାନେ ସବୁବେଳେ ନିଜ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ଏବଂ ଅନ୍ୟ ମାନଙ୍କୁ ଆପମାନିତ କରିବା ରେ ମାହୀର ହୋଇଥାନ୍ତି। ଆଉ ସବୁବେଳେ ଲମ୍ବା ନଖ ଥିବା ଝିଅ ଙ୍କର ଠାରୁ ନିଜକୁ ଦୂରେଇ ରଖିବା ଭଲ କାରଣ ଏମାନେ ବହୁତ ଭୟଙ୍କରୀ ହୋଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।