ମହିଳା ମାନେ ସକାଳୁ ସକାଳୁ ସ୍ବାମୀ ସହ କରନ୍ତୁ ଏହି ଗୋଟେ କାମ ଜୀବନରେ କେବେବି ଧନର ଅଭାବ ହେବ ନାହିଁ

0

ବର୍ତ୍ତମାନ ର ଏହି ଗ୍ଲବାଲାଇଡ଼ ର ବିଶ୍ୱ ରେ ରହିବାକୁ ହେଲେ ସମସ୍ତ ଙ୍କୁ ଦୁଇ ଟି ଜିନିଷ ର ବହୁତ ଆବଶ୍ୟକତା ରହିଛି ପ୍ରଥମ ଟି ହେଉଛି ଧନ ସମ୍ପତ୍ତି ର ଆବଶ୍ୟକତା ଏବଂ ଦ୍ୱିତୀୟ ରେ ହେଉଛି ଏକ ଶାନ୍ତି ଓ ସୁଖର ପରିବାର। କିନ୍ତୁ ଯେପରି ଆମ ବିଶ୍ୱ ଟେକ୍ନୋଲୋଜି ର ଅଗ୍ରଗତି ସହ ଆଗକୁ ବଢ଼ିବାରେ ଲାଗିଛି ସେହି ପରି ଆମର ପ୍ରତିଦିନ ଜୀବନ ରେ ମଧ୍ୟ ବିଭିନ୍ନ ପ୍ରକାର ର ସମସ୍ୟା ଦେଖାଯାଉଛି ।

ଯେପରି କି ଘରେ ଆର୍ଥିକ ଅଭାବ ଦେଖାଦେବା ,ପରିବାର ମଧ୍ୟରେ ସବୁବେଳେ ଝଗଡା ଲାଗିବା ,ମାନସିକ ଚାପ ରେ ରହିବା ଆଦି ବର୍ତ୍ତମାନ ର ଲୋକମାନ ଙ୍କ ପାଇଁ ସାଧାରଣ ହୋଇଗଲାଣି ।ତେଣୁ ଆମେ ଆଜି ଆପଣ ଙ୍କୁ ଏମିତି ଏକ ସରଳ ଓ ସହଜ ଉପାୟ ଟି ଜଣେଇବାକୁ ଯାଉଛୁ ଯାହା କରିବା ଦ୍ବାରା ଆପଣଙ୍କ ସମସ୍ତ ପାରିବାରିକ ,ମାନସିକ ଏବଂ ଅର୍ଥନୈତିକ ସମସ୍ୟା ର ସମାଧାନ ହୋଇଯିବ ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ଵାରା ଆପଣ ଙ୍କର ଘରେ ଆଉ ଧନ ସମ୍ପତ୍ତି ର ଅଭାଵ ହେବ ନାହିଁ କି ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ ନାହିଁ ।ତେବେ ଏଥି ଲାଗି ଆପଣଂକୁ ପ୍ରତିଦିନ ସକାଳେ ଉଠିବାକୁ ହେବ ଏବଂ ଏହି ସବୁ କାର୍ଯ୍ୟ କରବାକୁ ହେବ।ତେବେ ଆସନ୍ତୁ ଜାଣିବା ସକାଳେ ଉଠିବା ପରେ ମହିଳା ମାନଙ୍କୁ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ ଅଟେ।

୧.ପାଣି ପିଇବା

ସକାଳେ ଉଠିବା ମାତ୍ରେ ମୁହଁ ଧୋଇବା ପୂର୍ବରୁ ଅତିକମରେ ଏକ ଗ୍ଲାସ ପାଣି ପିଇବା ଉଚିତ ।ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ଏବଂ ଶରୀରରେ ବହୁତ ରୋଗ ରୁ ମଧ୍ୟ ଆମକୁ ବଞ୍ଚିତ କରିଥାଏ ।

୨.ପାପୁଲି କୁ ଦେଖିବା

ଆମର ଶାସ୍ତ୍ର ଅନୁସାରେ ହାତରେ ପାପୁଲି ରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।ତେଣୁ ସକାଳେ ଉଠିବା ମାତ୍ରେ ଦୁଇ ପାପୁଲି କୁ ଏକତ୍ର କରି ଦେଖିବା ବହୁତ ଶୁଭ ଅଟେ ।ଏହା କରିବା ଦ୍ଵାରା ଧନପ୍ରାପ୍ତି ଯୋଗ ହୋଇଥାଏ ।

୩.ସ୍ଵାମୀଙ୍କୁ ପ୍ରେମ କରିବା

ସକାଳେ ଉଠିବା ପରେ ବିବାହିତ ମହିଳା ମାନେ ତାଙ୍କର ନିତ୍ୟକର୍ମ ସାରି ସ୍ୱାମୀ ଙ୍କ ସହ ପ୍ରେମଳ୍ପ କରିବା ବହୁତ ଭଲ ହୋଇଥାଏ। ଏହା ଦ୍ଵାରା ଉଭୟ ଙ୍କର ଦିନ ଖୁସି ଖୁସିରେ ବିତିଯାଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ।

୪.ବେଡ଼ ରେ ଚା ବା କଫି ପିଇବା

ଅନେକ ଲୋକଙ୍କ ର ସକାଳେ ଉଠି ବେଡ଼ ରେ ଚା ପିଇବା ର ଅଭ୍ୟାସ ରହିଥାଏ ।କିନ୍ତୁ ଶାସ୍ତ୍ର ଅନୁସାରେ ସକାଳେ ଉଠି ବେଡ଼ ରେ ଚା କିମ୍ବା କଫି ପିଇବା ଉଚିତ ନୁହେଁ ।

୫.ସକାଳେ ମନ୍ଦିର ର ଘଣ୍ଟି ଓ ଶଙ୍ଖ ଶବ୍ଦ

ସକାଳେ ଉଠିବା ମାତ୍ରେ ମନ୍ଦିର ର ଘଣ୍ଟି ବା ଶଙ୍ଖ ର ଧୁନି ଶୁଣିବା ବହୁତ ଭଲ ଅଟେ ।ଏପରି ହେବା ଦ୍ଵାରା ସବୁକିଛି ଶୁଭ ହୋଇଥାଏ ଘରେ ସୁଖ ଶାନ୍ତି ଭରି ହୋଇଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।