ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ଅଭିନେତ୍ରୀ ଅର୍ଚିତା କେମିତି ତାଙ୍କ ମା” ଙ୍କ ଜନ୍ମ ଦିନ ପାଳନ କଲେ ଦେଖନ୍ତୁ…..

0

ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଓଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତୁ । ଓଲିଉଡ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଓଲିଉଡ ଜଗତରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଅର୍ଚିତା ସାହୁ ।ଆଜି ଆମେ ଆପଣ ମାନଙ୍କୁ ଅର୍ଚିତାଙ୍କ ଫିଲ୍ମ କାରିୟର ଓ ଜୀବନୀ ଓ ତାଙ୍କ ଜନ୍ମଦିନ ପାଳନ ବିଷୟରେ ତଥ୍ୟ ଦେବୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆସନ୍ତୁ ଜାଣିବା ଓଲିଉଡ ଅଭିନେତ୍ରୀ ଅର୍ଚିତା ସାହୁଙ୍କ ବିଷୟରେ ।

ଓଲିଉଡ ଅଭିନେତ୍ରୀ ଅର୍ଚିତା ସାହୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଜଣେ କ୍ଲାସିକାଲ ଡ୍ୟାନ୍ସର ଥିଲେ । ଅର୍ଚିତା କେବଳ ୬ ବର୍ଷ ବୟସରୁ ଓଡିଶୀ ଡ୍ୟାନ୍ସ କରିଆସିଥିଲେ । ସେଥିପାଇଁ ସେ ଓଡିଶୀରେ ୧ ନମ୍ବର ଡ୍ୟାନ୍ସର ଥିଲେ । ସେ ୨୦୦୫ ମସିହାରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଓହ ମାଇ ଲଭ’ । ଏହି ଫିଲ୍ମଟି ସେହି ସମୟରେ ସୁପର ହିଟ ହୋଇଥିଲା ଓ ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ବନ୍ଧୁଗଣ ତାଙ୍କର ତିନୋଟି ଫିଲ୍ମ ‘ଆକାଶେ କି ରଙ୍ଗ ଲାଗିଲା, ମୁ ଏକା ତୁମର ଓ ବାବୁ ଆଇ ଲଭ ୟୁ’ କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ମଧ୍ୟ ସୁପର ହିଟ ହୋଇଥିଲା । ସେ ଆମ ଓଡିଶା ପାଇଁ ମଧ୍ୟ ବହୁତ ସୁନାମ ଅର୍ଜନ କରିଛନ୍ତି । ସେ ୨୦୧୫ ଫେନିମା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ । ସେହି ସ୍ଥାନରେ ସେ ମିସ୍ ଟ୍ୟାଲେନ୍ଟେଡ ଓ ମିସ୍ ଷ୍ଟାଇଲିସ ହେୟାରର ପଦବୀ ଜିତିଥିଲେ ,

ସେ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ଓ ଗୋଟେ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ସେ ଆଜି ପର୍ଯ୍ୟନ୍ତ ମୋଟ ୩୫ଟି ଫିଲ୍ମ କରିସାରିଛନ୍ତି । ତାଙ୍କର ‘ବାବୁ ଆଇ ଲଭ ୟୁ, ତୋ ବିନା କାହାଣୀ ଅଧା, ତୋ ପାଇଁ ନେବି ମୁ ଶହେ ଜନମ ଓ ଧନରେ ରଖିବୁ ଶପଥ ମୋର ଆଦି ଫିଲ୍ମ ବହୁତ ଲୋକପ୍ରିୟତା ହାସଲ କରିଛି ।

ଅର୍ଚିତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି । ଓଡିଶାରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି । ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ସେ ନିଜର ଏକ ନୂଆ ପରିଚୟ ସ୍ଥାପନ କରିଛନ୍ତି ।ତେବେ ତାଙ୍କ ଜନ୍ମଦିନ ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଚି।ତାଙ୍କ ଜନ୍ମଦିନ ରେ ଅନେକ ଲୋକ ଆସିଛନ୍ତି ଓ ପାର୍ଟି ର ବ୍ୟବସ୍ଥା ମଧ୍ୟ ହେଇଚି।ସମସ୍ତେ ବହୁତ ଖୁସି ଅଛନ୍ତି ଓ ଅର୍ଚ୍ଚିତା ମଧ୍ୟ ବହୁତ ଖୁସି ଅଛନ୍ତି।ସେ କହୁଛନ୍ତି କି ଯେବେ ବି କିଛି ପ୍ରୋଗ୍ରାମ ହୁଏ ସମସ୍ତେ ମିଶିକି ଖାଉ,ଏହା ସହ ଡାନ୍ସ ମଧ୍ୟ ହେଉଛି।ତେବେ ସେ ତାଙ୍କ ଜନ୍ମଦିନକୁ ବେଶ୍ ଆନନ୍ଦରେ ପାଳିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।