ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଭିଡିଓ – ରାସ୍ତାରେ ଗୋଡାଇଲା ଭୁତ ଦେଖିଲେ ଛାତିଥରି ଉଠିବ

0

କୁହାଯାଇଥାଏ ଏହି ଦୁନିଆରେ ଭଗବାନ ଅଛନ୍ତି ମାନେ ଭୂତ ମାନେ ମଧ୍ୟ ଅଛନ୍ତି। ଅନେକ ଲୋକ ଭୂତ କୁ ବିଶ୍ୱାସ କରିଥାନ୍ତି ଆଉ ଅନେକ ଏହାକୁ ବିଶ୍ୱାସ କରିନଥାନ୍ତି, କିନ୍ତୁ ଆମେ ଯଦି ଭଗବାନ ଙ୍କୁ ବିଶ୍ୱାସ କରୁଥିବା ତେବେ ଭୂତ ଅଛି ବୋଲି ମଧ୍ୟ ବିଶ୍ୱାସ କରିବାକୁ ପଡିବ, ଯଦି ଏହି ଦୁନିଆରେ ଏକ ଭଲ ଶକ୍ତି ଆଧ୍ୟାତ୍ମିକ ଶକ୍ତି ଅଛି ତେବେ ଏକ ଦୁଷ୍ଟ ଶକ୍ତି ମଧ୍ୟ ଅଛି। ସାଧାରଣତଃ କୁହାଯାଇଥାଏ ଭୂତ ମାନୃ ଅନ୍ଧାର ସ୍ଥାନ ରେ ରୁହନ୍ତି। ସହର ରେ ସବୁ ସ୍ଥାନରେ ଲାଇଟ୍ ଲାଗିଥାଏ, ସବୁ ଆଡ ଆଲୋକିତ ଥାଏ ସେଥିପାଇଁ ଭୂତ ମାନେ ସହର ରେ ଦେଖିବାକୁ ମିଳନ୍ତିନି। ଗାଁ ମାନଙ୍କରେ ଏତେ ଲାଇଟ୍ ନଥାଏ ଅଧିକାଂଶ ସ୍ଥାନ ଅନ୍ଧାର ଥାଏ,ସେଥିପାଇଁ ଗାଁ ମାନଙ୍କରେ ବେଶି ଭୂତ ପ୍ରେତ କଥା ଶୁଣିବାକୁ ମିଳେ।


ତେବେ ଆପଣ ମାନେ ସମସ୍ତେ ସୋସିଆଲ୍ ସାଇଡ୍ ସହ ନିଶ୍ଚିତ ଭାବେ ଯୋଡିତ ଥିବେ। ସୋସିଆଲ ସାଇଡ୍ ରେ ଅନେକ ପ୍ରକାର ର ଭିଡିଓ ଆସେ, ଆମେ ଦେଖିଥିବା ଅନେକ ସମୟ ରେ ଭୂତ ର ଭିଡିଓ ମଧ୍ୟ ଆସିଥାଏ। କେତେକ ଲୋକ ରାସ୍ତା ରେ ଯାଉଥିବା ବେଳେ ଏହାକୁ ଦେଖି ତାହାର ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡିଦିଅନ୍ତି। ଲୋକ ମାନେ ମଧ୍ୟ ଏହାକୁ ଦେଖି ବିଶ୍ୱାସ ମଧ୍ୟ କରନ୍ତି କି ଏହା ସତ ଭୂତ। ଏବେ ମଧ୍ୟ ସେହିପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତେବେ ଆସନ୍ତୁ ଜାଣିବା ସେହି ଭୂତ ଭିଡିଓ ସମ୍ପର୍କରେ।

ସୋସିଆଲ୍ ମିଡିଆ ରେ ଏକ ଭିଡିଓ ଆସୁଛି ଯାହା କି ଭୂତ ଉପରେ,ଏଠାରେ ଦୁଇଜଣ ଲୋକ ବାଇକ୍ ରେ ଯାଉଛନ୍ତି ଏବଂ ସାମ୍ନାରେ ଏକ ଧଳା ପରି ଜିନିଷ ଦେଖୁଛନ୍ତି। ତାକୁ ଦେଖି ସେମାନେ ସେଠାରେ ଠିଆ ହୋଇ ଯାଉଛନ୍ତି ଏବଂ ଗାଡି ର ଲାଇଟ୍ ତା ଉପରେ ପଡିଲା ବେଳକୁ ସେ ଏହି ଲୋକ ମାନଙ୍କ ଆଡକୁ ଦୌଡି ଆସୁଛି ।ଲୋକ ମାନେ ତାକୁ ଡରି ସେଠାରୁ ଚାଲି ଯାଉଛନ୍ତି। ଆଉ ଗୋଟେ ରେ ଦୁଇଜଣ ଲୋକ ଗାଡିରେ ଯାଉଛନ୍ତି। ସାମ୍ନାରେ ସେହିପରି ଏକ ଧଳା ର ଜିନିଷ ଦେଖାଯାଉଛି ସେମାନେ ତାକୁ ଦେଖି ଠିଆ ହୋଇଯାଉଛନ୍ତି। ସେମାନେ ନିଜ ଗାଡି ର ଲାଇଟ୍ ତା ଉପରେ ପକାଇବାରୁ ଦେଖିବାକୁ ପାଉଛନ୍ତି କି ସେଠାରେ କିଏ ଜଣେ ବସି ହଲୁଛି ଏବଂ ଏମାନଙ୍କ ଆଡକୁ ଅନାଉଛି,ତାର ମୁହିଁ ଟି ବହୁତ ବିକୃତ ହୋଇଛି।


ଏହିପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। କୁହାଯାଇଥାଏ ଲୋକ ମାନେ ମରିଗଲା ପରେ ଯଦି ସେମାନଙ୍କ ଆତ୍ମା ଶାନ୍ତି ପାଇନଥାଏ, ତାହାଲେ ସେମାନେ ଅତୃପ୍ତ ଆତ୍ମା ହୋଇ ଘୂରି ବୁଲନ୍ତି। ଏମାନେ ସାଧାରଣତଃ ଶୂନ୍ ଶାନ୍ ରାସ୍ତା ରେ ଅନ୍ଧାର ସ୍ଥାନରେ ଧଳା କପଡା ପିନ୍ଧି ଦେଖାଦିଅନ୍ତି। ଲୋକ ମାନେ ସେମାନଙ୍କ ନିକଟ କୁ ଗଲେ ସେମାନେ ଲୋକ ମାନଙ୍କ ର କ୍ଷତି କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।