ଦେଖନ୍ତୁ ଭିଡିଓ – ରାସ୍ତା ମଝିରେ ପୁରୁଣା ପ୍ରେମିକ କୁ ଦେଖି ପ୍ରେମିକା ଏମିତି କାଣ୍ଡ । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖ ଏହି ଭାଇରାଲ ଭିଡିଓ

0

ପ୍ରେମ ଭଳି ଏକ ପବିତ୍ର ବନ୍ଧନ ର ନାଁ ଟି କୁ ଖରାପ କରିବାରେ ଲାଗି ପଡିଛନ୍ତି କିଛି ପ୍ରେମୀ ଯୁଗଳ ମାନେ ।ଆଣି କାଲି ଦୁନିଆରେ ପ୍ରେମ କୁ ନେଇ ଗୋଟେ ପିଲା ଖେଳ ଲାଗିଚି ।ଯେମିତି ପିଲା ଖେଳ କୁ ଆଜି ଖେଳି ଦେଇ କାଲି ଭାଂଗୀ ଦିଅନ୍ତି ପିଲା ମାନେ ସେମିତି ପ୍ରେମ କୁ ଭି କିଛି ପ୍ରେମୀ ଯୁଗଳ ମାନେ ପିଲା ଖେଳ ଭଳି ଆଜି ଖେଳି ଦେଇ କାଲି ଭାଙ୍ଗି ଦେଉଛନ୍ତି ।ଗୋଟିଏ କୁ ଭଲ ପାଇ ଆଉ କେହି ମିଳିଗଲେ ତାକୁ ଚାଷୀ ଦେଉଛନ୍ତି ।

ସତ କହିବା ପାଇଁ ଗଲେ ପ୍ରେମ ହେଉଛି ଦୁଇଟି ମନ ର ମିଳନ ।ଗୋଟିଏ କୁ ଭଲ ପାଇଁ ଅନ୍ୟ କୁ ବାହା ହବା ଓ ସ୍ୱାର୍ଥ ହାସଲ ବା ଦେହର ଭୋକ ମେଣ୍ଟି ଗଲା ପରେ ଦୁରେଇ ଦବା ଏ କାମ ଖାଲି ପୁଅ ମାନେ ନୁହନ୍ତି ଝିଅ ମାନେ ମଧ୍ୟ କରୁଛନ୍ତି । କିନ୍ତୁ ସବୁ ପୁଅ ବା ଝିଅ ସେମିତି ନୁହନ୍ତି । କିନ୍ତୁ ଏହା କିଛି ନୂଆ କଥା ନୁହେଁ ଆସନ୍ତୁ ଜାଣିବା ଏହି ଘଟଣା ଓ ଦେଖିବା ଭିଡ଼ିଓ ।

ପ୍ରଥମେ ପ୍ରେମ କରିବେ ନିଜର ସ୍ବାର୍ଥ ସରିଗଲା ପରେ ଆଉ ଜଣକୁ ଖୋଜୁଛନ୍ତି ।ଏହି ଘଟଣା ଟା ଘଟିଛି ଜଗତସିଂହପୁର ର ଲଷ୍ମୀ ସାଗର ଥାନା ଅଂଚଳ ରେ କିନ୍ତୁ ଏହି ଝିଅ ର ଘର କୁଂଜଙ୍ଗ କିନ୍ତୁ ଏହି ପ୍ରେମ ସମ୍ପର୍କ ର ଆରମ୍ଭ ହୋଇଥିଲା ଏହି ପ୍ରେମ ୩ ବର୍ଷ ଧରି ଚାଲିଥିଲା । ଝିଅ ଯେତେବେଳେ ବିବାହ କଥା କହିଥିଲା ପ୍ରେମିକ ଆଉ ଧରା ଛୁଆଁ ଦେଇନଥିଲା । ଏହା ପରେ ପ୍ରେମ ର ଶେଷ କିନ୍ତୁ କିଛି ଦିନ ପରେ ବହୁତ୍ କିଛି ଘଟଣା ଘଟିଥିଲା ।

ଯଦି ବିବାହ କରିବାର ନ ଥାଏ ତେବେ ସର୍ତ୍ତ ମୂଳକ ଭାବେ ଆପଣ ମାନେ ଖାଲି ପ୍ରେମ କରିବେ ତା ପରେ ଆଉ ବିବାହ କରିବେ ନାହିଁ ।ଏ ହ କଣ ନ୍ୟାୟ ।ୟାର ପ୍ରକୃତ ହିସାବ କିଏ ଦେବ ।ନିଜ ର ସେ ୩ବର୍ଷ ପ୍ରେମ ର ପାଉଣା କିଏ ଦେବ ?କିଏ ହେଇଥିବ ତୁମ ପ୍ରେମ ର ମୁକ ସାକ୍ଷୀ?ଶେଷ ରେ ହଠାତ୍ କଣ ଘଟିଲା ଜାଣନ୍ତୁ ।

ହଟାତ ଲଷ୍ମୀ ସାଗର ଥାନା ଅଞ୍ଚଳ ରେ ପ୍ରେମିକ ସାଙ୍ଗରେ ପ୍ରେମିକା ର ଦେଖା ହୋଇଗଲା ପ୍ରେମିକା ପ୍ରେମିକ କୁ ଦେଖିଲା ପରେ ବହୁତ ଅନୁରୋଧ କରି ଥିଲେ ବିବାହ କରିବା ପାଇଁ କହିଲେ ମଧ୍ୟ ପ୍ରେମିକ ରାଜି ହୋଇ ନଥିଲେ । ଏହାପରେ ଯୁବତୀ ଜଣଙ୍କ ବିଚ ରାସ୍ତା ଉପରେ ନିଜ ହାତକୁ କାଟି ଦେଇଥିଲେ ।

ଏହାପରେ ଲଷ୍ମୀ ସାଗର ଥାନା ର ଅଧିକାରୀ ଏହି ଘଟଣା କୁ ଆୟତ କରିଥିଲେ ସେହି ଝିଅ କୁ ଭୁବନେଶ୍ୱର କ୍ୟାପିଟାଲ ମେଡିକାଲ ରେ ଚିକତ୍ସା କରାଯାଇଥିଲା । କିନ୍ତୁ ଏହି କେସ ପରେ ଝିଅ ଘର ଲୋକ କୌଣସି ଏଫାୟାର କରିନାହାନ୍ତି କି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।ତେବେ କଣ କରାଯିବ ଏ ଯୁବ ପିଢ଼ି ଙ୍କୁ ନେଇକି ପ୍ରେମ କରିବା ତା ପରେ ପ୍ରତାରଣା କରିବା ଏ ସବୁ ଛୁଆ ଖେଳି ଭଳିଆ ଲାଗୁଚି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।