ajira anuchinta – ସାପ କାମୁଡିଥିଲେ ତୁରନ୍ତ କରନ୍ତୁ ଏହି ଉପାୟ , ଦରକାର ହେବ ନାହିଁ ଆପଣଙ୍କୁ ଡାକ୍ତରୀ ଚିକିତ୍ସା..

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।

ଭଗବାନ ଆମ ଶରୀର କୁ ମାଂସ ପେଶୀ ରେ ଗଢ଼େଇଛନ୍ତି ତେବେ ଏହାର ଭଲ ମନ୍ଦ ତ ରହିବ ନିଶ୍ଚିତ ।ତେବେ ବର୍ତ୍ତମାନ ବହୁ ମୂତ୍ର ରୋଗ ବା ପରିସ୍ରା ପଡା ରୋଗ ଏକ ସାଧାରଣ ରୋଗ ହୋଇଗଲାଣି ।ଏହା ପ୍ରାୟ ଅଧିକାଂଶ ଲୋକ ଙ୍କ ପାଖରେ ଦେଖାଯାଏ ।ଆଉ ଏହି ରୋଗ ପାଇଁ କୌଣସି ଡାକ୍ତରୀ ଚିକିତ୍ସା ବା ଔଷଧ ମଧ୍ୟ ଏତେ ପ୍ରଭାବିତ ହୋଇନଥାଏ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ର ବହୁ ମୂତ୍ର ରୋଗ ଭଲ ହୋଇଯିବ। ତେବେ ଆସାନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

୧.ଯଦି ଆପଣଙ୍କ ବାରମ୍ବାର ପରିସ୍ରା ହେଉଛି ବା ବହୁମୂତ୍ର ରୋଗର ସମୁଖୀନ ହେଉଛନ୍ତି ତ ପ୍ରତିଦିନ ଏକ ଗ୍ଲାସ ପାଣିରେ ଅଧା ଚାମଚ ବେକିଂ ସୋଡା ମିଶାଇ ସେବନ କରନ୍ତୁ ।ଏହା ଆପଣ ଙ୍କର ପରିସ୍ରା ଜନିତ ରୋଗ କୁ ଭଲ କରିଥାଏ ।

୨.ଦ୍ୱିତୀୟ ରେ ଯଦି ଆପଣ ଏହି ରୋଗ ର ଶିକାର ହୋଇଛନ୍ତି ତାହେଲେ ପ୍ରତିଦିନ ଦୁଇ ଥର ଦୁଇ ଚାମଚ ଲେଖାଁଏ ଦହି ସେବନ କରନ୍ତୁ ।ଏହା ଏହି ରୋଗକୁ ଭଲ କରିବା ସହ ଶରୀର ତାପମାତ୍ରା କୁ ନିୟନ୍ତ୍ରଣ ରେ ରଖିଥାଏ ।

୩.ତୃତୀୟ ରେ , ଯଦି ଆପଣ ବାରମ୍ବାର ପରିସ୍ରା ଲାଗୁଛି ତାହେଲେ ପ୍ରତିଦିନ ସକାଳେ ଖାଲି ପେଟ ରେ ତୁଳସୀ ରସ ସହ ମହୁ ମିଶାଇ ସେବନ କରନ୍ତୁ ।ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ଏବଂ ବହୁମୂତ୍ର ରୋଗରୁ ମୁକ୍ତି ଦେଇଥାଏ।

୪.ଯଦି ଆପଣ ଏହି ରୋଗ ର ଶିକାର ହୋଇଛନ୍ତି ତ କେବେ ବି କଲଡ୍ରିନ୍ସ , ଚା , କଫି , ମଦ ଆଜି ସେବନ କରନ୍ତୁ ନାହିଁ ।ନଚେତ ଭବିଷ୍ୟତ ରେ ଏହା ଏହି ରୋଗକୁ ଆହୁରି ସକ୍ରିୟ କରିଦେବ ।ବରଂ ଏହି ସମସ୍ୟା ଥିଲେ ଦିନକୁ ୨ଥର ଗ୍ରୀନ ଟି ପିଇବା ଭଲ ଅଟେ ।

୫.କୁହାଯାଏ କି ନିଜର ପରିସ୍ରା ନିଜେ ସେବନ କରିବା ଦ୍ଵାରା ଶରୀରରେ ଅନେକ ମାରାତ୍ମକ ରୋଗ ଭଲ ହୋଇଥାଏ ।କିନ୍ତୁ ଯଦି ଆପଣଂକୁ ସାପ କାମୁଡି ଥାଏ ତ ସଙ୍ଗେ ସଙ୍ଗେ ନିଜ ପରିସ୍ରା ସେବନ କରିନିଅନ୍ତୁ ଏବଂ ସାପ କାମୁଡ଼ି ଥିବା ସ୍ଥାନରେ ମଧ୍ୟ ଲଗାନ୍ତୁ। ଏପରି କରିବା ଦ୍ଵାରା ସାପ ର ବିଷ ର ପ୍ରଭାବ ଶରୀରରେ ପଡିନଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।