ସଡ଼କ ଦୁର୍ଘଟଣା ରେ ମହିଳା ଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ , ଆପଣଙ୍କର ଗୋଟିଏ ସେୟାର ଏହି ଛୋଟ ଭଉଣୀଟିର ଜୀବନ ବଞ୍ଚାଇ ପାରିବ

0

ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳି ଥାଏ। ଯାହା ଆମ ଜୀବନ ହଠାତ ଘଟି ଥାଏ,ଆଉ ଏମିତି କିଛି ଘଟିବ ବୋଲି ଆମେ କେବେ ଭାବି ମଧ୍ୟ ନ ଥିବା କିନ୍ତୁ ଏମିତି କିଛି ଘଟଣା ଘଟି ଯାଏ , ଯାହା ଆମ ଜୀବନ କୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ଦେଇଥାଏ,ଆଉ ଏଥି ପାଇଁ ଆମେ ଅନେକ ଅସୁବିଧା ରେ ମଧ୍ୟ ପଡି ଥାଉ।ତେବେ ପ୍ରତିଦିନ ଆମେ ଅନେକ ଘଟଣା ସବୁ ଦେଖିବାକୁ ପାଇ ଥାଉ, ଏହି ସବୁ ସମସ୍ୟାର ସମାଧାନ ପାଇଁ କୌଣସି ରାସ୍ତା ନଥାଏ ,କାରଣ ଏମିତି କିଛି ଘଟଣା ଘଟିବ ବୋଲି ଆମେ ଜାଣି ନଥାଉ।ତେବେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ,

ଯାହା ପାଇଁ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଏ,ଅନେକ ଲୋକ ଏଥିରେ ଆହତ ହୋଇ ଯାନ୍ତି। ତେବେ ଆମେ ପ୍ରତିଦିନ୍ ଏମିତି ଅନେକ ଘଟଣା ଦେଖିବାକୁ ପାଉ ଥିବା,ଯେଉଁ ଥିରେ ଲୋକ ଙ୍କର ମୁର୍ତ୍ୟୁ ହୋଇ ଯାଏ,ଆଉ ଯେଉଁ ମାନଂକର କିଛି ଭୁଲ ନ ଥାଏ , ସେମାନେ ମଧ୍ୟ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି।

ତେବେ ପ୍ରତିଦିନ ଆପଣ ମାନେ ସଡ଼କ ଦୁର୍ଘଟଣା ବିଷୟରେ ଶୁଣୁ ଥିବେ। ଆଜିର ଯୁବପିଢି ମାନେ କେମିତି ଭାବରେ ଗାଡି ଚଳାଉଛନ୍ତି, ଆଉ ଯାହା ପାଇଁ ଅସୁଵିଧା ରେ ପଡୁଛନ୍ତି।ତେବେ ଆଜି ଆମେ ଆପଣଙ୍କୁ ସେହି ପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ,ଏକ ସଡ଼କ ଦୁର୍ଘଟଣାରେ ଇନ୍ଦ୍ରାଣୀ ସିଂ ନାମକ ଏକ ଭଉଣୀ ଗୁରୁତର ଅବସ୍ଥାରେ ପଡ଼ି ରହିଛନ୍ତି,ବାଧକ ସାଜିଛି ଅର୍ଥ।ସକାଳୁ ସକାଳୁ ବାପ ଛେଉଣ୍ଡ ଝିଅଟି ନିଜ ପରିବାର ପ୍ରତିପୋଷଣ ପାଇଁ ଫାଇନାନ୍ସ ଅଫିସ୍ ଯାଉଥିବା ସମୟରେ ଘଟିଗଲା ଏହି ଦୁଃଖଦ ଘଟଣା ।

ହଠାତ୍ ସାମନାରୁ ଦ୍ରୁତ ଗତିରେ ମାଡି ଆସୁଥିବା ଗାଡିଟି ଗୋଟିଏ ହସଖୁସି ପରିବାରରେ ଆଣିଦେଲା ଅକାଳ ବିପତ୍ତି । ଇନ୍ଦ୍ରାଣୀ ଆଜି ଜୀବନ ମୃତ୍ୟୁର ଲୁଚକାଳି ଖେଳ ଭିତରେ କଟକ ଅଶ୍ବିନ ହସ୍ପିଟାଲରେ ଦୟନୀୟ ଅବସ୍ଥାରେ ସଂଗ୍ରାମ କରି ଚାଲିଛି, ଅତ୍ୟନ୍ତ ଗରିବ ପରିବାରର ମାଆଟି କେଉଁଠୁ ଆଣିବ ୭/୮ ଲକ୍ଷ ଟଙ୍କା ଝିଅକୁ ବଞ୍ଚାଇବା ପାଇଁ ।

ଆପଣମାନଙ୍କ ନିକଟରେ ନିବେଦନ କରୁଛି ଆପଣ ଯଦି କିଛି କିଛି ସାହାଯ୍ୟ କରନ୍ତେ ଭଉଣୀଟି ବଞ୍ଚି ଯାଆନ୍ତା ।ସେ ଏବେ ମୃତ୍ୟୁ ସହ ଲଢେଇ କରୁଛନ୍ତି, ଏବଂ କୋମା ରେ ମଧ୍ୟ ଅଛନ୍ତି ,ବହୁତ୍ କଠିନ ପରିସ୍ଥିତି ରେ ଗତି କରୁଛନ୍ତି। ଯଦି ଆପଣ ମାନେ ଆପଣଙ୍କ ସହୃଦୟ ରୁ ଇନ୍ଦ୍ରାଣୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି , ତାହେଲେ ଦୟା କରି ଆପଣ ମାନେ ତାଙ୍କୁ ସାହାଯ୍ୟ ର ହାତ ବଢାନ୍ତୂ । ଆମ ମାନଙ୍କ ର ଏହି ଛୋଟୋ ସାହାଯ୍ୟ ହୁଏ ତ କାହାର ନିରୀହ ଜୀବନ କୁ ଏକ ପୁନର୍ଜନ୍ମ ଦେଇ ପାରିବ।।

ନାମ- ଇନ୍ଦ୍ରାଣି ସିଂ
ଘର- ସୁଭଦ୍ରପୁର, ଚାରିବାଟିଆ, ଚଣ୍ଡିଖୋଲ ।
ଆପଣ ମାନେ ଫୋନ୍ ପେ/ ଗୁଗୂଲ୍ ପେ:- 9178473973(ଇନ୍ଦ୍ରାଣୀ ସିଂ)……..ଏହି ନମ୍ବର ରେ ଆପଣ ମାନେ ଯାହା ବି ପାରିବେ ନିଶ୍ଚିତ ସାହାଯ୍ୟ କରନ୍ତୁ ଏବଂ ଯାହା ବି ଆପଣ ସାହାଯ୍ୟ କରୁଛନ୍ତି ତାହା screenshot ନିଶ୍ଚିତ ଦେବେ ।

ଜୀବନ ଆମ ପାଇଁ ବହୁତ୍ ମୂଲ୍ୟବାନ ହେଲେ ବି କିଛି ଲୋକ ଏହାର ଦୁରୁପଯୋଗ କରନ୍ତି ,ଅମାନ୍ୟ ହୋଇ ଗାଡ଼ି ଚଲାନ୍ତି , ହେଲମେଟ ମଧ୍ୟ ପିନ୍ଧିବା ଉଚିତ୍ ମନେ କରନ୍ତିନି। ଏମିତି ଅସାବଧାନତା ଯୋଗୁଁ ଏହି ପରି ଅନେକ ଦୁର୍ଘଟଣା ସବୁ ସମୟରେ ଘଟି ଆସୁଛି।ଆମର ଆପଣ ମାନଙ୍କୁ ବାସ୍ ଗୋଟିଏ ଅନୁରୋଧ କି ଜୀବନ ବଞ୍ଚିବାର ସୁଯୋଗ ଥରେ ଆସେ ବାର୍ ବାର୍ ନୁହେଁ,ତେଣୁ ସବୁବେଳେ ସତର୍କ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।