ଅଭିନେତା ଅମ୍ଳାନ ଓ ପତ୍ନୀ ଭୂମିକା ଧୁମ୍ ଧାମ ରେ ମନାଇଲେ ନିଜର ବିବାହ ବାର୍ଷିକୀ।ଆସନ୍ତୁ ଜାଣିବା ଏହା ସଂପର୍କରେ ସମ୍ପୂର୍ଣ ଖବର……

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆଜି ଆମେ ଆପଣ ଙ୍କୁ ଆଗ ଧାଡି ର ନାୟକ ଅମ୍ଳାନ ଙ୍କ ବିଷୟ ରେ ଜନାଇବୁ। ନିଜ ବିବାହ ର ବାର୍ଷିକୀ କିପରି ଧୁମ୍ ଧାମ ରେ ମନାଉଥିବା ଖବର ବିଷୟ ରେ ଜଣାଇବୁ।

ଗତ ବର୍ଷ ଠିକ୍ ଏହି ଦିନ ରେ ବିବାହ କରିଥିଲେ ଓଲିଓଡ଼ ଅଭିନେତା ଅମ୍ଳାନ।ସେ ଭୂମିକା ଙ୍କ ହାତ ଧରି ଥିଲେ। ଦୁଇ ଜଣ ଦୁଇ ଜଣଙ୍କ ସହିତ ବାନ୍ଧି ହେବା ପରେ ସତ ଜନ୍ମ ପର୍ଯ୍ୟନ୍ତ ପାଇଁ ସାଥୀ ରହିବା ପାଇଁ ଶପଥ ନେଇ ଥିଲେ। ଆଜି ହେଉଛି ବିବାହ ର ପ୍ରଥମ ବାର୍ଷିକୀ । ଏହି ଦିନ କୁ ଖୁବ୍ ଧୁମ୍ ଧାମ ରେ ପାଳନ କରୁଥିବା ର ନଜର ଆସିଛନ୍ତି। ଆଜି ଦିନ ରେ ଭୂମିକା ଓ ଅମ୍ଳାନ ବିବାହ କରିଥିଲେ, ମଝିରେ କିଛି ଅସୁବିଧା ହୋଇ ଥିଲା। କଟକ ମହାନଦୀ ରେ ଫୁଲ ପକାଇବାକୁ ଯାଇ ଭୂମିକା ଙ୍କ ଗୋଡ଼ ଖସି ଯାଇଥଲା, ମାତ୍ର ଭଲରେ ଭଲ ରେ ସେ ଘରକୁ ଫେରି ଥିଲା।

ଲୋକମାନେ ଏହାକୁ ପାରିବାରିକ ବିବାଦ ବୋଲି କହିଥିଲେ। ମାତ୍ର ଏହା ପାରିବାରିକ ବିବାଦ ନଥିଲା,ଫୁଲ ପକାଇବାକୁ ଯାଇ ଗୋଡ଼ ଖସି ଯିବାରୁ ଏପରି ହୋଇଥିଲା। ଏହି ସବୁ ପରେ ଆଜି ବେଶ୍ ଆଡମ୍ବର ରେ ଅନିଭର୍ଷରି ମନାଇଛନ୍ତି ଦୁଇ ଜଣ। ଗତ କାଲି ରାତି ରେ ସେଲିବ୍ରେସନ୍ କରିଛନ୍ତି ଓ ଉଭୟ ବେଶ୍ ଖୁସି ଥିବାର ନଜର ଆସିଛନ୍ତି। କଟକ ସହର ର ସିଦିଏସ ସେକ୍ଟର ୮ ରେ ରହି ବେଶ୍ ଧୁମ୍ ଧାମ ରେ ପାଳିଛନ୍ତି।

ଗତ ବର୍ଷ ଅମ୍ଳାନ ସେଲିବ୍ରିଟି ହୋଇ ଥିଲେ ମଧ୍ୟ ବେଶୀ ଶୋ ଓଫ୍ ନା କରି ସାଧା ସିଧା ବାହା ହୋଇ ଥିଲେ। ଭୂମିକା ଓଳିଓଡ ଇଣ୍ଡଷ୍ଟ୍ରି ର ମଧ୍ୟ ନଥିଲେ। ଅମ୍ଳାନ ଓ ଭୂମିକା ଙ୍କ ଯୋଡ଼ି ଦର୍ଶକ ଙ୍କୁ ବେଶ୍ ପସନ୍ଦ ଆସିଛି, ସେମାନଙ୍କ ଯୋଡ଼ି ଏହି ପରି ଥାଉ ଭଗବାନ ଙ୍କ ନିକଟ ରେ ଆମର ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।