ଦେଖନ୍ତୁ ଭିଡ଼ିଓ : ବର ସାମ୍ନାରେ ବାରମ୍ବାର କନ୍ୟାକୁ ଛୁଇଁବାକୁ ଯାଉଥିଲା କ୍ୟାମେରାମ୍ୟାନ, ରାଗରେ ବର ଏମିତି କଲା କ୍ୟାମେରା ମ୍ୟାନର ଅବସ୍ଥା ….

0

ମଣିଷ ଜୀବନ ରେ ଏକ ସୁନ୍ଦର ମୁହୂର୍ତ୍ତ ହୋଇ ଥାଏ ବିବାହ।ଦେଶ ଓ ସମାଜ କୁ ଆଗକୁ ବଢେଇବା ପାଇଁ ପୁଅ ଓ ଝିଅ ଙ୍କୁ ବିବାହ କରିବାକୁ ପଡି ଥାଏ। ତେବେ ଏହା ସେମାନ ଙ୍କ ପାଇଁ ବହୁତ ସୁନ୍ଦର ଦିନ ହୋଇ ଥାଏ। ତେବେ ଏହି ଦିନ ରେ ସମସ୍ତେ ବହୁତ ଖୁସି ରୁହନ୍ତି।ସମସ୍ତେ ବହୁତ ମଜା ମସ୍ତି ମଧ୍ୟ କରନ୍ତି। ସଜ ହବା,ଖାଇବା,ନାଚିବା ଆଦି ବହୁତ କିଛି କରନ୍ତି। ତେବେ ଆମ ଦେଶ ରେ ହେଉ ଥିବା ବାହାଘର ରେ ବହୁତ ସୁନ୍ଦର ରୀତି ନୀତି ରହିଛି,ଯାହା ସବୁ ଠୁ ସୁନ୍ଦର।

ତେବେ ବିଭିନ ସ୍ଥାନ ରେ ବିଭିନ୍ନ ପ୍ରକାର ନିୟମ ରହିଛି। ତା ସହ ଆମ ଦେଶ ର ବାହାଘର ୪ କିମ୍ବା ୫ ଦିନ ଧରି ହୋଇ ଥାଏ, ଅନେକ ଲୋକ ଆସନ୍ତି ବାହାଘର ରେ । ତେବେ ଏଥି ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି, ସବୁ ବହୁତ ଖୁସି ହୁଅନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ବିବାହ ବିଷୟରେ କହିବୁ ଯାହା ଆପଣ ଶୁଣିଲେ ବିଶ୍ୱାସ କରିବେ ନାହି।

ମାତ୍ର ଆଜି ଆମେ ଆପଣ ଙ୍କୁ ଏପରି କିଛି ବାହାଘର ଘର କଥା ଟିଏ କହିବୁ ଯେଉଁଠି ନିଜ ବାହାଘର ରେ କନ୍ୟା ଟି ଷ୍ଟେଜ ଉପରେ ହସି ହସି ଗଡ଼ି ପଡ଼ିଲା । ସମସ୍ତେ ଭାବିଲେ ବୋଧ ହୁଏ କନ୍ୟା ଟି ପାଗଳ ହୋଇ ଯାଇଛି। କ୍ୟାମେରା ମ୍ୟାନ ନିଜ ବର ର ଏପରି ହରକତ ଦେଖି ତାଙ୍କୁ ଏପରି ହେବାକୁ ବାଧ୍ୟ କରିଥିଲା।


ଏକ ବିବାହ ରେ ବିଭିନ୍ନ ଆୟୋଜନ ହୋଇଥିଲା। ଷ୍ଟେଜ ଉପରେ ଦୁହେଁ ଦୁହିଁଙ୍କୁ ବରମାଳ ପିନ୍ଧାଇ ଥିଲେ। ଏହି ସମୟ ରେ କ୍ୟାମେରା ମ୍ୟାନ କନ୍ୟା ଟି ର ଭଲ ଫୋଟୋ ଉଠାଇବାକୁ ଚଉଁଥିଲା। ସେହି ସମୟ ରେ କ୍ୟାମେରା ମ୍ୟାନ କନ୍ୟା ର ଓଠ ରେ ହାତ ମାରି ପୋଜ୍ ଦେବାକୁ କହୁଥିଲା। ଏହା କୁ ଦେଖି ବର ଟି ସହି ପାରି ନଥିଲା । ସଙ୍ଗେ ସଙ୍ଗେ କ୍ୟାମେରା ମ୍ୟାନ ର ପିଠି କୁ ବିଧାଏ ବସାଇଥିଲେ। ପରେ କନ୍ୟା ଟି ହସିବା ଆରମ୍ଭ କରି ଦେଇଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ୍ ହେବାରେ ଲାଗିଛି। ଦର୍ଶକ ମାନେ ଏହି ଭିଡ଼ିଓ କୁ ଦେଖି ନିଜର ପ୍ରତିକ୍ରିୟା କମେଣ୍ଟ ଦେବାରେ ଲାଗିଛନ୍ତି।

ତେବେ ବିଭିନ୍ନ କମେଣ୍ଟ ଏହି ଭିଡ଼ିଓ ରେ ଦିଆ ଯାଇଥିଲା। ଜଣେ ୟୁଜର ଲେଖିଥିଲେ ଏମିତି ପତ୍ନୀ ମୋର ଆବଶ୍ୟକ ଅନ୍ୟ ଜଣେ ଲେଖିଥିଲେ ଉଭୟ କନ୍ୟା ଓ କ୍ୟାମେରା ମ୍ୟାନ ମିଶି ବର ସହିତ ପ୍ରାଙ୍କ କରୁଥିଲେ। ପୁଣି ଜଣେ ୟୁଜର ଲେଖିଥିଲେ କନ୍ୟା ଙ୍କୁ ଶୁଭ କାମନା, କାରଣ ସେ ପରିସ୍ଥିତି ଖରାପ ହେବା ପର୍ବରୁ ବଞ୍ଚାଇଥିଲେ। ଜଣେ କନ୍ୟା ଟି ବହୁତ୍ ସୁନ୍ଦର୍ ବୋଲି କହିଥିଲେ ତ ଆଉ କିଛି ୟୁଜର କନ୍ୟା ଙ୍କ ଅସଂରକ୍ଷନ କୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏହାର ସତ୍ୟତା ସେତେଟା ଜଣା ପଡି ନଥିଲା। ଏପରି ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।