ଚନ୍ଦ୍ରଭାଗା ନଦୀକୁ ଡେଇଁ ପଡିଥିବା ଏହି ଛୋଟିଆ ବାଳକଟିର ନାମ କଣ ? ଠିକ୍ ପାଠ ପଢିଥିବା ଲୋକ ହିଁ ଏହାର ସଠିକ୍ ଉତ୍ତର ଦେଇପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।ଆଉ ସମାଜ ରେ ଦେଶ ରେ ପ୍ରତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ,

କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ, ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର।

1.ଖାଇଲେ ଫଳ ଡାକିଲେ ଝିଅ ଆଙ୍କିଲେ ରଙ୍ଗ ମୁଁ କିଏ କୁହ ?
ଉତ୍ତର:- କମଳା

2.କେଉଁ ପ୍ରାଣୀ ର ରକ୍ତ ନୀଳ ହୋଇ ଥାଏ ?
ଉତ୍ତର :- ଅକ୍ତୋପୋସ

3.କେଉଁ ପ୍ରାଣୀ ଉଭୟ କ୍ଷୀର ଓ ଅଣ୍ଡା ଦିଏ ?
ଉତ୍ତର :- ପଟିପସ

4.ବର୍ଷ ର କେଉଁ ମାସ ରେ ଲୋକ କମ ଶୁଅନ୍ତି?
ଉତ୍ତର :- ଫେବ୍ରୁୟାରୀ

5.ଝିଅ ମାନେ କେତେବେଳେ ଲୁଗା ଟେକି ଦିଅନ୍ତି ?
ଉତ୍ତର:- ନଇ ପାର ବେଳେ

6.କେଉଁ ୫ ଟି ଜିନିଷ ଜୀବନ ରେ କେବଳ ଥରେ ମିଳିଥାଏ ?
ଉତ୍ତର :-ମାତା , ପିତା

7.ଏମିତି କେଉଁ ଜିନିଷ ସମୁଦ୍ର ରୁ ଆସି ଘରେ ରହି ଥାଏ ?
ଉତ୍ତର :- ଲୁଣ

8.ଭାରତ ରେ ଏମିତି କେଉଁ ସହର ଅଛି , ଯାହା କୁ ଆମେ ଖାଇ ଥାଉ ?
ଉତ୍ତର :- ସିମଲା

9.ଏମିତି କେଉଁ ଜିନିଷ ଯାହା ଉପର କୁ ଯାଇ ଥାଏ, କିନ୍ତୁ ତଳ କୁ ଆସି ନ୍ ଥାଏ ?
ଉତ୍ତର:-ସିଡ଼ି

10.ଏମିତି ଗୋଟିଏ ଖାଇବା ଅଛି , ଯେଉଁଥିରେ ଫୁଲ, ଫଳ, ମିଠା ତିନୋଟି ଯାକ ଅଛି ?
ଉତ୍ତର – ଗୋଲାପଜାମୁନ୍ ରେ ରହିଛି

11 ) ଚନ୍ଦ୍ରଭାଗା ନଦୀକୁ ଡେଇଁ ପଡିଥିବା ଏହି ଛୋଟିଆ ବାଳକଟିର ନାମ କଣ ?

ଉତ୍ତର – ଧର୍ମପଦ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।