ଧରା ପଡିଲେ ପୁଣି ଶିକ୍ଷିକା ଙ୍କ ର କଳାକାରନାମା ଶିକ୍ଷୟତ୍ରୀ କାର୍ଯ୍ୟଟି ଜାଣିଲେ ପାଦତଳୁ ମାଟି ଖସିଯିବ

0

ଉତ୍ତରପ୍ରଦେଶ ର ଶିକ୍ଷା ବିଭାଗ ରେ ଆଉ ଏକ ନୂଆ ଆର୍ଶ୍ଚଯ୍ୟକର କଥା ସାମ୍ନା କୁ ଆସିଛି। ଯାହାକି ଲୋକ ମାନଙ୍କୁ ଡରେଇ ରଖିଦେଇଛି। ଯେଉଁଠାରେ ଜଣେ ଶିକ୍ଷିକା ନିଜର ବେତନ ବଞ୍ଚେଇବାକୁ ଯାଇ ଏମ୍ଏଲ୍ସି ନାମ ରେ ଏକ ମିଛ ଫୋନ୍ କରିଥିଲେ ଏବଂ ଫୋନ୍ କରି କହିଥିଲେ ବେତନ ଯେମିତି ନ କଟେ ଏବଂ ଏହି ମାସର ଏଟେନ୍ଡେନ୍ସ ଯେମିତି ନ କମେ। ଏହଗ ଘଟଣା ଉତ୍ତରପ୍ରଦେଶ ର ବାରଣାସୀ ଠାରେ ଦେଖିବାକୁ ମିଳିଛି। ଏହା ପରେ ସେହି ଶିକ୍ଷିକା ଙ୍କୁ ଚାକିରି ରୁ ବାହାର କରି ଦିଆଯାଇଛି ଏବଂ ଯେଉଁ ଶିକ୍ଷକ ଜଣକ ସେହି ଫୋନକ କରିଥିଲେ ତାଙ୍କ ବିରୋଧ ରେ କେସ୍ ଫାଇଲ୍ କରାଯାଇଛି।


ଯେଉଁ ଶିକ୍ଷିକା ଜଣକ ସେହି ମିଛ ଫୋନ୍ ଟି କରିଥିଲେ ତାଙ୍କ ନାମ ହେଉଛି ଅର୍ଚ୍ଚନା କୁମାରୀ। ଅର୍ଚ୍ଚନା କୁମାରୀ ଙ୍କ କହିବା ଅନୁଯାୟୀ ଗାଜିପୁର ଜିଲ୍ଲାର ଜଣେ ଶିକ୍ଷକ ସେହି ମିଛ ଫୋନ୍ ଟି କୁ ଏମ୍ଏଲ୍ସି ସାଜି ଅର୍ଚ୍ଚନା କୁମାରୀ ଙ୍କ ର ଖଣ୍ଡ ଶିକ୍ଷା ଅଧିକାରୀ ଙ୍କ ପାଖକୁ ଫୋନ୍ କରିଥିଲେ। ଫୋନ୍ କରି ସେହି ଶିକ୍ଷକ ଜଣକ ଖଣ୍ଡ ଶିକ୍ଷା ଅଧିକାରୀ ଙ୍କୁ ଧମକାଇ କହିଛନ୍ତି ଅର୍ଚ୍ଚନା କୁମାରୀ ଙ୍କ ର ବେତନ ଯେପରି ନ କଟେ ଆଙ ଯେପରି ତାଙ୍କ ର ଏହି ମାସ ର ଏଟେନ୍ଡେନ୍ସ ଯେପରି କମ୍ ନ ହୁଏ। ସେମାନେ ଭାବିଥିଲେ ଯେ ସେମାନେ ଏହି ପରି ଫୋନ୍ କରି ଖଣ୍ଡ ଶିକ୍ଷା ଅଧିକାରୀ ଙ୍କୁ ଡରାଇଦେଇଛନ୍ତି, ଆଉ ସେ ଏବେ ଅର୍ଚ୍ଚନା କୁମାରୀ ଙ୍କ ର ବେତନ ଆଉ କାଟିବେନି। କିନ୍ତୁ ଏହିପରି କିଛି ବି ହୋଇନଥିଲା।


ଖଣ୍ଡ ଶିକ୍ଷା ଅଧିକାରୀ ଏହି ଫୋନ୍ କଲ୍ ରେ ଜମାମି ଡରି ଯାଇନଥିଲେ। ଆଉ ଏହି ଫୋନ୍ କରିବା ସେମାନଙ୍କ ର ସବୁଠାରୁ ବଡ ଭୁଲ୍ ଥିଲା। ଅଧ୍ୟାପିକା ଅର୍ଚ୍ଚନା କୁମାରୀ ବାରଣାସୀ ର ଚିରଇ ଗାଁ ର ବ୍ଲାକ୍ ପ୍ରାଥମିକ ବିଦ୍ୟାଳୟ ରେ କମୋଲି କାମ କରୁଥିଲେ ଆଉ ପୂର୍ବ ମାସ ଅର୍ଚ୍ଚନା ଙ୍କ ର ବେତନ କଟିଯାଇଥିଲା। ଆଉ ଏହି ମାସ ମଧ୍ୟ ତାଙ୍କ ର ବେତନ କଟିବାର ଥିଲା। ସେ ସେଥିପାଇଁ ତାଙ୍କର ଜଣେ ପରିଚିତ ଶିକ୍ଷକ ଯିଏ କି ଗାଜିପୁର ଅଟନ୍ତି, ତାଙ୍କୁ ଏହିପରି ସାହାଯ୍ୟ ମାଗିଥିଲେ। ସେ ମଧ୍ୟ ତାଙ୍କୁ ସାହାଯ୍ୟ କରି ଏହିପରି କଲ୍ କରିଥିଲେ।

ଏହି କଲ୍ ଆସବା ପରେ ଖଣ୍ଡ ଶିକ୍ଷା ଅଧିକାରୀ ଏହା ବିରୋଧ ରେ ବିଏସଏ ରାକେଶ ସିଂ ଙ୍କୁ କରିଥିଲେ। ଏହାପରେ ସେ ଏହି ଘଟଣା ର ତଦନ୍ତ କରିଥିଲେ ପରେ ସମସ୍ତ କଥା ସାମ୍ନା କୁ ଆସିଥିଲା।  ଏହାପରେ ଦୁଇ ଶିକ୍ଷକ ଏବଂ ଶିକ୍ଷିକା ଙ୍କୁ ସେମାନଙ୍କ କାର୍ଯ୍ୟ ରୁ ନିଲମ୍ବିତ କରିଦିଆଯାଇଛି। ଏବେ ସେମାନଙ୍କ ବିପକ୍ଷରେ କେସ୍ ଫାଇଲ୍ କରାଯାଇ ତଦନ୍ତ କରାଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।