ଓଡ଼ିଶା ସରକାର ଙ୍କର ପ୍ରଶାସନିକ ପକ୍ଷରୁ ଆସିଲା ବଡ଼ ନିଯୁକ୍ତି ସୁଯୋଗ ଜାଣନ୍ତୁ କିପରି କରିବେ ଏହାର ଆବେଦନ ଏବଂ କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ…….

0

ବନ୍ଧୁଗଣ ଓଡ଼ିଶା ପବ୍ଲିକ ସର୍ଭିସ (OPSC) ତରଫରୁ ଆସିଲା ପୁଣି ଏକ ବଡ଼ ନିଯୁକ୍ତି ସୁଯୋଗ। ଏହି ନିଯୁକ୍ତି ପାଇଁ ଏବେ ବିଜ୍ଞାପନ ମଧ୍ୟ ଜାରି ହୋଇ ସାରିଛି। ତେବେ ଏହା ସାଧାରଣତଃ ବନ୍ଧୁଗଣ ଓଡ଼ିଶା ପବ୍ଲିକ ସର୍ଭିସ (OPSC) ରେ ପ୍ରତ୍ୟେକ ବର୍ଷ ଓଡ଼ିଶାର ଯୁବଗୋଷ୍ଠୀ ଙ୍କୁ ତାଙ୍କର ଯୋଗ୍ୟତା ପାଇଁ ନିଯୁକ୍ତି ଦିଆଯିବ। ଏହି ପଦବୀ ଗୁଡ଼ିକ ପାଇଁ ଆବଶ୍ୟକ ମୁତାବକ ଯୋଗ୍ୟତା ଏଵଂ ଏହାର ଆବେଦନ ଫି, ବୟସ ଇତ୍ୟାଦି ବିଷୟରେ ଆସନ୍ତୁ ବିଶେଷ ଜାଣିବା।

ବର୍ତ୍ତମାନ ର ସୂଚନା ଅନୁସାରେ ବନ୍ଧୁଗଣ ଓଡ଼ିଶା ପବ୍ଲିକ ସର୍ଭିସ (OPSC) ରେ ମୋଟ ୫୦୦ ରୁ ଅଧିକ ପୋଷ୍ଟ ଖାଲି ଅଛି ଏବଂ ତାହାକୁ ପୂରଣ କରିବା ପାଇଁ ଏହି ନିଯୁକ୍ତି ବାହାର ହୋଇଛି ।ତେଣୁ ଆସାନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବା ବିଜ୍ଞାପନ କଣ ରହିଛି ବୋଲି।

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା :-

ଏହି ପଦବୀ ଗୁଡ଼ିକ ପୂରଣ ପାଇଁ ଥିବା ଶିକ୍ଷାଗତ ଯୋଗ୍ୟତା ଜଣେ ବ୍ୟକ୍ତିଙ୍କ ର ସର୍ବନିମ୍ନ +୩ ରେ ୫୫ % ମାର୍କ ହାସଲ କରିଥିବା ଆବଶ୍ୟକ।ଏହା କୌଣସି ବି ସ୍ତ୍ରୀମଂ ର ହୋଇପାରେ।

ଆବେଦନ କରିବାର ର ତାରିଖ:-

ଏହି ବିଧାନ ସଭା ରେ ଖାଲି ଥିବା ପଦବୀ ଗୁଡ଼ିକ ପାଇଁ ଆବେଦନ କରିବାର ତାରିଖ ଆରମ୍ଭ ହେଉଛି ୧୫/୦୨/୨୦୨୧ ରେ ଏବଂ ଏହାକୁ ଆବେଦନ କରିବାର ଶେଷ ତାରିଖ ରହିଛି ୧୫/୦୩/୨୦୨୧ ।ଏହି ସମୟ ମଧ୍ୟରେ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ବୟସ ସୀମା କେତେ ଆବଶ୍ୟକ:-

ଏହି ପଦବୀ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ସର୍ବନିମ୍ନ ୨୧ ବର୍ଷ ରୁ ଅଧିକ ହେଉଥିବା ଆବଶ୍ୟକ। ଏହି ନିଯୁକ୍ତି ପାଇଁ ଉଭୟ ମହିଳା କିମ୍ବା ପୁରୁଷ ଏଥିରେ ଆବେଦନ କରି ପାରିବେ।

ଏହା ସହିତ ସରକାର ଙ୍କ ଅଧିନିୟମ ଅନୁସାରେ ଯେଉଁମାନେ sc/st/ sebc /obc ଏବଂ ଅନ୍ୟାନ୍ୟ ସଂରକ୍ଷଣ ବର୍ଗ ଙ୍କ ପାଇଁ ମଧ୍ୟ ପୂର୍ବ ପରି ବ୍ୟବସ୍ଥା ରହିବ।

ଆବେଦନ ଫି:-

ବନ୍ଧୁଗଣ ଏହାକୁ ଆବେଦନ କରିବା ପାଇଁ ଆପଣ ଙ୍କୁ ୪୦୦ ଟଙ୍କା ବନ୍ଧୁଗଣ ଓଡ଼ିଶା ପବ୍ଲିକ ସର୍ଭିସ (OPSC) କୁ ଦେବାକୁ ହେବ।ଏବଂ sc/st/ph ଙ୍କ ପାଇଁ ମାତ୍ର ୨୫୦ ଟଙ୍କା ଦେବାକୁ ପଡିବ।

କିପରି କରିବେ ଆବେଦନ :-

ଏହି ପଦବୀ ରେ ଆବେଦନ କରିବାକୁ ହେଲେ ଆପଣ ଅନଲାଇନ ଆବେଦନ କରିପାରିବେ ଏବଂ ଏହାର ପେମେଂଟ ମଧ୍ୟ ଅନଲାଇନ ହେଉଛି। ତେବେ ଆପଣ ଶୀଘ୍ର ଯାଇ ଶେଷ ତାରିଖ ଆସିବା ପୂର୍ବରୁ ଏହି ପଦବୀରେ ଆବେଦନ କରି ଦିଅନ୍ତୁ।

ତେବେ ବନ୍ଧୁଗଣ ଓଡ଼ିଶା ପବ୍ଲିକ ସର୍ଭିସ (OPSC) ପକ୍ଷ ରୁ ଖାଲି ଥିବା ପୋଷ୍ଟ ଗୁଡିକୁ କେତେକ ବିଷୟ କୁ ନେଇ ବିଭକ୍ତ କରାଯାଇଛି ।ତେଣୁ ଆପଣ ନିଜର ଇଚ୍ଛା ମୁତାବକ ବିଷୟ ନେଇପାରିବେ ଏବଂ ଅନଲାଇନ ଆବେଦନ ପରେ ଆପଣ ଙ୍କୁ ପରୀକ୍ଷା ଦେଇ ଉତିଣ୍ଣ ହେବାକୁ ପଡିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।