ଦେଖନ୍ତୁ ଭିଡିଓ – ଏଭଳି ଏକ ଘଟଣା ପାଇଁ ଅର୍ଚ୍ଚିତାଙ୍କୁ ଦେଖା କରିବା ପାଇଁ ଏକାଠି ହେଲେ 5ଲକ୍ଷ ଲୋକ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆପଣ ମାନେ ସମସ୍ତେ ତ ସିନେମା ଦେଖିବା ପାଇଁ ବହୁତ ପସନ୍ଦ କରୁଥିବେ। ବର୍ତ୍ତମାନ ର ସମୟ ରେ ଦିନକୁ ଦିନ ଏହି ସିନେମା ର ଚାହିଦା ବଢିବା କୁ ଲାଗିଛି। ଆମ ଓଡିଆ ସିନେମା ଜଗତ ମଧ୍ଯ ଦିନ କୁ ଦିନ ଉନ୍ନତି କଲାଣି। ଆମ ଓଡିଆ ସିନେମା ଜଗତ ରେ ମଧ୍ଯ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ସିନେମା କୁ ହିଟ୍ କରିବା ପାଇଁ ବହୁତ ଚେଷ୍ଟା ଚଲେଇଛନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଓଡିଆ ସିନେମା ଜଗତ ର ଅର୍ଚ୍ଚିତା ସାହୁ ଙ୍କ ବିଷୟ ରେ କହିବୁ। ଓଡିଆ ସିନେମା ଜଗତ ର ଜଣେ ସଫଳତା ଲାଭ କରିଥିବା ନାୟିକା ହେଉଛନ୍ତି ଅର୍ଚ୍ଚିତା ସାହୁ। ଅନେକ ଚଳଚ୍ଚିତ୍ର ରେ ନିଜର ଅଭିନୟ ର ଦକ୍ଷତା ଦେଖାଇ ଦର୍ଶକ ଙ୍କ ମନକୁ ବେଶ୍ ଜିଣି ପାରିଛନ୍ତି ଅର୍ଚ୍ଚିତା ସାହୁ ଏବଂ ଲୋକ ମାନଙ୍କୁ ବେଶ୍ ପସନ୍ଦ ଆସିଛନ୍ତି।

ଓଡିଆ ସିନେମା ଜଗତ ର ଗ୍ଲାମରିୟସ୍ ହିରୋଇନ ହେଉଛନ୍ତି ଅର୍ଚ୍ଚିତା ସାହୁ। ସେ ନିଜ କ୍ୟାରିୟର ରେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି। ଏବଂ ତାଙ୍କର ସବୁ ଚଳଚ୍ଚିତ୍ର ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ମଧ୍ଯ ଆସିଛି। ଯେଉଁଥିପାଇଁ ତାଙ୍କର ଫ୍ୟାନ ସଂଖ୍ଯା ଦିନକୁ ଦିନ ବଢି ଚାଲିଛି।ସତ କହିବା ପାଇଁ ଗଲେ ଆମର ବହୁତ୍ ଜଣ ନିଜର ପସନ୍ଦ ର ହିରୋ ହିରୋଇନ୍ ଥିବେ ତ ଆମେ ସମସ୍ତେ ଆମର ସେଇ ପ୍ରିୟ ର ହିରୋ ଆଉ ହିରୋଇନ୍ ଙ୍କୁ ଦେଖିବା ପାଇଁ ଆମ ମନ ରେ ବହୁତ୍ ଇଛା ପ୍ରକାଶ ହଇ ଥାଏ ।ବାସ୍ତବରେ କହିବା ପାଇଁ ଗୋଲ ଆମର ସମସ୍ତଙ୍କର ସେଇ ରେଡ୍ କାର୍ପେଟ୍ ରେ ଚାଲୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଦେଖିବା ।

ତାଙ୍କ ବିଷୟ ରେ ଜାଣିବା ପାଇଁ ବହୁତ୍ ଖୁସି ଲାଗିଥାଏ ଆଉ ନିଜ ମନ ରେ ଆଗ୍ରହ ସୃଷ୍ଟି ହଇ ଥାଏ କି ସେ ହିରୋ ଅବା ହିରୋଇନ୍ କେମିତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଥାପିଛନ୍ତି ,ତାଙ୍କ ଘରେ ଆଉ ପରିବାର ରେ କେତେ ଜଣ ସଦସ୍ୟ ଅଛନ୍ତି ,ତାଙ୍କର ପସନ୍ଦ ନା ପସନ୍ଦ ଏମିତି ବହୁତ୍ କିଛି ।ତେଣୁ ସମସ୍ତେ ତାଙ୍କୁ ଦେଖିବା ପାଇଁ ନିଜ ମନ ରେ ଆଗ୍ରହ ଜାତ କରିଥାନ୍ତି ।

ସତ କହିବା ପାଇଁ ଗଲେ ଆମ ଓଡ଼ିଆ ଫିଲ୍ମ ଜଗତ ର ବାର୍ବୀ ଡଲ କହୁଥିବା ହିରୋଇନ୍ ଅର୍ଚ୍ଚିତା ଙ୍କ ର ଫେନ୍ ଆଉ ଫୋଲର୍ଶ ଆସ୍ତେ ଆସ୍ତେ ବଢ଼ି ଚାଲିଚି ।ସେଥି ପାଇଁ ଓଡ଼ିଆ ହିରୋଇନ୍ ର ନାୟିକା ଅର୍ଚ୍ଚିତା ସାହୁ ଏହିଠାରେ ନିଜ ମୋବାଇଲ ରେ ଲାଇଭ ଆସିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସେହି ଭିଡିଓ ରେ ଅର୍ଚ୍ଚିତା ସାହୁ ତାଙ୍କ ଫେନ ମାନଙ୍କ ସହ ବହୁତ୍ ମଜା ମସ୍ତି କରୁଛନ୍ତି ।ତାଙ୍କ ଫେନ ମାନେ ତାଙ୍କୁ ଉତ୍ସାହିତ କରିଛନ୍ତି ।ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକପ୍ରିୟତା ହାସଲ କରିଛନ୍ତି। ଅଭିନେତା ଓ ଅଭିନେତ୍ରୀ ଯଦି ଅଭିନୟ ଭଲ କରୁଥିବେ ଓ ସୁନ୍ଦର୍ ଦେଖିବା ପାଇଁ ଥିବେ , ଏହା ତାଙ୍କର ଭାଗ୍ୟ କୁ ବଦଳେଇ ଦେଇ ଥାଏ। କାରଣ ଏହି ସବୁ ପାଇଁ ଇଣ୍ଡଷ୍ଟ୍ରି କୁ ଯିବା ବହୁତ୍ ସହଜ ହୋଇଯାଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।