ଦେଖନ୍ତୁ ଭିଡିଓ – ସାମାନ୍ୟ ଅଭିନୟ କୁ ନେଇ ହିରୋଇନ୍ ସୁପ୍ରିୟା ଆଉ ସୁପର ଷ୍ଟାର ସିଦ୍ଧାର୍ଥ ଙ୍କ ମଧ୍ୟରେ ଝଗଡା କଣ କ୍ୟାମେରା ପଛରେ ଏଭଳି ବି ହୁଏ

0

ଆମେ ସବୁବେଳେ ପରଦା ଅଗରେ ହଉଥିବା ସମସ୍ତ କାହାଣୀ କୁ ଦେଖୁଚେ ଆଉ ନିଜକୁ ଖୁସି କରୁଚୁ ।ଆମେ ଆପଣ ମାନଙ୍କୁ ବହୁତ୍ ପରଦା ପଛରେ ଘଟୁଥିବା ତଥ୍ୟ ପ୍ରଦାନ କରିଛୁ ।ବେଳେ ବେଳେ ଏମିତି କିଛି ଜାଣିବା ପାଇଁ ଇଛା ହୁଏ ଯାହା ଜାଣିବା ଟିକେ କଷ୍ଟ କର କିନ୍ତୁ ଆମେ ଆପଣ ମାନଙ୍କ ପାଇଁ ସଦା ସର୍ବଦା ଉଦ୍ଦିଷ୍ଟ ।ପରଦା ପଛରେ କଣ ଘଟୁଛି ଘଟଣା ,

ଦୁର୍ଘଟଣା ଆଦି ଜାଣିବା ପାଇଁ ଆମ ସମସ୍ତ ଙ୍କ ମନରେ ଗୋଟିଏ ଅଲଗା ଭାବନା ଆସେ ।ଯଦି ଆମେ ଗୋଟିଏ କାମ କୁ ଏତେ ଜନ କରିବା ଦ୍ୱାରା ଝଗଡା ହଉଥିବା କିନ୍ତୁ ନ ଏହା ସମ୍ପୂର୍ଣ ମିଥ୍ୟା ପରଦା ପଛରେ ଅଭିନୟ କରୁଥିବା ଆମର ସମସ୍ତ ହିରୋ ଆଉ ହିରୋଇନ୍ ଙ୍କ ମଧ୍ୟ ରେ ଏକ ସୁଦୃଢ ବନ୍ଧନ ରହିଛି।

ସିରିଆଲ୍ ,ଫିଲ୍ମ ,ଭଜନ ,ନାଟକ ,ଆଲବମ ଆଦି ଦେଖି ନିଜର ମନ ଖୁସି କରିଥାଉ ,କିନ୍ତୁ ଗୋଟିଏ କଥା କହିଲେ ଦେଖି ଆମେ ଯଉ ମାନଙ୍କୁ ପରଦା ପଛରେ ଦେଖୁଚୁ ସେମାନେ ଆମ ମାନଙ୍କ ମନ ରଞ୍ଜନ ପାଇଁ କେତେ ପରିଶ୍ରମ କରୁନାହାନ୍ତି କହିଲେ । ଦିନ ରାତି ନ ଦେଖି ଆମର ମନ ରଞ୍ଜନ ପାଇଁ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରିଦେଉଛନ୍ତି ସେଇ ଅଭିନୟ ପାଇଁ । ହଁ ମୁଁ ଆପଣ ମାନଙ୍କୁ ସେଇ କଥା ହିଁ କହୁଛି ସେଇ ପରଦା ପଛରେ କାମ କରୁଥିବା ବିଶିଷ୍ଟ ବ୍ୟକ୍ତି ମାନେ ।

ସେ ଡାଇରେକ୍ଟର ହୁଅନ୍ତୁ କି ରାଇଟର ହୁଅନ୍ତୁ କିମ୍ବା ଆମ ହିରୋ ହିରୋଇନ୍ ହୁଅନ୍ତୁ ।ଆମେ ସବୁବେଳେ ନିଜର ମନ ରଞ୍ଜନ ପାଇଁ ଟିଭି ଜରିଆରେ ବିଭିନ୍ନ ପ୍ରୋଗ୍ରାମ ଦ୍ଵାରା ଖୁସି ହଇ ଥାଉ।ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜର ଟିକେ ଖୁସି ପାଇଁ ଟିଭି , ମୋବାଇଲ ଆଦି ଇଣ୍ଟରନେଟ ସହ ଜଡ଼ି ହଇ ରହିଥାଏ ।ଜୀବନରେ କାମ ମଧ୍ୟରେ ଟିକେ ସମୟ ବାହାର କରି ଆମେ ନିଜର ମନୋରଞ୍ଜନ କରିଥାଉ ।

ଆଜି ଏତେ ସବୁ କହିବାର କାରଣ ହଉଚି ଆମେ ଆଜି ପହଞ୍ଚିଛନ୍ତି ଏକ ସୁଟିଂ ସେଟ୍ ରେ । ଯଉ ସୁଟିଂ ସେଟ୍ ରେ ଆମ ସହ ଅଛନ୍ତି ଆମର ସୁପର ଷ୍ଟାର ସିଦ୍ଧାର୍ଥ ଆଉ ଆମ ସୁନ୍ଦରୀ ହିରୋଇନ୍ ସୁପ୍ରିୟା ଙ୍କ ମଧ୍ୟ ରେ ମଜା ଚାଲିଚି ।କେହି ଜଣେ କହୁଛନ୍ତି କି ହିରୋଇନ୍ ସୁପ୍ରିୟା କହୁଛନ୍ତି ସେ ସିଦ୍ଧାର୍ଥ ସାର୍ ଙ୍କ ଠୁ ଭଲ ଆକ୍ଟିଙ୍ଗ କରେ ।ସେଇ କଥା ପାଇଁ ଏମାନେ ସମସ୍ତେ ନିଜ ନିଜ ମଧ୍ୟ ରେ ଖୁସି ହସି ହଉଛନ୍ତି ।ଯାହା ରହିଛି ସେରୀଆଲ ର ଘଟଣା ବାସ୍ତବ ରେ ଆମେ ପରଦା ରେ ବହୁତ୍ କିଛି ଦେଖୁଥାଇ ଯେମିତି କି ସେଥି ରେ ଅଭିନୟ କରିଥିବା ହିରୋ ଆଉ ହିରୋଇନ୍ ଏବଂ ତାଙ୍କ ଘର ଲୋକ ଙ୍କ ମଧ୍ୟରେ ଜଣେ ଖେଳ ନାୟକ ମଧ୍ୟ ଥାଆନ୍ତି ।

ତାଙ୍କ ସହ ସେଇ ଆକ୍ଟିଂ ରେ ବହୁତ୍ ଝଗଡା ମାର୍ ପିଟ ଆଦି ଦେଖୁଥାଇ କିନ୍ତୁ ଆପଣ ମାନେ କଣ ଭାବୁଛନ୍ତି ଏହା କଣ ବାସ୍ତବ ଘଟଣା ।ଏହା କେବଳ ଆପଣ ଆପଣଙ୍କ ମନ ରଞ୍ଜନ ପାଇଁ ଉଦ୍ଦିଷ୍ଟ ହେଇଥାଏ ।ଯାହାକୁ ଆମେ ପରଦା ରେ ଦେଖୁ ।ଗୋଟେ କଥା ଜାଣିଛନ୍ତି ସେଇ ପରଦା ପଛରେ ବହୁତ୍ ସୁନ୍ଦର୍ କାହାଣୀ ମାନ ଲୁଚି ରହିଥାଏ ।ସେଇଠାରେ ସମସ୍ତ ଙ୍କ ସହ ସମସ୍ତଙ୍କ ର ଭାବ ଅତୁଟ ହଇ ରହିଥାଏ ।ସେମାନଙ୍କ ର ନିଜ ନିଜ ମଧ୍ୟ ରେ ଥିବା ବନ୍ଧନ ଅତୁଟ ଥାଏ ।ନିଜ ନିଜ ମଧ୍ୟ ରେ ସେମାନେ ବହୁତ୍ ହସ ଖୁସି ଆଦି କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।