ବଡ ଖବର – ଆସିଲା ମେଟ୍ରିକ ପରୀକ୍ଷା ସୂଚୀ ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ଆମେ ସମସ୍ତେ ଏ କୋଭିଡ୍ -୧୯ ବିଷୟରେ ସମସ୍ତେ ଭଲ ଭାବରେ ଜାଣିଚୁ ।ଏ କୋଭିଡ୍ କାଳ ପାଇଁ ଆମେ ସମସ୍ତେ ଘରେ ବସି ରହୁଥିଲୁ ।ଏ ସବୁ ପାଇଁ ଆମ ସମସ୍ତ ଙ୍କ ର କିଛି ନ କିଛି କାର୍ଯ୍ୟ ରେ ବାଧା ଉପୁଜିଛି ।୨୦୨୦ ଟି କୋଭିଡ୍ ପାଇଁ ଆମ ମାନଙ୍କୁ ଘରେ ବନ୍ଦୀ କରି ରଖି ଦେଇଥିଲା ।ଯାହା ପାଇଁ ପିଲା ମାନ ଙ୍କ ର ପାଠ ପଢା ଠପ ହେଇ ଯାଇଥିଲା ।ଦୀର୍ଘ ୧୧ ମାସ କାଳ । ଏଇ କୋଭିଡ୍ ପାଇଁ ଆମେ ସମସ୍ତେ ନିଜ କୁ ସତର୍କ ରଖିବା ସହ ନିଜ ନିଜ ମଧ୍ୟ ରେ ସମ୍ପୂର୍ଣ ଦୂରତା ମାନିଥିଲୁ ।

ଆଉ ସରକାର ଙ୍କ ଦ୍ଵାରା ହୋଇଥିବା ସେଇ ଗାଇଡ୍ ଲାଇନ୍ କୁ ବିନା ଉଲଂଘନ କରି ଆମେ ସମସ୍ତେ କୋଭିଡ୍ -୧୯ କୁ ହରେଇବା ପାଇଁ ସମ୍ପୂର୍ଣ ଚେଷ୍ଟା କରିଥିଲୁ ।ଏ ସବୁ ମଧ୍ୟ ରେ ଭି ସରକାର ଙ୍କ ଦ୍ଵାରା ନିର୍ମିତ ସମସ୍ତ ନିୟମ କାର୍ଯ୍ୟ କରି ହଉଥିଲା ।ଆମ କୋଭିଡ୍ ଯୋଧ୍ୟା ମାନେ କୋଭିଡ୍ ସହ ଲଢ଼ି ସାରା ଦୁନିଆ କୁ ଏକ ଅନ୍ଧାର ର କରାଳ ଛାୟା ତଳୁ ଆଣି ଅନ୍ୟ ଏକ ଆଲୋକିତ ପଥ ରେ ଛାଡିଛନ୍ତି ।ତେଣୁ ଯଦି ଆମେ ସମସ୍ତେ ବଞ୍ଚି ରହୁଚି ତାହା କେବଳ କୋଭିଡ୍ ଯୋଧ୍ୟା ମାନଙ୍କ ପାଇଁ,ସେମାନଙ୍କ କାର୍ଯ୍ୟ ଅଗରେ ଆମେ ସମସ୍ତେ ଚିର ନମସ୍ୟ ।

କିନ୍ତୁ ଏତେ ସବୁ ପରେ ଯଦି କାହାର କିଛି ଅସୁବିଧା ହାଇଥିବ ତାହା କେବଳ ସେଇ ନିରୀହ ,ନିର୍ବୋଧ ଶିଶୁ ମାନଙ୍କର ଯଉ ମାନଙ୍କର ପାଠ ପଢା ବନ୍ଦ ହେଇଯାଇଥିଲା ।ପାଠ ପଢିବା ପାଇଁ ପିଲା ମାନେ ବହୁତ୍ ହଇରାଣ ହେଇଥିଲେ ।କୋଭିଡ୍ ପାଇଁ ପିଲା ମାନେ ସମସ୍ତେ ଗୋଟେ ବର୍ଷ ର ପଛକୁ ଚାଲି ଯାଇଥିଲେ ।ନିଜର ବହି ପାଠ ରେ ଥିବା ସିଲାବସ କୁ ବିନା ଶିକ୍ଷକ ଦ୍ଵାରା ଶେଷ କରିବା ପିଲା ମାନଙ୍କ ଦ୍ଵାରା ସମ୍ଭବ ପର ନା ଥିଲା ।ଏହା ପରେ ନିଜେ ସମସ୍ତେ କୋଭିଡ୍ -୧୯ ସରକାର ଙ୍କ ଦ୍ଵାରା ପ୍ରସ୍ତୁତି ସମସ୍ତ ନିୟମ କୁ ମାନି ଚାଲିଲେ ।


ନିଜ ନିଜ ଭିତରେ କିଛି ଦୂରତା ଅବଲମ୍ବନ କରିବା ,ହାତ ଭଲ ଭାବରେ ଧୋଇବା , ମାସ୍କ ପିନ୍ଧିବା ଏମିତି ସବୁ ନିୟମ ମାନ ହେଇଥିଲା ।ଯାହା ମାନିବା ଦ୍ଵାରା ଆମେ ସମସ୍ତେ ଆଶା ର ଏକ ନୂଆ କିରଣ ଅଳ୍ପ ପରିମାଣ ରେ ଦେଖିବା ପାଇଁ ପାଇଛୁ ।ଦୀର୍ଘ କିଛି ଦିନ ପରେ ଅନଲାଇନରେ କ୍ଲାସ୍ କରିବା ବ୍ୟବସ୍ଥା କରାଗଲା ଯାହା ସମସ୍ତ ପିଲା ମାନଙ୍କ ଦ୍ଵାରା ସମ୍ଭବ ପର ନଥିଲା ।ତେଣୁ ୨୦୨୧ ରେ ଶେଷରେ ସରକାର ଙ୍କ ର ବିଭିନ୍ନ ତତ୍ତ୍ଵ ବଧନରେ ବିଦ୍ୟାଳୟ ଖୋଲା ଗଲା ଆଉ ୧୦ମ ପିଲା ମାନଙ୍କର ୧ମାସ କ୍ଲାସ୍ ହିବାରେ ଲାଗିଚି ।

ତା ପରେ ୧୦ମ ପିଲା ମାନଙ୍କର ପରୀକ୍ଷା ରୁଟିନ ଭି ଆସିଯାଇଛି । ମାର୍ଚ୍ଚ ୩ରେ ହେବ ମାତୃ ଭାଷା ଓଡ଼ିଆ ପରୀକ୍ଷା ,୫ରେ ଇଂଲିଶ ,୭ରେ ତୃତୀୟ ଭାଷା ହିନ୍ଦୀ ଅବା ସଂସ୍କୃତ ,୧୦ରେ ଗଣିତ ,୧୨ରେ ବିଜ୍ଞାନ ଓ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।ସମସ୍ତ ପରୀକ୍ଷା ସରକାର ଙ୍କ ଗାଇଡ୍ ଲାଇନ୍ ଦ୍ଵାରା ହେବ ।ପିଲା ମାନଙ୍କ ପାଇଁ ସୂଚୀ ଅଛି ସକାଳ ୭.୩୫ରେ କେନ୍ଦ୍ର ଭିତରକୁ ପ୍ରବେଶ କରିବେ ।ସେମାନଙ୍କୁ ସମସ୍ତ ପ୍ରଶ୍ନ ପତ୍ର ଏକ ଥରେ ଦିଆ ଯିବ ଓ ସେମାନେ ୧ଘଣ୍ଟା ଭିତରେ ସବୁ ସାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।