ଏହି ବଡ କାରଣ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ବଦଳେଇବାକୁ ଚାହୁଁଛନ୍ତି ଝିଅମାନଙ୍କ ବିବାହର ବୟସ

0

ଆମେ ଦେଖୁଛେ କି ସବୁବେଳେ ଝିଅ ମାନଙ୍କ ପ୍ରତି ଅନ୍ୟାୟ ହୋଇ ଚାଲିଛି , ଏହି ଅନ୍ୟାୟ ଅତ୍ୟାଚାର ଅନେକ ଅଗରୁ ଚାଲି ଆସିଛି। ତେବେ ଆଗ କାଳ ରୁ ଲୋକ ମାନେ ଝିଅ କୁ ବହୁତ ନୀଚ ଆଖିରେ ଦେଖି ଥିଲେ, ତାକୁ ବହୁତ କଷ୍ଟ ଦେଉ ଥିଲେ ଏବଂ ଝିଅ ଗୋଟେ ବୋଝ ବୋଲି ଭାବୁ ଥିଲେ,ତେବେ ଅନେକ ଲୋକ ଝିଅ କୁ ଅଣଦେଖା କରୁ ଥିଲେ। ଆଗରୁ ଝିଅ ମାନଂକୁ ଜନମ ହେବାରୁ ବଂଚିତ କରା ଯାଉ ଥିଲା,ତାଙ୍କୁ ଜନ୍ମ ହେବାରୁ ରୋକା ହେଉ ଥିଲା। ଜନ୍ମ ହେବ ଆଗରୁ ତାଙ୍କୁ ମାରି ଦିଆ ଯାଉଥିଲା। ତେବେ ଝିଅ ଙ୍କ ପ୍ରତି ଘୃଣା ଭାବ ସମସ୍ତଙ୍କ ର ରହି ଥିଲା।


ଆଗରୁ ଆମ ଦେଶ ରେ ଝିଅ ମାନଙ୍କର ବାଲ୍ୟ ବିବାହ ର ବ୍ୟବସ୍ଥା ରହିଥିଲା। ଛୋଟ ବେଳୁ ଝିଅ ମାନଂକୁ ବଡ଼ ବଡ଼ ପୁଅ ମାନଙ୍କ ସହ ବିବାହ କରାଇ ଦିଆ ଯାଉ ଥିଲା। ତେବେ ଏହା କୁ କିଛି ପରିମାଣ ରେ ରୋକିବା ପାଇଁ ଅନେକ ବର୍ଷ ଆଗରୁ ଝିଅ ଙ୍କର ବିବାହ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ କରିଥିଲେ। ତେବେ ଦେଶ ରେ ଏକ ସର୍ଭେ ରୁ ଜଣା ପଡିଛି କି ୫ ବର୍ଷ ଭିତରେ ୩ କୋଟି ୭୬ ଲକ୍ଷ୍ ଭିତରୁ ଗ୍ରାମା ଅଞ୍ଚଳ ରେ ଝିଅ ମାନଙ୍କ ସଂଖ୍ୟା ୨ କୋଟି ୫୫ ଲକ୍ଷ ଓ ସହରାଞ୍ଛଳରେ ୧ କୋଟି ୨୧ ଲକ୍ଷ । ତେବେ ସେଥିରୁ ୧.୦୬ କୋଟି ଝିଅ ଙ୍କୁ ୧୮ ବର୍ଷ ରେ ବିବାହ କରାଇ. ଦିଆ ଯାଇଛି।


ୟୁନିସେଫ୍ ର ତଥ୍ୟ ଅନୁଯାୟୀ , ଭାରତ ରେ ୨୭ ପ୍ରତିଶତ ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରନ୍ତି ଓ ୭ ପ୍ରତିଶତ ଝିଅ ୧୫ ବର୍ଷ ପୂର୍ବ ରୁ । ତେବେ ଦେଶ ରେ ଏଭଳି ପରିସ୍ତିତି କୁ ରୋକିବା ପାଇଁ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ତେବେ ଏହି ନିଷ୍ପତି ସ୍ୱାଧୀନତା ଦିବସ ଦିନ ନେଇଛନ୍ତି ସରକାର। ଏବେ ଝିଅ ମାନଙ୍କ ର୍ ବିବାହ କରିବାର ସର୍ବନିମ୍ନ ବୟସ ୨୧ ବର୍ଷ କରିଦିଆ ଯିବ ଏବଂ ଏହା ସହ ଦେଶ ରେ ମାତୃ ହାର୍ ମଧ୍ୟ କମିବ ଏବଂ ଅନେକ ଝିଅ ଛୋଟ ବେଳୁ ହି ପାଉ ଥିବା ବୈବାହିକ ବଲତ୍କାର ରୁ ବଂଚିତ ହେବେ।

ଆଉ ଉଚ୍ଚ ଶିକ୍ଷିତ ମଧ୍ୟ ହେବେ। ତେବେ ଦେଶ ରେ ଝିଅ ମାନଙ୍କ ପାଇଁ ଏହା ଏକ ବଡ଼ ଖବର । ତେବେ ସରକାର ଙ୍କର ରହି ନିୟମ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ, ଏହା ଝିଅ ମାନଙ୍କ ପାଇଁ ବହୁତ ଫଳପ୍ରଦ ହେବ। ତେବେ ସରକାର ଙ୍କର ଏହି ନିୟମ କୁ ସମସ୍ତେ ମାନିବା ଅବଶ୍ଯକ। ଏହା ଦ୍ୱାରା ଆମ ସମାଜ ଓ ଆମ ସମାଜ ରେ ରହୁ ଥିବା ଝିଅ ମାନେ ସୁରକ୍ଷିତ ରେ ରହିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।