ମସ୍ତିଷ୍କ ରୋଗରେ ପୀଡିତ ଏହି ମୋଧାବୀ ଛାତ୍ରୀଙ୍କୁ ସହାୟତା ନିବେଦନ , ଆପଣ ମାନଙ୍କ ଗୋଟିଏ ସେୟାର ଏହି କୁନି ଭଉଣୀ ର ଜୀବନ ବଞ୍ଚାଇ ପାରିବ

0
ବିଧିର ବିଧାନ କେ କରିବ ଆନ,,,ଆମେ ସମସ୍ତେ ସମୟର ଦାଶ । କିଏ ଜାଣେ ଜୀବନରେ କଣ ଘଟିବ । ଆଇ.ଏ.ଏସ୍ ପାଇଁ ନିଜକୁ ପ୍ରସ୍ତୁତି କରୁଥିବା ଝିଅଟି ଆଜି ଶଯ୍ୟାଶାୟୀ । ଜୀବନ ମରଣର ଘଡସନ୍ଧି ମୁହୁର୍ତରେ ମୃତ୍ୟୁକୁ ପରାଜିତ କରିବା ପାଈଁ ବାରମ୍ବାର ସଂଘର୍ଷ କରିଚାଲିଛି । ପ୍ରିୟଙ୍କା ପଟ୍ଟନାୟକ, ପିତା ମନୋଜ ପଟ୍ଟନାୟକ, ଗ୍ରା- ଇଶ୍ବରପୁର, ବାଲିକୁଦା ଜି- ଜଗତସିଂହପୁର । ବାଲିକୁଦା ମହାବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ ।
ବାପା ମନୋଜ ପଟ୍ଟନାୟକ ଦି୍ଲ୍ଲୀର ଏକ ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟରତ । ପ୍ରିୟଙ୍କାକୁ ହଠାତ୍ ଲକଡାଉନ୍ ରେ ଆରମ୍ଭ ହୁଏ ଜ୍ବର, ଜ୍ବରରୁ ଅବସ୍ଥା ଏତେ ସାଂଘାତିକ ହୁଏ ଯେ ଦିନକୁ ଦିନ ପ୍ରିୟଙ୍କା ଅସୁସ୍ଥ ହୋଇପଡେ । ଦୀର୍ଘ ଆଠମାସ ଭିତରେ (ମତିଷ୍କ ସଂକ୍ରମଣ ଜନିତ ରୋଗରେ) ପ୍ରିୟଙ୍କାର ୭ଟି ଅସ୍ତ୍ରୋପଚାର ହୋଇ ସାରିଲାଣି । ଭୁବେନେଶ୍ବର ଏମ୍ସେ ରେ ଦୀର୍ଘ ଆଠ ମାସ ହେବ ପ୍ରିୟଙ୍କା ଶଯ୍ୟାଶାୟୀ ।
ଝିଅର ଚିକିତ୍ସା ପାଇଁ ମନୋଜ ବାବୁ କାମଦାମ ଛାଡି ଝିଅ ପାଖରେ ଅଛନ୍ତି ଓ ଯାହା ଯେତିକି ଥିଲା ଖର୍ଚ କରି ନୟାନ୍ତ ହୋଇ ସାରିଲେଣି । ନିଜସ୍ବ ସଂଚିତ ଅର୍ଥ ସରିଯିବା ପରେ ଅଲିଅଳି ଝିଅ ପ୍ରିୟଙ୍କାର ଚିକିତ୍ସା ପାଇଁ ସେ ସାମାଜିକ ଗଣମାଧ୍ୟମ, ସରକାରୀ , ବେସରକାରୀ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତା ପାଇଁ ଅନେଇ ବସିଛନ୍ତି ।
ଆପଣମାନଙ୍କ ୫୦ ହେଉ କି ୧୦୦ ଟଙ୍କାର ସାହାଯ୍ୟ ଜଣେ ଅସହାୟ ବାପାଙ୍କ ପାଇଁ ଯଥେଷ୍ଟ । ସମସ୍ତେ ଆମେ ଚାହିଁଲେ ଗୋଟେ କୁନି ଭଉଣୀକୁ ବଞ୍ଚାଇ ପାରିବା । ଗୋଟିଏ ଅସହାୟ ବାପା ଆଖିର ଲୁହକୁ ପୋଛି ପାରିବା । ସମସ୍ତଙ୍କୁ ଅନୁରୋଧ ଦୟାପୂର୍ବକ ଯଥା ସମ୍ଭବ ସାହାଯ୍ୟର ହାତ ବଢାନ୍ତୁ । ଆପଣଙ୍କ ୫୦ଟଙ୍କାର ସାହାଯ୍ୟ ସେ ଭଉଣୀ ଓ ପରିବାର ପାଇଁ ଯଥେଷ୍ଟ ମୂଲ୍ୟବାନ । ଆମେ କଣ ସତରେ ଗୋଟେ ଭଉଣୀ ପାଇଁ ଗୋଟେ ଅସହାୟ ବାପା ପାଇଁ ଓ ଗୋଟେ ଦୁଃଖଦ ପରିବାର ପାଇଁ ଏତିକି କରିପାରିବାନି ?
ଆମେ କଣ ଏତେ ସ୍ବାର୍ଥପର ହୋଇପାରିବା ? ପ୍ରତ୍ୟେକଦିନ ଅକାରଣରେ ୫୦ ରୁ ୧୦୦ ଟଙ୍କା ଆମେ ଖର୍ଚ କରି ଦିଅନ୍ତି । ତେବେ କଣ ଗୋଟେ ଭଉଣୀ ପାଇଁ ଆମେ ସର୍ବନିମ୍ନ ଆମ ସାମର୍ଥ୍ୟ ମୁତାବାକ କିଛି ସାହାଯ୍ୟ କରିପାରିବାନି କି ? ଏହିପରି କେତେ ନୀରିହ ଜୀବନ ଅର୍ଥ ଅଭାବରୁ ଚାଲିଯାଉଛି । ଆମେ ଦେଖି ଚାଲିଛେ,,,ଚାଲନା ସାହାଯ୍ୟର ହାତଟିଏ ବଢାଇବା ।

ନାମ- ପ୍ରିୟଙ୍କା ପଟ୍ଟନାୟକ

ଘର- ଇଶ୍ବରପୁର, ବାଲିକୁଦା, ଜଗତସିଂହପୁର ,,  ACCOUNT NO-022501543801 ,, IFSC- ICIC 0000225

GOOGLEPAY/PHONEPAY/PAYTM- 9599512795 ,, CONTACT NUMBER- 8851520896 (ମନୋଜ ପଟ୍ଟନାୟକ)

ଟିମ୍- ସମାଜର ଦର୍ପଣ- The Mirror Of Society

Samaja Ra Darpan

Samaja Ra Darpan Help Group

Prasanta Senapati

ଯୋଗାଯୋଗ-9600168163

 

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।