Health Tips – ମାତ୍ର 7 ଦିନରେ 5 କିଲୋ ପର୍ଯ୍ୟନ୍ତ ଓଜନ କମିଯିବ, କେବଳ କରନ୍ତୁ ଏହି ଛୋଟିଆ ଉପାୟ

0

ପୁରୁଷ ହେଉ ଅବା ନାରୀ ପ୍ରତେକ ବ୍ୟକ୍ତି ନିଜକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ଆଉ ପ୍ରୟାସ କରିବା ସହିତ ଏଥିପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ମଧ୍ୟ ଗ୍ରହଣ କରନ୍ତି। ତେବେ ଆଜିର ସମୟରେ ଅନେକ ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ନିଜର ଶରୀରର ଅଧିକ ମୋଟା ପଣ ପାଇଁ ସର୍ବଦା ଚିନ୍ତିତ ରୁହନ୍ତି। ଏପରି ହେବାର କାରଣ ମଧ୍ୟ ଅନେକ ରହିଛି।

ମୋଟା ହେବା ଦ୍ବାରା ଅନେକ ସମୟରେ ଚର୍ମି ଜନିତ ରୋଗ ମାଡ଼ି ବସିବାର ସମ୍ଭାବନା ଦେଖାଯାଏ। ମେଦ ବହୁଳତା କାରଣ ପାଇଁ ଅନେକ ସମୟରେ ଲୋକେ କଲେଷ୍ଟର ଏବଂ ଚର୍ବି ଜନିତ ରୋଗରେ ପଡ଼ି ଛଟପଟ ହୁଅନ୍ତି। ତେବେ ମୋଟା ହେବାରେ କୌଣସି ଅସୁବିଧା ନାହିଁ , ମାତ୍ର ଅତ୍ୟଧିକ ହେବା ଅନେକ ରୋଗ ମାଡ଼ି ଆସିବା ସହିତ ନିଜ ପାଇଁ ମଧ୍ୟ ବୋଝ ମାଡ଼ି ଆସି।

ତେବେ ସବୁଠାରୁ ବଡ଼ କଥା ହେଲା ଆପଣ ଏହି ରୋଗରୁ ଅତି ସହଜରେ ମୁକ୍ତି ପାଇ ପାରିବେ। ଥରେ ମାତ୍ର ଏହି ଉପାୟ ଅବଲମ୍ବନ କଲେ ଆପଣ ସହଜରେ ଏହି ମୋଟା ପଣ ରୁ ମୁକ୍ତି ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହାର ସହଜ ଏବଂ ଘରୋଇ ଉପଚାର। ଯାହା ପାଳନ କରିବା ଦ୍ୱାରା ଶାରିରୀକ ମୋଟା ପଣ ଆପେ ଗୟବ ହୋଇଯାଏ

ଏହି ଘରୋଇ ଉପଚାର ପାଇଁ ଗୋଟିଏ ମାତ୍ର ସହଜ ଉପାୟ , ଯାହା ହେଲା ଆପଣଙ୍କୁ ପ୍ରଥମେ କିଛି କଳା ଜିରା ଆବଶ୍ୟକ ପଡ଼ିବ। ଏହା ଆପଣ ଜାଣିଥିବେ ଶାରିରୀକ ଅକ୍ଷମତା ପାଇଁ ଅନେକ ମାତ୍ରାରେ ସହାୟକ ହୁଏ। ତେବେ ସବୁଠାରୁ ବଡ଼ କଥା ହେଲା ଜିରା ଡାଇବେଟିସ କଣ୍ଟ୍ରୋଲ ପାଇଁ ଅନେକ ମାତ୍ରାରେ ବ୍ୟବହୃତ ହୋଇଥାଏ। ଏହାକୁ ଔଷଧ ରୂପେ ମଧ୍ୟ ଅନେକ ସମୟ ରେ ବ୍ୟବହାର କରାଯାଏ।

ତେବେ ପ୍ରଥମେ ଆପଣ ଏହି ଜିରା କୁ ଆଣି ଏକ ଗ୍ଲାସ ପାଣି ରେ ରଖି ଏହାକୁ ମିଶାଇ ଖାଇବା କୁ ପଡ଼ିବ। ଆଉ ସକାଳେ ଯେଉଁ ମାନେ ଏହି ଜିରା ପାଣି ପାନ କରନ୍ତି ତେବେ ଏପରି ସମସ୍ୟା ଆଉ ଦେଖାଯିବ ନାହିଁ। ଆପଣ ଆପଣ ଯଦି ପାରିବେ ଖାଦ୍ୟ ଖାଇବା ପୂର୍ବରୁ ପ୍ରାୟ ୨ ଘଣ୍ଟା ମଧ୍ୟରେ ଏହାକୁ ପିଇ ଦେବେ ଦେଖିବେ। ଆଉ ଆପଣ ଯଦି ପାରିବେ ଏହି କଳା ଜିରା ସହିତ କିଛି ମହୁ ମିଶାଇ ଦେଇ ପାରିବେ, ଆଉ ଏପରି ପିଇବା ଦ୍ଵାରା ଅତି ସହଜରେ ପ୍ରାୟ ୪-୫ କେଜି ଆପଣଙ୍କ ଓଜନ କମିଯିବ।

ଏହି କଳାଜିରା ସହିତ ଯଦି ଦେଶୀ ମହୁ ଯାହାକି ଅତ୍ୟନ୍ତ ହୋଇଥିବା ଦରକାର, ଏହାକୁ ଠିକ୍ ରେ ଏକ ଗ୍ଲାସ୍ ସହିତ ମିଶାଇ ପିଇଲେ ଅତି ସହଜରେ ଏବଂ ଅଳ୍ପ ଦିନ ମଧ୍ୟରେ ଓଜନ କମ୍ ହୋଇଯାଏ। ଯେଉଁମାନେ ମୋଟା ବ୍ୟକ୍ତି ଅଛନ୍ତି ଏହାକୁ ନିଜେ ମଧ୍ୟ ପ୍ରସ୍ତୁତ କରିପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।