ବଡ ଘୋଷଣା ! 121 ଟଙ୍କା ରେ ହେବ ଝିଅ ବାହାଘର ! ଆଜି ହିଁ ଏହି ପଲିସି କରନ୍ତୁ ଆଉ ଧୁମ୍ ଧମରେ କରନ୍ତୁ ନିଜ ଝିଅ ବାହାଘର , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଦେଶ ଓ ସମାଜ କୁ ଆଗକୁ ବଢେଇବା ପାଇଁ ପୁଅ ଓ ଝିଅ ଙ୍କୁ ବିବାହ କରିବାକୁ ପଡି ଥାଏ। ତେବେ ଏହା ସେମାନ ଙ୍କ ପାଇଁ ବହୁତ ସୁନ୍ଦର ଦିନ ହୋଇ ଥାଏ। ତେବେ ଏହି ଦିନ ରେ ସମସ୍ତେ ବହୁତ ଖୁସି ରୁହନ୍ତି।ସମସ୍ତେ ବହୁତ ମଜା ମସ୍ତି ମଧ୍ୟ କରନ୍ତି। ସଜ ହବା,ଖାଇବା,ନାଚିବା ଆଦି ବହୁତ କିଛି କରନ୍ତି। ତେବେ ଆମ ଦେଶ ରେ ହେଉ ଥିବା ବାହାଘର ରେ ବହୁତ ସୁନ୍ଦର ରୀତି ନୀତି ରହିଛି,ଯାହା ସବୁ ଠୁ ସୁନ୍ଦର।

ତେବେ ବିଭିନ ସ୍ଥାନ ରେ ବିଭିନ୍ନ ପ୍ରକାର ନିୟମ ରହିଛି। ତା ସହ ଆମ ଦେଶ ର ବାହାଘର ୪ କିମ୍ବା ୫ ଦିନ ଧରି ହୋଇ ଥାଏ, ଅନେକ ଲୋକ ଆସନ୍ତି ବାହାଘର ରେ । ତେବେ ଏଥି ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି, ସବୁ ବହୁତ ଖୁସି ହୁଅନ୍ତି।ଗରିବ ଲୋକମାନେ ମଧ୍ୟ ବହୁତ ଦୁଃଖ କଷ୍ଟ ରେ ନିଜ ପିଲାଙ୍କ ବିବାହ କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାଉଥିରେ ଆପଣ ଧୁମଧାମରେ ବିବାହ କରି ପାରିବେ।

ଘରେ ଝିଅ ଜନ୍ମ ହେଲା ମାତ୍ରେ ଝିଅର ଉଜ୍ୱଳ ଭବିଷ୍ୟତ କଥା ବାପା ମା’ ମନରେ ଚିନ୍ତା କରନ୍ତି । ଏଥିପାଇଁ ଭଲ ଇନଭେଷ୍ଟମେଣ୍ଟ ପଲିସି ମଧ୍ୟ ନେବାକୁ ପ୍ଲାନିଙ୍ଗ୍ କରନ୍ତି । ଆଜି ଆମେ ଏଲଆଇସିର ଏଭଳି ଏକ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାକୁ ଏଲଆଇସି କେବଳ ଝିଅ ବିବାହ କରିବା ପାଇଁ ହିଁ ହୋଇଛି । ଏଲଆଇସି ତରଫରୁ ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ରିମିୟମରେ ଏହି ପ୍ଲାନ୍ ଆପଣଙ୍କୁ ମିଳିପାରେ । କିନ୍ତୁ ଯଦି ଆପଣ କମ୍ କିମ୍ବା ଅଧିକ ପ୍ରିମିୟମ୍ କରିବାକୁ ଚାହାଁନ୍ତି ତେବେ ମଧ୍ୟ କରିପାରିବେ ।

ଯଦି ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ଆପଣଙ୍କୁ ମିଳିବ । ଆଉ ଯଦି ପଲିସି ଅନ୍ତ ହେବା ପୂର୍ବରୁ ଆପଣଙ୍କ ମୃତ୍ୟୁ ଘଟିଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ବି ଦିଆଯିବ । ଏହାଛଡା ୨୫ ବର୍ଷ ସମ୍ପୁର୍ଣ୍ଣ ହେବା ପରେ ପଲିସିର ନୋମିନିକୁ ୨୭ ଲକ୍ଷ ଟଙ୍କା ମିଳିବ ।

*କେଉଁ ବୟସରେ ମିଳିବ ଏହି ପଲିସି :

ଏହି ପଲିସି ନେବା ପାଇଁ ନ୍ୟୁନତମ ବୟସ ୩୦ ହେବା ଦରକାର ଏବଂ କନ୍ୟା ବୟସ ୧ ବର୍ଷ ହେବା ଆବଶ୍ୟକ । ଏହି ପଲିସି ରେ ଆପଣ ନିଜର ଆଧାର କାର୍ଡ, ଆୟ ପ୍ରମାଣ ପତ୍ର, ପରିଚୟ ପତ୍ର, ଆଡ୍ରେସ୍ ପ୍ରୁଫ୍ ଓ ପାସପୋର୍ଟ ସାଇଜ ଫଟୋ ଡକୁମେଣ୍ଟ ହିସାବ ରେ ଦାଖଲ କରିବେ । ଏହି ପ୍ଲାନ୍ ୨୫ ବର୍ଷରେ ମିଳୁଥିବା ବେଳେ ପ୍ରିମିୟମ୍ ୨୨ ବର୍ଷ ଦେବାକୁ ପଡିବ ।ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସିକ ୩୬୦୦ ଟଙ୍କା ଦେବାକୁ ହେବ ।

 

ମଝିରେ ଯଦି ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବା ପାଇଁ ପଡିବ ନାହିଁ,ଝିଅକୁ ପଲିସିର ଅନ୍ୟ ବର୍ଷରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।ପଲିସି ସମ୍ପୁର୍ଣ୍ଣ ହେବା ପରେ ନୋମିନିକୁ ମିଳିବ ୨୭ ଲକ୍ଷ ଟଙ୍କା ।ଏହି ପଲିସି କମ୍ କିମ୍ବା ଅଧିକ ପ୍ରିମିୟମର ମଧ୍ୟ ନେଇହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।