ସୀମାରୁ ଫେରିଲା ସାହସୀ ପୁଅ , ସ୍ନେହ ଭରା ସ୍ୱାଗତ କଲା ମାଟି ମା ! ଯବାନଙ୍କ ପାଦରେ ଧୂଳିଲାଗିବନି ବୋଲି ପାପୁଲିରେ ପାଛୋଟି ନେଲେ ଗାଁ ଲୋକ ! ଏହି ଯବାନ ଙ୍କ କାହାଣୀ ଶୁଣିଲେ ଆଖିରୁ ଲୁହ ଆସିଯିବ….

0

ଦେଶର ଆମେ ମାନେ ସମସ୍ତେ ଯେଉଁ ପରି ଭାବରେ ଶାନ୍ତି ରେ ଏବଂ ସୁରକ୍ଷିତ ହେଉଛି ଏବଂ ଆମକୁ କାହାକୁ ଡର ନାହିଁ କି ଭୟ ନାହିଁ, ତାହା କେବଳ ଗୋଟିଏ ଲୋକ ମାନଙ୍କ ପାଇଁ ,ସେମାନେ ହେଉଛନ୍ତି ଆମ ଦେଶର ସୈନିକ। କେବଳ ସେହି ମାନଙ୍କ ପାଇଁ ହିଁ ଆମେ ମାନେ ଆମ ଘରେ ଏତେ ସୁରକ୍ଷିତ ରେ ରହିପାରୁଛି। ସେମାନେ ଆମ ଦେଶର ସୀମାରେ ଆମ ଦେଶ ପାଇଁ ଦିନ ରାତି ଜଗିଥାଆନ୍ତି,

ସେଥିପାଇଁ ଆମେ ମାନେ ନିର୍ଭୟ ରେ ରାତି ରେ ଶୋଇ ପାରିଥାଉ। ସୈନିକ ମାନେ ସତରେ ହେଉଛନ୍ତି ରିଏଲ୍ ହିରୋ, ଆମେ ମାନେ ଫିଲ୍ମ ରେ ତ ଦେଖିଥିବା ଯେଉଁମାନେ କି ଫାଇଟିଙ୍ଗ୍ କରିଥାଆନ୍ତି, ହେଲେ ଏମାନେ ହେଉଛନ୍ତି ଯିଏ କି ରିଏଲ୍ ହିରୋ ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ସେମାନେ ନିଜ ଜୀବନକୁ ବି ବାଜି ରେ ଲଗାଇ ଦେଇଥାନ୍ତି। ଦେଶ ପାଇଁ ଜୀବନ ଦେବାକୁ ପଡିଲେ ବି ସେମାନେ ପଛ ଘୁଞ୍ଚା ଦେଇ ନଥାଆନ୍ତି।

ନିଜ ମାଟି ମାଆ ପାଇଁ ବୀର ଜବାନ ଙ୍କ ଭଲ ପାଇବା ଅଗାଧ। ଯେଉଁ ମାନେ ନିଜର ଜୀବନ କୁ ବାଜି ଲଗାଇ ଦେଶ ଏ ସୁରକ୍ଷା ଦେଉଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୀର ଜବାନ ଙ୍କ ବିଷବସ୍ତୁକୁ ରେ ଜଣାଇବୁ ଯାହାଙ୍କ ପାଇଁ ତାଙ୍କ ମାଟି ଆଜି ଗର୍ବିତ। ଜବାନ ଜଣକ ଜୀବନ ର ଅଧା ସମୟ ଦେଶ ର ସୁରକ୍ଷା ରେ କଟାଇଥିଲେ। ଅବସର ପରେ ଗାଁ କୁ ଫେରିଛନ୍ତି। ଏଥି ପାଇଁ ଗାଁ ଲୋକ ମାନେ ବହୁତ ଗର୍ବିତ ଅନୁଭବ କରୁଥିଲେ।

କାରଣ ସେ ଏତେ ବର୍ଷ ଯାଏ ସେ ଭାରତ ପାଇଁ ସେବା କରୁଥିଲେ। ଅନେକ ଯବାନ ମାନେ ମାଟି ମାଆ ର ସେବା କରି ନିଜର ପ୍ରାଣ ତ୍ୟାଗ ମଧ୍ୟ କରିଛନ୍ତି ଶତ୍ରୁ ର ଗୁଳି ରେ ସହିଦ ହୋଇଛନ୍ତି ତେବେ ଏପରି କ୍ଷେତ୍ରରେ ଏହି ଜବାନ ସୁରକ୍ଷିତ ଅବସ୍ଥା ରେ ଘରକୁ ଫେରିଛନ୍ତି। ତେବେ ସୀମା ରୁ ଫେରି ଜବାନ ଙ୍କୁ ସ୍ଵାଗତ କରିଥିଲା ତାଙ୍କ ଜନ୍ମ ମାଟି। ତାଙ୍କ ପାଦ ରେ ଧୂଳି ଲାଗିବନି ବୋଲି ପାପୁଲି ରେ ପାଛୋଟି ନେଲେ ଗାଁ ଲୋକ।

ଅବସର ପରେ ଜବାନ ଜଣଙ୍କ ଗାଁ କୁ ଫେରିଲା ପରେ ଗାଁ ଲୋକ ଏମିତି ନିଆରା ସମ୍ମାନ ଦେଖାଇଥିଲେ। ଦିନରାତି ନିଜ ଜୀବନ କୁ ବାଜି ରେ ଲଗାଇ ସୁରକ୍ଷା ଦେଇଥିବା ଆମ ସିପାହୀ ଯେତେବେଳେ ଗ୍ରାମ ରେ ପହଞ୍ଚିଲେ ବୀର ପୁତ୍ର ପାଦକୁ ତଳେ ଲଗାଇବା ପାଇଁ ଦେଇ ନଥିଲେ। ଲୋକ ଙ୍କ ପାପୁଲି ରେ ପାଦ ଥୋଇ ଥୋଇ ମନ୍ଦିର କୁ ଯାଇଥିଲେ ବୀର ବାହାଦୁର ସିଂ। ମଧ୍ୟପ୍ରଦେଶ ର ନେବୁର ଜିଲ୍ଲା ର ଜିରାଙ୍ଗ ଗ୍ରାମ ରେ ତାଙ୍କ ଜନ୍ମ।୧୭ ବର୍ଷ ୨୬ ଦିନ ସୀମା ରେ ଭାରତ ସେବା କରିଥିଲେ।

୨୦୦୪ ଜାନୁଆରୀ ୩ ତାରିଖ ରେ ଭାରତୀୟ ସେନା ରେ ଯୋଗ ଦେଇ ଥିଲେ ବିଜୟ। ପର୍ଯ୍ୟାୟ କ୍ରମେ ଜମ୍ମୁ କାଶ୍ମୀର, କର୍ଗିଲ୍, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜୟପୁର ଓ ବିକନେ ରେ ପୋଷ୍ଟିଂ ଦିଆ ଯାଇଥିଲା।୧୭ ବର୍ଷ ଧରି ଭାରତ ର ସେବା କରି ଗ୍ରାମ କୁ ଫେରିଥିଲେ। ଆଗକୁ ମଧ୍ୟ ସେ ନିଜ ଜୀବନ କୁ ଦେଶ ସେବାରେ ଲଗାଇବେ ଓ ଗ୍ରାମ ର ଅନ୍ୟ ଯୁବକ ମାନଙ୍କୁ ସେନା ରେ ଯୋଗ ଦେବା ପାଇଁ ତାଲିମ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।