ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା CHILD ACTOR ମାନେ କେତେ ଟଙ୍କା ଦରମା ପାଆନ୍ତି ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଉଠିବେ।

0

ଅନେକ ଛୋଟ ଛୋଟ କଳାକାର ଆଜି କାଲି ଓଡ଼ିଆ ସିରିଏଲ ଏବଂ ଫିଲ୍ମ ରେ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲେ। ତାଙ୍କର ଏହି ସୁନ୍ଦର ଅଭିନୟ ଦ୍ୱାରା ମନରଞ୍ଜନ ଦୁନିଆ ଏବେ ଆହୁରି ଚମକି ଉଠୁଛି। ଏହି କୁନି କୁନି ପୁଅ ଏବଂ ଝିଅ କଳାକାର ମାନେ କେତେକ ସିରିଏଲ ରେ ମଧ୍ୟ ଲିଡ଼ ଚରିତ୍ର ରୂପ ନେଇ କାମ କରି ଚାଲିଛନ୍ତି। ତେବେ ଏମାନଙ୍କ ର ମଧ୍ୟ ଗୋଟିଏ ଦିନ ର ପାରିଶ୍ରମିକ ଯାହା ଆପଣ କେବେ ଜାଣି ନଥିବେ। ତେବେ ଆଜି କଥା ଆମେ ଆପଣଙ୍କୁ ଜଣାଇ ଦେବୁ।

ଏହି କୁନି କୁନି କଳାକାର ମାନେ ଯେତିକି କେମେଡି ଏବଂ ଇମସନ ନେଇ ନିଜ ଚରିତ୍ର କୁ ଲିଭାଉଛନ୍ତି ତାହା ଥରେ ଦେଖିଲେ ଆପଣଙ୍କ ମନ ଆହୁରି ଦେଖିବାକୁ ଇଚ୍ଛା ହେବ।
ତେବେ ଆସନ୍ତୁ ଜାଣିବା ଏହି କୁନି କୁନି କଳାକାର ମାନେ କେତେ ପାରିଶ୍ରମିକ ଗୋଟିଏ ଦିନ ସୁଟିଂ ପାଇଁ ନେଇଥାନ୍ତି।


ଏହି ଲିଷ୍ଟ ରେ ପ୍ରଥମେ ଆସନ୍ତି ‘ତାରିଣୀ’  – ର ଶିଶୁ କଳାକାର। ଯାହାଙ୍କର ଅଭିନୟ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲା। ତେବେ ଏହି ଧାରାବାହିକ ଅନେକ ମାତ୍ରା ରେ ତାଙ୍କର ଅଭିନୟ ପାଇଁ ଝଲସି ଉଠି ଥିଲା। ତେବେ ସେ ତାଙ୍କ ଅଭିନୟ ପାଇଁ ଦିନକୁ ୧୨୦୦୦ ଟଙ୍କା ପାରିଶ୍ରମିକ ନେଉଥିଲେ।


ଦ୍ଵିତୀୟ ରେ ଆସନ୍ତି ‘ରାନୀ’ । ଯିଏକି ନିଜ ଅଭିନୟ ଦ୍ୱାରା ଏହି ସିରିଏଲ କୁ ଅନେକ ମାତ୍ରାରେ ଲୋକ ପ୍ରିୟ କରିପାରିଥିଲେ। ତେବେ ସେ ନିଜ ଗୋଟିଏ ଦିନର ପାରିଶ୍ରମିକ ବାବଦକୁ ସେହିପରି ୧୨୦୦୦ ଟଙ୍କା ନେଇଥାନ୍ତି।

ତୃତୀୟ ରେ ଆସନ୍ତି ରାଜୁ। ଯିଏ ‘ତୁ ମୋ ଜୀବନ ସାଥି’ ରେ କାମ କରିଥାନ୍ତି। ତାଙ୍କର ସେହିପରି ଗୋଟିଏ ଏପିସଡ଼ ପାଇଁ ପାରିଶ୍ରମିକ ହେଲା ୧୦,୦୦୦ଟଙ୍କା ।

ଚତୁର୍ଥ ରେ ଆସନ୍ତି ଅନିମେଶ ଘୋଷ।ଯିଏ ଓଡ଼ିଆ ରେ ଥିବା ଅନେକ ସିନେମା ରେ ମଧ୍ୟ କାମ କରୁଥିବାର ଦେଖିବାକୁ ମିଳେ। ତେବେ ତାଙ୍କର ଏହି ଅଭିନୟ ପାଇଁ ତାଙ୍କର ପାରିଶ୍ରମିକ ହେଲା ଗୋଟିଏ ଫିଲ୍ମ ପିଛା ୨୫,୦୦୦ ଟଙ୍କା।

ପଞ୍ଚମ ରେ ସେହିପରି କୁନି କଳାକାର ଆସନ୍ତି ‘ପରି’। ପରି ମଧ୍ୟ ଜଣେ ଶ୍ରେଷ୍ଠ କୁନି କଳାକାର। ସେ ମଧ୍ୟ ନିଜ ଏପିସଡ଼ ପିଛା ନେଇଥାନ୍ତି ୮,୦୦୦ ଟଙ୍କା। ତେବେ ତାଙ୍କୁ ସମସ୍ତେ ଦେଖିଥିବେ ସୁନ୍ଦର ଅଭିନୟ ପ୍ରଦର୍ଶନ କରୁଥିବାର।


ଷଷ୍ଠ ରେ ଆସନ୍ତି ‘ମାନି’ । ସେ ମଧ୍ୟ ଏକ ସୁନ୍ଦର କଳାକାର। ତାଙ୍କର ଅଭିନୟ ମାଧ୍ୟମରେ ସେ ଅନେକ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି। ତାଙ୍କର ଦିନିକିଆ ପାରିଶ୍ରମିକ ହେଲା ୭,୦୦୦ ଟଙ୍କା।


ସପ୍ତମ ରେ ଆସନ୍ତି ଶିଶୁ କଳାକାର ଯାହାଙ୍କର ନାମ ରହିଛି ବିଜୟ ଏବଂ ଶ୍ରୁତି। ଯେଉଁମାନେ ନିଜ ଅଭିନୟ ସ୍ଦ୍ୱାରା ଦର୍ଶକ ମାନଙ୍କୁ ଅଧିକ ହସେଇ ପାରନ୍ତି। ତେବେ ସେମାନଙ୍କ ଗୋଟିଏ ଏପିସଡ଼ ପିଛା ପାରିଶ୍ରମିକ ହେଲା ୬,୦୦୦ ଟଙ୍କା।


ଅଷ୍ଟମ ର୍ବ ଆସନ୍ତି ଚିଣ୍ଟୁ। ଯିଏ କି ‘ସମ୍ପର୍କ ହୃଦୟ’ ସିରିଏଲ ରେ କାମ କରିଥିବାର ଦେଖିବାକୁ ମିଳୁଥିଲେ। ସେ ଏକ ରିଆଲିଟି ଶୋ ମାଧ୍ୟମରେ ଆସିଥିଲେ। ତାଙ୍କର ଏପିସଡ଼ ପିଛା ପାରିଶ୍ରମିକ ହେଲା ୪,୦୦୦ ଟଙ୍କା।

ଆଜିର ଶେଷ ଲିଷ୍ଟ ଅଛନ୍ତି ବିର। ଯିଏ ‘ତାରା ତାରିଣୀ’ ରେ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ମିଳନ୍ତି। ତାଙ୍କର ଗୋଟିଏ ଏପିସଡ଼ ସୁଟିଂ ପାଇଁ ସେ ମଧ୍ୟ ୪୦୦୦ ଟଙ୍କା ନେଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।