ଏଣିକି ନୂଆ ନିୟମ ! ବିବାହ ଭୋଜି ଖାଇବାକୁ ହେଲେ ଆଣିବାକୁ ହେବ ଆଧାର କାର୍ଡ , ଆସନ୍ତୁ ଜାଣିବା ନୂଆ ନିୟମ ସମ୍ପର୍କରେ ଓ ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ….

0

ସରକାର ବହୁତ ପ୍ରକାର ନିୟମ ବନେଇଛନ୍ତି,ଯାହା କି ସବୁ ଜନ ଜାତି ପାଇଁ ନିହାତି ଆବଶ୍ୟକୀୟ ।ସମସ୍ତଙ୍କ ପରିଚୟ ସରକାର ପାଖରେ ସଠିକ ଭାବରେ ପଞ୍ଜିକରଣ ହୋଇ ରହିବ ପାଇଁ ସରକାର ଏମିତି ସବୁ ନିୟମ ମାନ କରୁଛନ୍ତି। ଯାହା ଫଳ ରେ ସମସ୍ତଙ୍କର ପରିଚୟ ସହ ନିଜର ମୋବାଇଲ ନମ୍ୱର୍ ,ଘର ଠିକଣା ,ବାପା,ମାଆ ଆଉ ନିଜର ସମସ୍ତ ବାୟଡାଟା ମଧ୍ୟ ଏହି ସବୁ ପରିଚୟ ପତ୍ର ରୁ ପାଇ ପାରିବୁ ।

ସରକାର ଙ୍କ ନିୟମ ଅନୁଯାଇ ସମସ୍ତ ଜନ୍ମ ଛଅ ବର୍ଷ ଠାରୁ ଶିଶୁ ଙ୍କ ଥୁ ଆରମ୍ଭ କରି ବଡ଼ ଲୋକ ପଯ୍ୟନ୍ତ ସମସ୍ତେ ନିଜର ନାମରେ ଆଧାର କାର୍ଡ କରିବେ ଏବଂ ଏହା ମଧ୍ୟ କାର୍ଯ୍ୟ କରି ହଉଚି । ଏଇ ଆଧାର କାର୍ଡ ହଉଚି ନିଜ ପରିଚୟର ଗୋଟିଏ ସୂଚକ ।ସେମିତି ଭାବରେ ସରକାର ଆହୁରି ବହୁତ୍ କିଛି ନୂଆ ନିୟମ କରୁଛନ୍ତି ଯେମିତି ନିଜର ପାନ୍ କାର୍ଡ ସହ ଭୋଟର କାର୍ଡ,ଆହୁରି ବହୁତ୍ କିଛି ବନେଇବା ପାଇଁ

ସେହିପରି ଆଧାର କାର୍ଡ ରେ ନିଜ ନାମ,ବୟସ ,ଘର ଠିକଣା,ପିତା ନାମ ,ମାତା ଙ୍କ ନାମ ,ସ୍ବାମୀ ନାମ ଆଦି ରହୁଚି।ସେହି ପରି ଭାବରେ ସରକାର ଏକ ଅନନ୍ୟ ନିୟମ କରିଛନ୍ତି କି ଆମର ଯଉ ବିବାହ ସମୟରେ ବର ଆଉ ବଢ଼ୁ ଥାଆନ୍ତି ସେମାନଙ୍କ ପାଇଁ ଗୋଟେ ଅନନ୍ୟ ନିୟମ ।ସେ ନିୟମ ଟି ହଉଚି ବର ଆଉ ବଧୂ ଉଭୟ ବିବାହ ପୂର୍ବରୁ ନିଜର ଆଧାର କାର୍ଡ ଲିଙ୍କ କରିବେ ।

ସରକାର ଙ୍କ ର ସମସ୍ତ ନିୟମ ପଛରେ କିଛି ନ କିଛି ମହତ୍ତ୍ଵ ପୂର୍ଣ୍ଣ ଆକାଂକ୍ଷା ରହିଛି ।ଏ ନିୟମ କରିବା ପଛରେ ମଧ୍ୟ କିଛି ନା କିଛି ମହତ୍ତ୍ଵ ପୂର୍ଣ୍ଣ କଥା ଟି ଥିବ।କଣ ରହିଛି ୟା ପଛରେ ରହସ୍ୟ ?କଣ ସରକାର ଙ୍କ ର ଏମିତି କରିବା ପଛରେ କିଛି ନୂଆ କାରଣ ରହିଛି କି ?ଚାଲନ୍ତୁ ୟା ବିଷୟରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ।

ତେବେ ଖବର ଟି ହେଉଛି କି, ବିବାହ ଭୋଜି ଖାଇବାକୁ ହେଲେ ସ୍ବତନ୍ତ୍ର ଆଧାର କାର୍ଡ ଆବଶ୍ୟକ ! ଆଉ ଏହି କାର୍ଡ ବିନା ବିବାହ ଭୋଜିରୁ ବଞ୍ଚିତ ହୋଇ ପାରନ୍ତି ଆପଣ । ତେବେ ଏମିତି ନିଆରା ଫୁଡ ମେନ୍ୟୁ କାର୍ଡ ପାଇଁ ନବବିବାହିତ ଦମ୍ପତି ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ।ପ୍ରକୃତରେ ଏହି ଫୁଡ୍‌ ମେନ୍ୟୁ କାର୍ଡ ଟି ଦେଖିବା ପାଇଁ ଅବିକଳ ‘ଆଧାର କାର୍ଡ’ ଭଳି ହୋଇଥିବା ବେଳେ ଅତିଥି ଦେଖି ଛାନିଆ ।

ସତେ ଯେପରି ଆଧାର କାର୍ଡ ବିନା ଭୋଜି ଖାଇବା ମନା । ତେବେ ଆସନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ ।ତେବେ ବର୍ତ୍ତମାନ ସମୟରେ ଯୁଗ ବଦଳିବା ସହିତ ଲୋକଙ୍କର ଚିନ୍ତାଧାରା ମଧ୍ୟ ବଦଳୁଛି ଏବଂ ବିଭିନ୍ନ ବିବାହ ର ଆୟୋଜନର ମାଧ୍ୟମ ତଥା ପ୍ରକ୍ରିୟା ବି ବଦଳୁଛି,

ଆଉ ଏହି ସମୟରେ ବିଭିନ୍ନ ବାହା ଘର ସ୍ବତନ୍ତ୍ର ଉପାୟରେ ଆୟୋଜିତ ହେଉଛି ।ଯଦି ଆମେ କିଛି ଉଦାହରଣ ନେବା, ଯେମିତି କେହି କେହି ନିଜର ନିମନ୍ତ୍ରଣ ପତ୍ର ପାଇଁ ଚର୍ଚ୍ଚାକୁ ଆସୁଥିବା ବେଳେ କେହି କେହି ନିଜ ବିବାହ ଭୋଜି ବୁଲା କୁକୁରଙ୍କୁ ଦେଇ ଚର୍ଚ୍ଚାକୁ ଆସୁଛନ୍ତି । ଠିକ୍ ସେମିତି ପଶ୍ଚିମବଙ୍ଗର ଏହି ଦମ୍ପତି ନିଜ ବିବାହାର ମେନ୍ୟୁ କାର୍ଡ ପାଇଁ ଏବେ ସୋସିଆଲ ମିଡିଆ ତଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।