Ajira Anuchinta – ସ୍ତ୍ରୀ ମାନେ ନିଜର ଏହି ୫ ଟି ଜିନିଷ କୁ ଏବେ ହିଁ ଘରୁ ବାହାର କରିଦିଅନ୍ତୁ ନଚେତ୍ ପସ୍ତେଇବେ

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ । ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।

କିନ୍ତୁ ଏକଥା ମଧ୍ୟ ସତ କି ମହିଳା ମାନଙ୍କୁ ତାଙ୍କ ପରିବାର ଓ ସ୍ୱାମୀ ଙ୍କର ଶୁଭ କାମନା ପାଇଁ ସମାଜରେ ତଥା ଆମ ଶାସ୍ତ୍ର ଅନୁସାରେ ଅନେକ ରୀତିନୀତି କୁ ମାନିବାକୁ ହୋଇଥାଏ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ମହିଳା ମାନେ ଭୁଲ ରେ ବି ତାଙ୍କର କେଉଁ କେଉଁ ଜିନିଷ କେବେବି ଅନ୍ୟ କାହାକୁ ଦେବା ଉଚିତ ନୁହେଁ ବା ଅନ୍ୟକୁ ଦେବା ଦ୍ଵାରା ଘରେ ଅଶୁଭ ତଥା ଦାରିଦ୍ର୍ୟତା ର ପ୍ରଵେଶ ହୋଇଥାଏ।

୧.ବିବାହିତ ମହିଳା ମାନେ କେବେ ବି ଘରେ ଛିଣ୍ଡା କପଡ଼ା ବା ଅତି ପୁରୁଣା ଲୁଗା ବ୍ୟବହାର କରନ୍ତୁ ନାହିଁ ବା ଏହାକୁ ଘର ମଧ୍ୟରେ ରଖନ୍ତୁ ନାହିଁ ।ଏହା ଘରେ ରହିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରଧିତ ହୋଇଥାନ୍ତି ।ଏବଂ ଘରେ ଅଭାବ ଅନଟନ ଦେଖାଯାଇଥାଏ।

୨.ଜଣେ ବିବାହିତ ମହିଳା ଭୁଲ ରେ ବି ଅନ୍ୟ କେହି ବି ମହିଳା ଙ୍କର କୌଣସି ଜିନିଷ ଆଣି ନିଜ ଘରେ ବା ବେଡ଼ ରୁମ ରେ ରଖିବା ଅନୁଚିତ ଅଟେ ।କାରଣ ଏହା ବିଷୟରେ ଅନ୍ୟ କେହି ଜାଣିଲେ ଆପଣଙ୍କ ର ଉଭୟ ମାନ ଓ ଧନ କ୍ଷତି ହୋଇଥାଏ।

୩.ମହିଳା ମାନେ କେଶ କୁଣ୍ଡେଇ ବା ସମୟରେ ବାହାରିଥିବା ଅଡୁଆ କେଶ କୁ ଘରେ ରଖିବା ଉଚିତ ହୋଇନଥାଏ। ଏହାକୁ ଘରେ ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ଖରାପ ଦୃଷ୍ଟି ଘର ଉପୀ ପଡିଥାଏ। ଆଉ ଘରର ଅମଙ୍ଗଲ ହୋଇଥାଏ ।

୪.ବିବାହିତ ମହିଳା ମାନଙ୍କ ପାଇଁ ତାଙ୍କର ଶଙ୍ଖା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏହା ସ୍ୱାମୀ ଙ୍କର ଆୟୁଷ ଓ ସଫଳତା କୁ ସମର୍ଥନ କରିଥାଏ। ତେବେ ମହିଳା ମାନେ ଭୁଲ ରେ ବି ହାତରେ ଭଙ୍ଗା କାଚ ପିନ୍ଧନ୍ତୁ ନାହିଁ। ଏହା ସ୍ୱାମୀ ଙ୍କ ପ୍ରତି ବିପଦ ଆଣିଥାଏ ।

୫.ମହିଳା ମାନେ ବହୁତ ଶୀଘ୍ର ଅନ୍ୟ ଲୋକଙ୍କ କଥାରେ ପଡିଯାଇଥାନ୍ତି ।ଖାସ କରି ବାପ ଘର ଓ ପଡୋଶୀ ଙ୍କର କଥାରେ ।କିନ୍ତୁ ଏପରି କରିବା ଉଚିତ ନୁହେଁ କାରଣ ଏପରି କରିବା ଦ୍ଵାରା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କେବେକେବେ ତାରତମ୍ୟ ଦେଖାଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।