ଆସନ୍ତୁ ଜାଣିବା ମିହିର ଦାସ ( Mihir Dash ) ଙ୍କର ସମ୍ପତି ଓ ପରିବାର ବିଷୟରେ ଲୁଚି ରହିଥିବେ କିଛି ଅଜଣା କଥା

0

ଆମେ ସବୁବେଳେ ନିଜର ମନ ରଞ୍ଜନ ପାଇଁ ଟିଭି ଜରିଆରେ ବିଭିନ୍ନ ପ୍ରୋଗ୍ରାମ ଦ୍ଵାରା ଖୁସି ହଇ ଥାଉ।ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜର ଟିକେ ଖୁସି ପାଇଁ ଟିଭି , ମୋବାଇଲ ଆଦି ଇଣ୍ଟରନେଟ ସହ ଜଡ଼ି ହଇ ରହିଥାଏ ।ଜୀବନରେ କାମ ମଧ୍ୟରେ ଟିକେ ସମୟ ବାହାର କରି ଆମେ ନିଜର ମନୋରଞ୍ଜନ କରିଥାଉ।

ହଁ ମୁଁ ଆପଣ ମାନଙ୍କୁ ସେଇ କଥା ହିଁ କହୁଛି ସେଇ ପରଦା ପଛରେ କାମ କରୁଥିବା ବିଶିଷ୍ଟ ବ୍ୟକ୍ତି ମାନେ ।ସେ ଡାଇରେକ୍ଟର ହୁଅନ୍ତୁ କି ରାଇଟର ହୁଅନ୍ତୁ କିମ୍ବା ଆମ ହିରୋ ହିରୋଇନ୍ ହୁଅନ୍ତୁ ।ଆମେ ସବୁବେଳେ ନିଜର ମନ ରଞ୍ଜନ ପାଇଁ ଟିଭି ଜରିଆରେ ବିଭିନ୍ନ ପ୍ରୋଗ୍ରାମ ଦ୍ଵାରା ଖୁସି ହଇ ଥାଉ।ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ।

ସବୁ ବେଳେ ମନ ରେ କିଛି କିଛି କଥା ଆସେ କି ସେ ହିରୋ ହୁଅନ୍ତୁ କୁ ହିରୋଇନ୍ କି କୌଣସି ପରଦା ପଛରେ କାମ କରୁଥିବା ବ୍ୟକ୍ତି ତାଙ୍କର ଘର ,ଦ୍ଵାରା ,ବାପା ,ମାଆ ,ଘର ସଦସ୍ୟ ସଂଖ୍ୟା ,ଆହୁରି ବହୁତ୍ କିଛି ଜାଣିବା ପାଇଁ ଇଚ୍ଛା ଥାଏ ।ଆପଣ ମାନେ ଆମ ସମସ୍ତେ ଆମ ଓଲିଉଡ ଜଗତର କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ।

 

ଏହି କଳାକାର ମାନେ ସେମାନଙ୍କ ଜୀବନ ଶୈଳୀ କୁ ନେଇ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆଜି ଆମେ ଏମିତି ଜଣେ ଚର୍ଚ୍ଚିତ କଳାକାର ଙ୍କ ବିଷୟରେ ଆପଣ ମାନଙ୍କୁ କହିବୁ। ବନ୍ଧୁଗଣ ସେହି କଳାକାର ଜଣକ ହେଉଛନ୍ତି ମିହିର ଦାସ । ଆପଣ ମାନେ ସମସ୍ତେ ପ୍ରାୟ ଅଧିକାଂଶ ସୁପର ହିଟ ଫିଲ୍ମରେ ମିହିର ଦାସଙ୍କୁ ଦେଖିଥିବେ ସେ ବହୁତ ସୁନ୍ଦର ଅଭିନୟ କରନ୍ତି ଓ ସେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ।

ଆପଣ ମାନେ କଣ ଜଣିଛନ୍ତି କି ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କର ସମ୍ପତି କେତେ।ତେବେ ଆସନ୍ତୁ ଜାଣିବା ମିହିର ଦାସ ଙ୍କର ସମ୍ପତି ଓ ପରିବାର ବିଷୟରେ।ବହୁତ କମ ଲୋକ ମିହିର ଦାସ ଙ୍କର ସମ୍ପତି ବିଷୟରେ ଜାଣିଥିବେ।ତେବେ ଡେରି ନ କରି ଆସନ୍ତୁ ଜାଣିବା।ଲୋକପ୍ରିୟ ଅଭିନେତା ମିହିର ଦାସ ମୟୁରଭଞ୍ଜ ଜିଲ୍ଲା ରେ ଜନ୍ମ ହୋଇଥିଲେ କିନ୍ତ ସେ କଟକ ରେ ରୁହନ୍ତି।ମିହିର ଙ୍କ ପତ୍ନୀ ଙ୍କର ନାମ ସଙ୍ଗୀତା ଦାସ।ସଙ୍ଗୀତା ଦାସ ହେଉଛନ୍ତି ଜଣେ ସିଙ୍ଗର ଓ ଅଭିନେତ୍ରୀ।ଆପଣ ମାନେ ସମସ୍ତେ ଜାଣିଥିବେ ମିହିର ଦାସ ଙ୍କ ପୁ ଅମ୍ଳାନ ଙ୍କୁ।ଅମ୍ଳାନ ମଧ୍ୟ ଜଣେ ଅଭିନେତା ସେ ଖୁବ ସୁନ୍ଦର ଅଭିନୟ କରନ୍ତି।

ଲୋକପ୍ରିୟ ଅଭିନେତା ମିହିର ଦାସ 1980 ମସିହାରେ ଓଲିଉଡ ଜଗତରେ ପାଦ ଦେଇଥିଲେ।ବର୍ତ୍ତମାନ ସୁଦ୍ଧା ଓଲିଉଡ ଜଗତରେ ମିହିର ଦାସ ଚାଳିଶ ବର୍ଷ ବିତାଇ ସାରିଲେଣି। ଆମ ଓଲିଉଡ ଜଗତରେ ମିହିର ବହୁତ ହିଟ ଫିଲ୍ମି ଗୁଡିକରେ ଅଭିନୟ କରିଛନ୍ତି।ସେ ଉଭୟ ନାୟକ ଓ ଖଳନାୟକ ରୂପରେ ମଧ୍ୟ ଅଭିନୟ କରିଛନ୍ତି। ବର୍ତ୍ତମାନ ମିହିରଙ୍କୁ 54 ବର୍ଷ ବୟସ ପୂରଣ ହୋଇସାରିଛି।ମିହିର ଦାସ ଆଜି ପର୍ଯ୍ୟନ୍ତ ସହେ ଚାଳିଶ ରୁ ସହେ ପଚାଶ ଟି ଓଲିଉଡ ଫିଲ୍ମ କରି ସାରିଛନ୍ତି,ଗୋଟିଏ ଫିଲ୍ମି କରିବା ପାଇଁ ମିହିର ଚାରି ରୁ ଛଅ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।