ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ – ହଠାତ ମାଡି ଆସିଲା ବରଫ, ହିଂମସ୍ଖଳନର ତାଣ୍ଡବ Live ଭିଡ଼ିଓ ଦେଖିଲେ ଆଖିରେ ଲୁହ ଆସିଯିବ….

0

କଣ ବିଶ୍ଵ ଧ୍ଵଂସ ପାଇବା ପାଇଁ ଆଗେଇ ଚାଲିଛି ।ଆସ୍ତେ ଆସ୍ତେ କରିକି ସମସ୍ତ ପଦାର୍ଥ ଲୋପ ପାଇବାରେ ଲାଗିଚି ।କିଛି କାରଣ ବିନା କିଛି ଭଲ ଭଲ ଲୋକ ଙ୍କର ମୃତ୍ୟୁ ଘଟୁଛି ।ଆଜି ମୋର ଏତେ ସବୁ କହିବାର କାରଣ ହଉଚି କି ଦେବ ଭୂମି ଉତ୍ତରାଖଣ୍ଡ ରେ ସାଢେ଼ ସାତ ବର୍ଷ ପରେ ପୁଣି ଦେଖିବା କୁ ମିଳିଛି ପ୍ରକୃତି ର ଗୋଟେ ମହପ୍ରକୋପ ।

ଚାମୋଲି ଜିଲ୍ଲା ରେ ଥିବା ଏକ ବରଫ ପାହାଡ଼ ହଠାତ୍ ଧସିବାରୁ ଜଳ ପ୍ରଳୟ ମାଡ଼ି ଆସିଥିଲା,ଫଳରେ ଋଷି ଗଙ୍ଗା ଆଉ ଧଉଳି ଗଙ୍ଗା ନଦୀ ରେ ଭୟା ଵହ ବନ୍ୟା ଆସିଥିଲା ।ଏହା ଦ୍ଵାରା ସେ ନଦୀ ରେ ନିର୍ମିତ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ଭାସି ଯାଇଥିବା ।ଏଥିରେ ୧୦ ଜଣଙ୍କ ର ମୃତ୍ୟୁ ଘଟି ଥିଲା ବେଳେ ୧୭୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ଉଦ୍ଧାର କାର୍ଯ୍ୟ ରେ ସେନା , ଆଇଟିବିପି, ଏନ୍ ଡି ଆର୍ ଏଫ୍ ,ଏସ ଡି ଆର୍ ଏଫ୍ ଟିମ୍ କୁ ନୀୟଜିତ କରା ଯାଇଛି ।ଏକ ଡ୍ୟାମ୍ ର ଟନେଲ୍ ରେ ଫସି ରହିଥିବା ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇଛି ।ଭଗବାନ ଙ୍କ ର ଏମିତି ଏକ ପ୍ରକୃତିର ବ୍ୟାଘାତ ସମୟରେ କେତେ ଲୋକ ଙ୍କ ର ମୃତ୍ୁ ଘଟୁଛି ତାର କଳନା ସମ୍ଭବ ନୁହଁ ।ସକାଳ ପ୍ରାୟ ୧୦ ଟା ବେଳେ ଯୋଶୀମଠ ଠାରେ ନନ୍ଦଦେବି ପାହାଡ଼ ଶୀର୍ଷ ରେ ଥିବା ବରଫ ପାହାଡ଼ର କିଛି ଅଂଶ ପ୍ରଚଣ୍ଡ ଶବ୍ଦ କରି ଭୁଶୁଡ଼ି ପଡ଼ିଥିଲା ।

ଫଳରେ ପ୍ରଳୟଙ୍କରୀ ବେଗରେ ପ୍ରଳୟ ମାଡ଼ି ଆସିଥିଲା ଯେଉଁଥିରେ ମାଟି ,କାଦୁଆ ଓ ଜଳ ମାଡ଼ି ଆସିଥିଲା ।ଏହି ଜଳ ପାହାଡ଼ ର ତଳେ ଥିବା ରେଣୀ ଗାଁ ନିକଟ ରେ ଥିବା ଋଷି ଗଙ୍ଗା ନଦୀ ରେ ମିଶିଥିଲା ।ଫଳରେ ନଦୀ ଗୁଳି ଉଠି ଥିଲା ଏବଂ ସେହି ନଦୀ ରେ ନିର୍ମାଣ ଧିନ ଏକ ଘରୋଇ ଶକ୍ତି ପ୍ରକଳ୍ପ କୁ ଭସାଇ ଦେଇଥିଲା ।ଯାହା ର ନାମ ଥିଲା ଋଷିଗଙ୍ଗା କ୍ଷୁଦ୍ର ଜଳ ବିଦୂତ୍ ପ୍ରକଳ୍ପ । ଏକ ଦୁଃଖଦ ଖବର ମିଳିଛି କି ସେଠାରେ କାମ କରୁଥିବା ୨୦ ରୁ ଅଧିକ ଲୋକ ଙ୍କ ଟେର ମିଳି ନାହିଁ ।

ଭାରତ ଓ ଚିନ କୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ ମଧ୍ୟ ବନ୍ୟା ରେ ଭାସି ଯାଇଛି ।ସୁଡ଼ଙ୍ଗ ରେ ଫସି ରହିଲେ ବହୁତ୍ ଶ୍ରମିକ ।ଏହି ସବୁ ଋଷି ଗଙ୍ଗା ରୁ ଆରମ୍ଭ ହଇ ଅଳକା ନନ୍ଦ ରେ ଶେଷ ହେଇଚି ।୨୦୧୩ ର ପ୍ରଳୟଙ୍କରୀ ବନ୍ୟା ର ପୁନରୁଦ୍ଧାର ଘଟିଛି ।ଯାହା ସନ୍ଦେହ ରୁ ଜଣା ପଡ଼ୁଛି ବରଫ ଶୃଙ୍ଗ ତରଲିବା ର କାରଣ ଜଳ ବାୟୁ ର ପରିବର୍ତନ,ଯାହା ଜଣାପଡିଛି କୁ ବିପତ୍ତି ର କାରଣ ହଉଚି ଗନ୍ତାଘର ହିମାଳୟ ।ଏତେ ସବୁ ହବା ପରେ ତପବନ ସ୍ତିତ ଟାନେଲ ର ପ୍ରବେଶ ଦ୍ଵାରା ପୋତି ହଇ ଯାଇ ଥିବା ବେଳେ ତା ଭିତରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସକାଶେ ଆମ ଦେଶ ର ଯବାନ ମାନେ ସେଠାକୁ ଯାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।