ଭଗବାନ ବିଷ୍ଣ୍ଣୁ କେଉଁଠି ବାସ କରନ୍ତି ? ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ପୁର୍ବରୁ ଆମ ଦେଶ ବିଦେଶରେ ଅନେକ ସବୁ ଘଟଣା ଘଟି ଯାଇଛି, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ସାଧାରଣ ଜ୍ଞାନ ସମ୍ପର୍କରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧:-ଅଶୋକ ଚକ୍ରରେ କେତୋଟି ଅର ରହିଛି ?
ଉତ୍ତର:-24 ଟି

୨:- ଭାରତରେ ସବୁଠାରୁ ଶସ୍ତା ପେଟ୍ରୋଲ କେଉଁ ରାଜ୍ୟରେ ମିଳେ?
ଉତ୍ତର:- ଗୋଆ

୩:- ସିଂହ ମୁହଁରେ କେତୋଟି ଦାନ୍ତ ଥାଏ?
ଉତ୍ତର:- ୨୬ ଟି ଦାନ୍ତ

୪:-ଲିପ୍ସଟିକ କୁ ହିନ୍ଦୀରେ କଣ କୁହା ଯାଏ?
ଉତ୍ତର:- ସୁର୍ଖି

୫:- ଦୁନିଆରେ ସବୁଠାରୁ ଅଧିକ ଘୁଷୁରୀ ପାଳନ କରୁ ଥିବା ଦେଶ କିଏ?
ଉତ୍ତର:- ଚୀନ

୬) କେଉଁ ଜୀବ ୧୦୦ ଟି ଶବ୍ଦ କରେ ?
ଉତ୍ତର :- ବିରାଡ଼ି

୭) କେଉଁ ଜୀବ ପାଟି ରେ ଚାଲେ ?
ଉତ୍ତର  -ଗେଣ୍ଡା

୮) କେଉଁ ଜୀବ ର ରକ୍ତ ନୀଳ ଅଟେ ?
ଉତ୍ତର :- ଝୀଂଟିକା

୯) ବିଶ୍ୱ ରେ କେଉଁ ଦେଶ ରେ ଦୁଇ ମୁଣ୍ଡିଆ କଇଁଛ ଅଧିକ ଦେଖା ଯାଏ ?
ଉତ୍ତର :- ଆମେରିକା

୧୦) କେଉଁ ଦେଶ ରେ ସ୍ତ୍ରୀ ଲୋକ ମାନଂକର ନିଶ ଓ ଦାଢ଼ି ଉଠି ଥାଏ?

ଉତ୍ତର :- ଇଥିଓପିଆ

11) ଭଗବାନ ବିଷ୍ଣ୍ଣୁ କେଉଁଠି ବାସ କରନ୍ତି ?

ଉତ୍ତର – ବୈକୁଣ୍ଠରେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।