ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଅଭିନେତ୍ରୀ ଏଲିନା ନୂଆ ରୂପ ଏହା ପଛର ସତ୍ୟତା ଜାଣିଲେ ଚମକି ଉଠିବେ

0

ଆମ ଓଡ଼ିଆ ସିନେମା ତଥା ଟିଭି ସୋ ର ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ନିଜର ରୂପ ଓ ବେଶ ପୋଷାକ କୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ଜୀବନ ପାଇଁ ମଧ୍ୟ ବହୁତ ଚର୍ଚ୍ଚା ରେ ରହିଥାନ୍ତି ।ତେବେ ଭାବନ୍ତୁ ଯଦି ଜଣେ ଅଭିନେତ୍ରୀ ସେହି ଟିଭି ର ରିଆଲିଟି ସୋ ମାଧ୍ୟମରେ ନିଜର ଜୀବନ ସାଥି କୁ ଚୟନ କରି ବିବାହ କରନ୍ତି ତ ସେ କେତେ ଚର୍ଚ୍ଚା ରେ ରାହୁଥିବେ । ତେବେ ଆମେ ଆଜି ଏମିତି ଜଣେ ଅଲିଉଡ଼ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ସବୁବେଳେ ନିଜର ଭିନ୍ନ ଭିନ୍ନ ଗେଟପ ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ।


ତେବେ ଆପଣ ମାନେ ତା ଆମ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ବିଷୟରେ ଜାଣିଥିବେ। ତେବେ ଆପଣ ମାନଙ୍କୁ କହିରଖୁଛୁ ଯେ , ଏଲିନା ୨୦୧୭ ମସିହାରେ ତରଙ୍ଗ ଟିଭି ସିରିଏଲ ର ଏକ ରିଆଲିଟି ସୋ “କିଏ ହେବ ମୋ ହିରୋଇନ” ସୋ ମାଧ୍ୟମରେ ଲୋକ ମାନଙ୍କୁ ଆଗକୁ ଆସିଥିଲେ ।ତେବେ ସେ ୨୦୧୭ ମସିହାରେ ଏହି ରିଆଲିଟି ସୋ କୁ ଜିତି ଅଲିଉଡ଼ ର ଅଭିନେତା ଅରିଂଦ୍ମ ଙ୍କ ସହ ପ୍ରଥମ ଫିଲ୍ମ କରିବାର ସୁଯୋଗ ପାଇଥିଲେ ।ତେବେ ସେ ତାଙ୍କର ପ୍ରଥମ ସୁପରହିଟ ଫିଲ୍ମ ଇସ୍କ ତୁ ହି ତୁ ରେ ନିଜର ଅଭିନୟ ର ପାରଦର୍ଶିତା ଦେଖାଇ ଲୋକମାନଙ୍କ ର ପ୍ରଶଂସା ର ପାତ୍ର ହୋଇଥିଲେ ।


ତେବେ ଏହି ପରି ଭାବରେ ଏଲିନା ବହୁତ କମ ସମୟ ମାଧ୍ୟରେ ଓଡ଼ିଆ ଫିଲ୍ମ ଈଣ୍ଡଷ୍ଟ୍ରି ରେ ନିଜର ଅଭିନୟ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତେବେ ସୋସିଆଲ ମିଡ଼ିଆ ରେ ଏଲିନା ଙ୍କ ବିଷୟରେ ଏକ ନୂତନ ତଥା ଆକର୍ଷଣୀୟ ତଥ୍ୟ ସାମ୍ନା କୁ ଆସିଅଛି । ସୂଚନା ଅନୁସାରେ ଅଭିନେତ୍ରୀ ଏଲିନା ବର୍ତ୍ତମାନ ଏକ ନୂଆ ରୂପରେ ତଥା ନୂଆ ବେଶରେ ଲୋକମାନ ଙ୍କ ସମ୍ମୁଖକୁ ଆସିଛନ୍ତି । ତେବେ ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଟିକେ ଭାବନାରେ ହଜିଯିବେ ।


ଉଲେଖଯୋଗ୍ୟ ଯେ , ଏଲିନା ଙ୍କ ଏହି ପରି ନୂଆ ବେଶ ପୋଷାକ ନେବାର କାରଣ ହେଉଛି ଏହିକି ଯେ , ସେ ବର୍ତ୍ତମାନ ଫିଲ୍ମ ରେ କାମ କରିବାକୁ ନିଜର ଏକ ସ୍ୱତନ୍ତ୍ର ଲୁକ ଦେଇ ନାହାନ୍ତି ବରଂ ଫିଲ୍ମ ଈଣ୍ଡଷ୍ଟ୍ରି କୁ ଛାଡି ସେ ବର୍ତ୍ତମାନ ଅନ୍ୟ କାର୍ଯ୍ୟ ରେ ଲୋକମାନ ଙ୍କ ସାମ୍ନା କୁ ଆସିଛନ୍ତି । ତେବେ ଏଲିନା ବର୍ତ୍ତମାନ ଫିଲ୍ମ ଛାଡ ବିଭିନ୍ନ ରିଆଲିଟି ସୋ ରେ ଜଜ ହେଉଛନ୍ତି । ତା ସହ ବିଭିନ୍ନ ପ୍ରଡକ୍ଟ ର ଆଡ଼ଭେଟାଇଜମେଣ୍ଟ ମଧ୍ୟ କରୁଥିବାର ଜଣା ପଡ଼ିଛି । ତେବେ ତାଙ୍କୁ ଏହି ସବୁ ଆଡ଼ଭେଟାଇଜମେଣ୍ଟ ତଥା ଏନ୍କରିଂ କରୁଥିବାରୁ ନିଜର ଲୁକ ରେ ପରିବର୍ତ୍ତନ ଆଣିଥିବାର ଜଣାପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।