Ajira anuchinta -ଜୀବନରେ କିଛି ଉନ୍ନତି କରିବା ପାଇଁ ଚାହୁଁଥିଲେ ଅନୁସରଣ କରନ୍ତୁ କେବଳ ଏହି ଗୋଟିଏ ଜିନିଷ ଶୁଭ ଫଳ ପ୍ରାପ୍ତି ହେବ

0

ବହୁତ୍ ବ୍ୟକ୍ତି ଅଛନ୍ତି ଯଉ ମାନେ ଗୀତା ,ଭାଗବତ ଆଦି ଉପରେ ବହୁତ୍ ବିଶ୍ୱାସ କରନ୍ତି ।ବହୁତ୍ ସମୟରେ ଆମେ ନିଜର ଜୀବନ କୁ ସଠିକ ଭାବରେ ଆଗେଇ ନବା ପାଇଁ ଆମେ ବସ୍ତୁ ଶାସ୍ତ୍ର ,ଜାତକ ,ହାତ ରେଖା ଆଦି ଉପରେ ବହୁତ୍ ପରିମାଣରେ ବିଶ୍ୱାସ କରୁଚୁ ।ଜୀବନ ର ଧାରା ଗୋଟେ ସୁନ୍ଦର ,ସରସ ହବା ପାଇଁ ଆମେ ବିଭିନ୍ନ ନିୟମ ଆଦି ମାନି ଥାଉ । କଳି ଯୁଗ ରେ ଏବେ ସମସ୍ତଙ୍କୁ ପଥ ଦର୍ଶନ କରିବା ପାଇଁ ବହୁତ୍ ମୁନି ଋଷି ଅଛନ୍ତି ।

ଯଥା ଏବେ କାର ଜଣେ ବିଶିଷ୍ଟ କଥ୍ୟା ପକ ହେଉଛନ୍ତି ଜିତୁ ଦାସ ।ତାଙ୍କ ର ବହୁତ୍ ବିଶେଷ୍ୟ କଥା ବାଣୀ ମାନେ ଆସୁଚି ଯାହା ନିଜ ଜୀବନ କୁ ସରସ କରିଦେବ ।ତାଙ୍କର କିଛି ଧାରାବାହିକ ଟିଭି ରେ ଦୃଶ୍ୟମାନ ହଉଚି ଯାହା କି ପ୍ରଥମେ ପ୍ରାର୍ଥନା ଚେନାଲ ରେ ହଉଥିବା ସାଧୁ ବାଣୀ ବେଳେ ଏବେ ତରଙ୍ଗ ରେ କଥା ଅବଳକର ଦୃଶ୍ୟମାନ ହଉଚି ।ତେବେ ଚାଲନ୍ତୁ ଆମେ ସେ ସବୁ ବିଷୟରେ କିଛି ଜାଣିବା ।

*ସବୁ କାର୍ଯ୍ୟ ରେ ସଫଳ ହବା ପାଇଁ ଏ ସବୁ ଜାଣିବା ନିହାତି ଆବଶ୍ୟକ ।ଜିତୁ ଦାସ ଙ୍କ କହିବା ଅନୁଯାୟୀ ଯଦି ଆପଣ ସବୁ କାର୍ଯ୍ୟ ରେ ଅସଫଳ ହେଉଛନ୍ତି ସଫଳତା ମିଲୁ ନାହିଁ, ତେବେ ଆପଣ ମାନେ ଗୋଟେ କାମ ନିହାତି କରନ୍ତୁ ରୂପରେ ତିଆରି ମୁଦ୍ରିକା ଗୋଟେ ଯେ କୌଣସି ଗୁରୁବାର ଦିନ ତାହାକୁ ପ୍ରଭୁ ଶିବ ଙ୍କ ଲିଙ୍ଗ ରେ ଛୁଆଁଇ ଆଣି ନିଜର କାନି ଆଙ୍ଗୁଠି ରେ ପିନ୍ଧିଲେ ନିଶ୍ଚୟ ଶୁଭ ଫଳ ପ୍ରଦାନ ହେବ।

*ବହୁତ୍ ସମୟ ରେ ଆମେ ଖାଇ ବସିଲା ବେଳେ ଲୁଣ ବ୍ୟବହାର କରିଥାଉ ।ଲୁଣ କୁ ବ୍ୟବହାର କରିବା ପରେ ଆମେ ତାହାକୁ ଭୂମି ଉପରେ ହାତ ଟିକୁ ଝାଡି ଦଉ ,ନ ହେଲେ ନିଜ ବସ୍ତ୍ର ରେ ହାତ ପୋଛି ଦଉ,କିନ୍ତୁ ଏମିତି କରିବା ସମ୍ପୂର୍ଣ ଭୁଲ ।ଏମିତି କରିବା ଦ୍ୱାରା ଆପଣ ନିଜେ ଋଣ ରେ ଆଉ ଧାର ଦେନ ରେ ବୁଡ଼ିଯାଇପରାନ୍ତି ।

*ପୁରୁଷ ର ଡାହାଣ ହାତ ପାପୁଲି ଆଉ ମହିଳା ର ବାମ ହାତ ର ପାପୁଲି କୁଣ୍ଢେଇ ହେଲେ ଶୁଭ ଫଳ ମିଳିଥାଏ ।ଏବଂ ପୁରୁଷ ର କାନ ରେ କେଶ ବଢ଼ିଲେ ତାହା ଶୁଭ ଫଳ ପ୍ରଦାନ ହେଇଥାଏ।

*ଯଦି କାହାର ଚର୍ମ ରୋଗ ହଉଥାଏ ତେବେ ସେ ଗାଧଇ ସାରି କୌଣସି ମଙ୍ଗଳ ବାର ଦିନ ଭୂଇଁ ରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ ।ତେବେ ଆଉ ଚର୍ମ ରୋଗ ହେବ ନାହିଁ ।

*ଯଦି ଆପଣ ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି ତେବେ ରବିବାର ଦିନ ବେଲ ଗଛ ମୂଳ ରେ ଦୀପ ଟିଏ ଜାଳି ଦେବେ ଆଉ ନାଲି ରଙ୍ଗ ର ଫୁଲ ରଖି ପୂଜା କରନ୍ତୁ ଏବଂ ବେଲୋ ଗଛ ଟି ପ୍ରଦଖିତ କରନ୍ତି ,ଏହା କରିବା ଦ୍ୱାରା ଆପଣ ଙ୍କ ର ସବୁ କିଛି ଶୁଭ ହେବ।

*ପ୍ରତ୍ୟେକ ଦିନ ଗାଧୋଇ ସରିବା ପରେ ଉଭୟ ନାରୀ ଆଉ ପୁରୁଷ ମାନେ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ ।ଠାକୁର ପୂଜା କରିସାରିବା ପରେ ଲୁଣ ଟିକେ ପାଟିରେ ପକାନ୍ତି ଆଉ ମୁଢ଼ି ଖାଆନ୍ତୁ ନାହିଁ ।ଏହା ଅଶୁଭ ହଇ ଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।