ବଡ ଖବର ! ପୁଣି ଫେବୃଆରୀ 15 ରେ ହେବ ଓଡିଶା ବନ୍ଦ , ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ ଏବଂ ଜାଣନ୍ତୁ କ’ଣ ପାଇଁ ବନ୍ଦ ହେବ ?

0

ଏଇ କୋଭିଡ୍ କାଳ ପାଇଁ ସବୁ ଲୋକ ଙ୍କ ର କାର୍ଯ୍ୟ ଆଉ ନିଜର ଟଙ୍କା ପଇସା କିଛି ରୋଜୋଗାର ନଥିଲା ।ଯାହା ପାଇଁ ସବୁ ଗରିବ ,ଖଟି ଖିଆ ଲୋକ ନକର ବହୁତ୍ ଅସୁବିଧା ହଉଚି,କିନ୍ତୁ ନିଜର ଘର ପରିବାର ଚଳେଇବା ପାଇଁ କିଛି କିଛି କାମ ରେ ଏବେ ସମସ୍ତେ ଆସ୍ତେ ଆସ୍ତେ ଲାଗିଛନ୍ତି । ଯଉ ମାନେ ନିଜର କାମ ଦାମ ଛାଡ଼ି ବାହାର ଦେଶରେ ରହୁଥିବା ବେଳେ କୋଭିଡ୍ କାଳ ସମୟ ରେ ନିଜ ନିଜ ଗାଁ କୁ ଫେରିଛନ୍ତି ।

ଏବେ ଏବେ ଯିଏ ଜଉ ମାନେ କିଛି କିଛି କାମ ରେ ନୀୟଜୀତ ହେବା ପରେ ଏବେ ସରକାର ଙ୍କ ର ଏମିତି କିଛି ଦର ବୃଦ୍ଧି ପାଇଁ ଗରିବ ଖଟିଖିଆ ଲୋକ ଙ୍କର ବହୁତ୍ ଅସୁବିଧା ଘଟୁଛି ।ୟା ର ଗୋଟେ ନିରାକରଣ ପାଇଁ ଲୋକ ମାନେ ଯେତେ ଯାହା କରିଲେ ଭି କିଛି କରିପାରିବେନି ।ସେଥି ପାଇଁ ଲୋକ ଙ୍କର ସୁବିଧା ପାଇଁ ଆସନ୍ତା ପନ୍ଦର ତାରିଖ ରେ ଓଡ଼ିଶା ବନ୍ଦ ଡାକରା ଦିଆ ହେଇଚି ।

ଆସନ୍ତା ପନ୍ଦର ତାରିଖ ରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ।ତେବେ ସକାଳ ସାତ ରୁ ମଧ୍ୟାହ୍ନ ଗୋଟେ ପର୍ଯ୍ୟନ୍ତ ବନ୍ଦ କରିବା ନେଇ ପିସିସି ସଭାପତି ନିରଞ୍ଜନ ପଟନାୟକ ସୂଚନା ଦେଇଛନ୍ତି ।ରାଜ୍ୟ ରେ ପେଟ୍ରୋଲ ,ଡିଜେଲ ,ଗ୍ୟାସ ଦର ବୃଦ୍ଧି ,ଚାଷୀ ଙ୍କ ସମସ୍ୟା ,ବେକାରୀ ଙ୍କୁ ଅଣଦେଖା ପ୍ରତିବାଦ ସହ ରାଜ୍ୟ ର ଜଳ ,ଜମି ଓ ରାଜ୍ୟ ବାସି ଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ଆଦି ସମସ୍ୟା ଦିଗ କୁ ନେଇ କି ବନ୍ଦ ପାଳନ କରା ଯାଇଛି ।

ଓଡ଼ିଶା ର ସ୍ବାର୍ଥ ପାଇଁ ରାଜ୍ୟ ବାସି ବନ୍ଦ ଙ୍କୁ ସହଯୋଗ କରିବେ ବୋଲି କଂଗ୍ରେସ ଆଶା କରିଛି ।ଏହି ବନ୍ଦ ଡାକରା ରେ ଅତ୍ୟନ୍ତ ଶାନ୍ତି ଶାନ୍ତି ପୂର୍ଣ୍ଣ ଭାବରେ ହେବ ସହିତ ରାଜ୍ୟ ବାସି ଙ୍କୁ ଏହି ବନ୍ଦ ଡାକରା ରେ ସାମିଲ ହେବା ପାଇଁ ପିସିସି ସଭାପତି ଆହ୍ବାନ ଦେଇଛନ୍ତି । ଏହି ସବୁ ଆମ ରାଜ୍ୟ ର ଲିକି ମାନଙ୍କ ର ସୁବିଧା ପାଇଁ ଚାଲିଚି।ଯାହା ଦ୍ଵାରା ଲୋକ ଙ୍କ ର କିଛି ତା ବୋଜେଟ୍ ର କମ୍ ହେଇପାରିବ ।ଆମ ମଙ୍କର ସୁବିଧା କୁ ଦେଖି ବା ପାଇଁ ଏମିତି ସବୁ ଚାଲିଚି ।ଏହା ଦ୍ଵାରା କେବଳ ଇ ଜନ ଜାତି ହିଁ ସୁବିଧା ପାଇ ପାରିବେ ।

ପେଟ୍ରୋଲ ଦର ଆଉ ଡିଜେଲ୍ ଦର ଏକା କମିଗଲେ ଗାଡ଼ି ଚାଲକ ମାନଙ୍କ ପାଇଁ କିଛି ଟା ସୁବିଧା ହେଇ ପାରିବ । ଯଉ ମାନେ ଚାଷ କରି ନିଜର ପରିବାର ପୋଷଣ କରୁଛନ୍ତି ସେଇ ମାନଙ୍କ ପାଇଁ ଯଦି କିଛି ସୁବିଧା ଘଟିବ ।ଆଉ ସେ ଗରିବ ଖଟି ଖିଆ ଲୋକ ମାନେ ଜଉ ମାନେ ବେକାର ହଇ ବୁଲୁଥିଲେ କିଛି କାମ ଦାମ ପାଉ ନଥିଲେ ସେଇ ମାନଙ୍କ ପରିବାର ରେ ଏମିତି ସବୁ ପାଇଁ ବହୁତ୍ ଦୁଃଖ କଷ୍ଟ ଆଉ ନିଜ ନିଜ ଘର ମଧ୍ୟ ରେ କଳହ ମଧ୍ୟ ସୃଷ୍ଠି ହଉଥିଲା ।ସେଥି ପାଇଁ ଏଇ ବନ୍ଦ ଡାକରା ଟି ସମସ୍ତଙ୍କ ପାଇଁ ଗ୍ରହଣ ଯୋଗ୍ୟ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।