ଶରୀରରେ ଥିବା କୌଣସି ଦାଗ, କାଛୁ କୁଣ୍ଡିଆ ଇତ୍ୟାଦି ମାତ୍ର ୬୦ ସେକେଣ୍ଡ ରେ ହେବ ଗାଏବ କରନ୍ତୁ ଏହି ଉପାୟ

0

ସୁସ୍ଥତା ହେଉଛି ମଣିଷର ଏକାନ୍ତ କାମ୍ୟ। ତେଣୁ ସୁସ୍ଥତା ରହିବା ପାଇଁ ମଣିଷ ଅନେକ କିଛି କରେ। ତେଣୁ ସୁସ୍ଥ ରହିବା ସହିତ ଶରୀର ସୁନ୍ଦର ଦେଖା ହେବା ମଧ୍ୟ ଆବଶ୍ୟକ। ଅନେକ ଲୋକ ମାନେ ତାଙ୍କ ଶରୀର ର ଥିବା ବିଭିନ୍ନ ଅଙ୍ଗ ରେ କିଛି ଦାଗ, ଘା, ଛଉ ଏବଂ କୁଣ୍ଡିଆ ପାଇଁ ଅନେକ ମେଡ଼ିସିନ ଖାଇ ଥାନ୍ତି। କିନ୍ତୁ ଏହାର କୌଣସି ସୁଫଳ ମିଳି ନଥାଏ ଅନେକାଂଶରେ। ତେଣୁ ଆଜି ଏମିତି ଏକ ଉପାୟ ଆମେ ଆପଣଙ୍କୁ କହିବୁ ଯାହାକୁ ଆପଣ ନିଜେ ଏବଂ ନିଜ ଘରେ ପ୍ରସ୍ତୁତ କରି ପାରିବେ।

ଏହି ଘରୋଇ ଉପଚାର ଆପଣଙ୍କ ଯେ କୌଣସି ଶରୀର ରେ ଥିବା ଦାଗ କୁ ମଧ୍ୟ ସବୁଦିନ ପାଇଁ ଲିଭାଇ ଦେବ। ଏମିତି କି ଏହି ଉପଚାର ଦ୍ୱାରା କାଛୁ ଏବଂ କୁଣ୍ଡିଆ ମଧ୍ୟ ସବୁଦିନ ପାଇଁ ଗାଏବ ହେଇଯିବ। ତେଣୁ ଆସନ୍ତୁ ଜାଣିବା ଏହି ଉପଚାର ପ୍ରସ୍ତୁତି ର ପ୍ରଣାଳୀ ଏବଂ ଏଥି ପାଇଁ କେଉଁ କେଉଁ ଉପାଦାନ ଆବଶ୍ୟକ ରହିଛି।

ଏହି ଉପଚାର ପାଇଁ ଆବଶ୍ୟକ ଥିବା ଉପାଦାନ ଗୁଡିକ ହେଲା;-
ଆପଣଙ୍କୁ ଏହି ଉପଚାର ପ୍ରସ୍ତୁତି ପାଇଁ ଏକ ଚାମଚ ଡେଟଲ ଲିକୁଇଡ଼ ଦରକାର ପଡିବ। ତାହା ସହିତ ଏହି ଆପଣଙ୍କୁ ଗୋଟିଏ କର୍ପୂର ଏହି ମିଶ୍ରଣ ପ୍ରସ୍ତୁତି ପାଇଁ ଦରକାର ହେବ। ଏହା ଏକ ପରେ ଆପଣଙ୍କୁ ଏହି ମିଶ୍ରଣ ପାଇଁ କିଛି ଲବଙ୍ଗ ନେଇ ତାକୁ ଭଲ ଭାବରେ ଗୁଣ୍ଡ କରିବା ପରେ ଏହାକୁ ପୁରା ମିଶ୍ରଣ କରି ଦିଅନ୍ତୁ। ଏହି ମିଶ୍ରଣ କୁ ଭଲ ଭାବରେ ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ଏହା ପରେ ଆପଣ ଲେମ୍ବୁ ରସ ମଧ୍ୟ ଏଥିରେ ମିଶାଇ ଦିଅନ୍ତୁ। କାରଣ ଲେମ୍ବୁ ରେ ଭିଟାମିନ ସି ଯାହାକି ଆପଣଙ୍କୁ ଶରୀର ରେ ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ।


ଏହି ପେଷ୍ଟ କୁ କିପରି ବ୍ୟବହାର କରିବେ?
ଏହି ପେଷ୍ଟ କୁ ଆପଣ ପ୍ରତିଦିନ ଦିନକୁ ଦୁଇଥର ବ୍ୟବହାର କରି ପାରିବେ। ଆପଣଙ୍କ ସୁବିଧା ଅନୁସାରେ ଶରୀରର ଯେଉଁ ଅଂଶ ରେ ଦାଗ କିଂବା କୌଣସି ଘା ରହିଛି ସେହି ସ୍ଥାନରେ କେବଳ ଲଗାଇ ଦିନନ୍ତୁ। ଏହି ପେଷ୍ଟ ଲଗାଇବା ପରେ ଆପଣଙ୍କୁ ପ୍ରାୟ ଦଶ ମିନିଟ ଅପେକ୍ଷା କରିବାକୁ ପଡିବ। ଆଉ ଦେଖିବେ ଆପଣ ଏମିତି ପ୍ରାୟ ଗୋଟିଏ ସପ୍ତାହ ପ୍ରୟୋଗ କରିବା ପରେ ଆପଣଙ୍କ ଦେହରୁ ଏହି ଦାଗ ପୁରା ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯିବ। ଆଉ ଆପଣଙ୍କ ର ପୂର୍ବରୁ ରହି ଆସୁଥିବା ଅନ୍ୟ ଘା ଏବଂ କାଛୁ କୁଣ୍ଡିଆ ମଧ୍ୟ ପୁରା ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯିବ। ଏପରି ଆପଣ ନିଜେ ଏବଂ ଆପଣଙ୍କ ପରିବାର ର କୌଣସି ଛୋଟ ଛୋଟ ପିଲାଙ୍କ ଦେହରେ ଥିବା କୌଣସି ଦାଗ କିମ୍ବା ଘା ରେ ମଧ୍ୟ ପ୍ରୟୋଗ କରି ପାରିବେ। ଏଥିରେ କୌଣସି ସାଇଡ ଇଫେକ୍ଟ ପଡିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।