2021 ଲାଗୁ ହେଲା ନୂଆ ନିୟମ – SBI ଖାତାଥିଲେ ନିହାତି ଜାଣନ୍ତୁ ସମସ୍ତଙ୍କ ଏକାଉଣ୍ଟରୁ କାଟିବ ଟଙ୍କା ଜାଣନ୍ତୁ କେଉଁ କାରଣ ପାଇଁ

0

ଆମ ସମସ୍ତଙ୍କ ର ଧନ ଆଉ ସମ୍ପତି କୁ ସୁରକ୍ଷିତ ରଖିବା ପାଇଁ ଆମେ ବିଭିନ୍ନ ବ୍ୟାଙ୍କ ,ପୋଷ୍ଟ ଅଫସରେ ସେ ସବୁ କୁ ସାଇତି ରଖିଥାଉ ।କିନ୍ତୁ ଆପଣ ମାନେ ସମସ୍ତେ ଗୋଟେ କଥା ଜାଣିଥିବେ କି ସମସ୍ତେ ମଣିଷ ହୁଅନ୍ତୁ କି ମଣିଷ ଦ୍ଵାରା ନିର୍ମିତ କାର୍ଯ୍ୟ କରି ଅଫିସ ହଇ ସମସ୍ତେ ଗୋଟିଏ ଗୋଟିଏ ନିୟମ ଦ୍ଵାରା ବନ୍ଧା ହୋଇ ଥାଆନ୍ତି ।ତାଙ୍କର ସେଇ ନିୟମ କୁ ମାନି ଆମେ ସମସ୍ତେ ଶୃଙ୍ଖଳିତ ଭାବରେ ନିଜର କାମ ଟିକୁ ସମ୍ପାଦନା କରିଥାଉ ।

ଆମେ ନିଜ ଧନ ସମ୍ପତି କେବଳ ନୁହ ଆମର ଆବଶ୍ୟକ ଅନୁସାରେ ଧନ ସମ୍ପତି ଋଣ ମଧ୍ୟ ସେଇ ବଙ୍କ ମାନଙ୍କ ରୁ ଆଣି ଥାଉ ଯାହା ସରକାର ଙ୍କ ଦ୍ଵାରା ସମ୍ପାଦନା ହେଇଥାଏ ।ଏମିତି ଭି କିଛି ବ୍ୟାଙ୍କ୍ ଅଛି ଯାହା ବେସରକାରୀ ଆଉ ଘରଇ ମଧ୍ୟ ହେଇଥାଏ ।ଆଜି ର ପ୍ରମୁଖ ବିଷୟ ବସ୍ତୁ ହଉଚି ଏସ ବି ଆଇ ବ୍ୟାଙ୍କ୍ ।ଯାହା କିଛି ନିୟମ ମାନ ପରିବର୍ତ୍ତନ ହେଇଚି ତାହାକୁ ଜାଣି ରଖିବା ଭି ସମସ୍ତଙ୍କ ପାଇଁ ଜରୁରୀ ।

ଦେଶ ର ସର୍ବ ବୃହତ୍ ବ୍ୟାଙ୍କ୍ ହଉଚି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ।ତାଙ୍କ ର ଗ୍ରାହକ ଙ୍କ ପାଇଁ ବହୁତ୍ ହିଁ ବଡ଼ ଖବର ରହିଛି ।ଯାହାକି କିଛି ନିୟମ ରେ ହେଇଚି ପରିବର୍ତ୍ତନ ଯାହା ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ।ନ ହେଲେ ମଧ୍ୟ ଆପଣ ଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରୁ ପୋଇସା ମଧ୍ୟ କଟି ପାରେ ।ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ତାଙ୍କ ଉଠାଇବା ପାଇବେ ଯାଉଛନ୍ତି ତେବେ ନୂତନ ନିୟମ ବିଷୟରେ ଜାଣି ରଖନ୍ତୁ । ଏସ ବି ଆଇ ବ୍ୟାଙ୍କ୍ ର ଏ ଟି ଆମ୍ ରୁ ଉଠାଇବା ପାଇଁ ଏ ସବୁ ନିୟମ ଜାଣି ରଖିବା ନିହାତି ଆବଶ୍ୟକ ।ଏପରୀ ନା ହଉ କୁ ଆପଣ ନିୟମ ନା ଯଦି ତାଙ୍କ ଉଠାଉଛନ୍ତି,ଆଉ ନିଜ ର ପଇସା କଟି ଯାଉଚି।

ଚାଲନ୍ତୁ ଜାଣିବା ନୂଆ ନିୟମ ।ବ୍ୟାଙ୍କ୍ ର ନୂଆ ନିୟମ ଅନୁଯାଇ ଯଦି ଆପଣ ଟଙ୍କା ଉଠାଉଛନ୍ତି ଏବଂ ଆପଣଙ୍କ ଆକାଉଣ୍ଟ ରେ ବାଲାନ୍ସ ଓଭାବ ହେତୁ ଆପଣ ଙ୍କ ଟ୍ରଞ୍ଜେକ୍ସନ ବିଫଳ ହଉଚି କେବଳ ଏଥି ଲାଗି ଗ୍ରାହକ ଙ୍କୁ ଅତିରିକ୍ତ ଜରିମାନା ଦବା ପାଇଁ ପଡିବ । ଆକାଉଣ୍ଟ ର ବାଲାନ୍ସ ଓଭାବ ହେତୁ ବ୍ୟାଙ୍କ୍ ବାବଦ କୁ ଜରିମାନା ୨୦ ତାଙ୍କ ଆଉ ଅତିରିକ୍ତ ଜି ଏସ ଟି ପାଇଁ ଦୋବା ପାଇଁ ପଡିବ ।ଭାରତରେ ସର୍ବ ବୃହତ୍ ବାଣିଜ୍ୟ ବ୍ୟାଙ୍କ୍ ଅନ ଆଖି ର କାରବାର ହିସାବ ରେ ଜରିମାନା ନିଆ ଯିବ ।

ଏହା ଛଡା ଆପଣ ୧ମାସ ରେ କେତେ ଥର ନିୟମିତ ମାଗଣା ଟ୍ରଞ୍ଜେକ୍ସନ କରିପାରିବେ ଏବଂ ସଞ୍ଚୟ ଗ୍ରାହକ ମାନଙ୍କ ପାଇଁ ୮ଟି ମାଗଣା କାରବାର କରିବା ପାଇଁ ଦେଇଥାନ୍ତି ।ଯେମିତି କି ୫ଟି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏ ଟି ଏମରୁ କରିପାରିବେ ଓ ଅନ୍ୟ ତିନୋଟି ଅନ୍ୟ ବ୍ୟାଙ୍କ୍ ର ଏ ଟି ଏମରୁ କରିପାରିବେ ।ତେଣୁ ସେ ସବୁ ନୂଆ ନିୟମ ଜାଣି ରଖିବା ନିହାତି ଆବଶ୍ୟକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।