Breking News – ଆଜି ପୁଣି ଓଡ଼ିଆ କଳାକାର ଜଗତକୁ ଆସିଲା ଦୁଃଖର ପାହାଡ ! ଏହି ପ୍ରସିଦ୍ଧ ଆଭିନେତା ଙ୍କର ହଠାତ ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଶୋକ ପ୍ରକାଶ…

0

କୋରୋନା ମହାମାରୀ ସମୟରେ ଦେଶ ରେ ବିଶଦ ର ଛାୟା ଖେଳି ଯାଇଛି।୨୦୨୦ ଟି କଳା ମସିହା ବୋଲି ସମସ୍ତଙ୍କ ମତ। ବହୁତ୍ କ୍ଷତିଗ୍ରସ୍ତ ହୋଇଛି ଦେଶ ର। ବହୁ ଜୀବନ ମଧ୍ୟ ନେଇଛି। ସିନେ ଜଗତ ର ବହୁ ନାମୀ ଦମି ଚେହେରା ମାନଙ୍କୁ ଆମ ଗହଣ ରୁ ଛଡାଇ ନେଇଛି ଏହି ମସିହା। ନୂଆ ବର୍ଷ ଟି ସମସ୍ତଙ୍କୁ ନୂଆ ଆଶା ଦେଇଥିଲା।

ହେଲେ ତାହା ମଧ୍ୟ ପୁଣି ଏକ ଦୁଃଖ ଖବର ଟେ ଦେଇ ବିଷାଦ ର ଛାୟ ଖେଳାଇଛି। ଆଜି କାର ଯୁବ ପୀଢ଼ି ସିନେ ଜଗତ ସହିତ ବେଶ୍ ଜଡ଼ିତ। ଟିକି ନିକି ଖବର ରଖିବା ତାଙ୍କର ସଉକ। ଫିଲ୍ମ୍ ଇଣ୍ଡଷ୍ଟ୍ରି ସହିତ ଅପଡେଟ ରହିଥାନ୍ତି । ଆଜି ଆମେ ଆପଣ ଙ୍କୁ ଏକ ଦୁଃଖଦ ଖବର ବିଷୟରେ କହିବୁ ଯାହା ଚଳଚ୍ଚିତ୍ର ଜଗତ ରେ ବିଷାଦ ର ଛାୟା ସୃଷ୍ଟି କରିଛି।

ସିନେ ସମ୍ବଡ଼ିତ ତଥା ସିନେ ସଂଘ ର ପ୍ରତିଷ୍ଠାତା ଓ ପ୍ରସିଧ ସିନେ ସମୀକ୍ଷକ ଙ୍କ ପରୋଲୋକ ଘଟିଛି।ସେ ୮୨ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି।ସେ କଟକ ର ଦାଗରପଦା ଥିବା ନିଜ ବାସ ଭବନ ରେ ମୃତ୍ୟୁ ବରଣ କରିଛନ୍ତି।ସେ ୧୯୩୮ ମସିହା ରେ କଟକ ରେ ଜନ୍ମ ଗ୍ରହଣ କରିଥିଲେ। କଟକ ଦଗରପଦା ସ୍ଥିତ ନିଜ ବାସ ଭବନ ରେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମ ରେ ଓଡ଼ିଶା ର ପ୍ରଥମ ଥର ପାଇଁ ସିନେମା ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲି ଥିଲେ।

ବର୍ତ୍ତମାନ ପୀଢ଼ି ର କଳାକାର ମାନଙ୍କୁ ସେ ଅଭିନୟ ପ୍ରଶିକ୍ଷଣ କରିଥିଲେ। ତାଙ୍କ ଠାରୁ ଅଭିନୟ ଶିକ୍ଷା ଲାଭ କରି ଆଜିର କଳାକାର ବେଶ୍ ପ୍ରତିଷ୍ଠିତ ହୋଇ ପାରିଛନ୍ତି।ସେ ସାହିତ୍ୟ ପତ୍ରିକା ର ପ୍ରତିଷ୍ଠାତା ମଧ୍ୟ ଥିଲେ। ଜୀବନ ରଙ୍ଗ ଓ ସମ୍ଭାରନ୍ତ ପରି ସାହିତ୍ୟ ପତ୍ରିକା ପ୍ରତିଷ୍ଠା କରି ଥିଲେ। କାଦମ୍ବିନୀ, ଚିତ୍ର ପରି ସମନ, ଚଳଚ୍ଚିତ୍ର ପରି ସମାନ ପରି ଅନେକ ବିଶିଷ୍ଟ ପୁରସ୍କାର ଲାଭ କରି ଥିଲେ। ତେବେ ତାଙ୍କ ର ବିୟୋଗ ଚଳଚ୍ଚିତ୍ର ଜଗତ ରେ ଶୋକ ର ଛାୟା ଖେଳି ଯାଇଛି।

ଏହି ଖବର ଶୁଣି ଓଡ଼ିଆ ଇଣ୍ଡଷ୍ଟ୍ରି ମର୍ମାହତ ହୋଇ ପଡ଼ିଛି। ଦେଖି ବାକୁ ଗଲେ ଏହି ବର୍ଷ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ବହୁ ନାମୀ ଦାମୀ କଳାକାର ମାନେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି। ତାଙ୍କର ବିୟୋଗ ଇଣ୍ଡଷ୍ଟ୍ରି ବେଶ୍ ଦୁଃଖ ଅନି ଦେଇଛି। ତାଙ୍କର ଅଚାନକ ବିୟୋଗ ଇଣ୍ଡଷ୍ଟ୍ରି କୁ ସ୍ତବ୍ଧ କରିଦେଇଛି। ତେବେ ତାଙ୍କୁ ତାଙ୍କ ପ୍ରଶଂସକ ତାଙ୍କୁ ଶ୍ରଧାଞ୍ଜଳୀ ଦେବା ସହିତ ତାଙ୍କର ଆତ୍ମ ର ସଦ୍ଗତି ପାଇଁ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଥିବାର ନଜର ଆସିଛନ୍ତି।

ସେ ଜଣେ ନିଷ୍ଠାବାନ ଓ ନିଜ କଳା କୁ ପସନ୍ଦ କରୁଥିବା ବ୍ୟକ୍ତି। ତାଙ୍କର ଚମତ୍କାର ପ୍ରଶିକ୍ଷଣ ଯାଦୁ ରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ।ସେ ଅଭିନୟ କୁ ଭଲ ପାଇବା ସହ ଅନ୍ୟ ମାନଙ୍କୁ ଅଭିନୟ ଶିଖାଇବା ରେ ନିଜର ଜୀବନ ସମର୍ପିତ କରିଥିଲେ। ତାଙ୍କର ଅବଦାନ ଇଣ୍ଡଷ୍ଟ୍ରି ବରେ ଚିରସ୍ମରଣୀୟ ହୋଇ ରହିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।