ଦେଖନ୍ତୁ ଭିଡିଓ – କିଭଳି ସଂସଦ ମଧ୍ୟରେ କାନ୍ଦି ପକେଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ୟାମେରାରେ ରେକର୍ଡ ହେଲା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ସଂସଦ ମଧ୍ୟରେ କାନ୍ଦି ପକେଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣ ମାନେ ଜାଣିଥିବେ ରାଜନୀତି ରେ କେହି ନୁହଁ କାହାରି|ରାଜନୀତି ରେ ଘଡିକେ ଘୋଡା ଛୁଟେ ତେଣୁ ଏଠାରେ କେହି କାହା ଉପରେ ବିଶ୍ଵାସ କରନ୍ତି ନାହି|ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବିରୋଧୀ ନେତା ଙ୍କ ପାଇଁ ରାଜ୍ୟସଭା ରେ କାନ୍ଦି ପକାଇଛନ୍ତି |

ତେବେ କଣ ପାଇଁ ପ୍ରଧାନ ମନ୍ତ୍ରୀ ମୋଦୀ କାନ୍ଦିଛନ୍ତି ଆସନ୍ତୁ ଜାଣିବା ଏହି ଖବର ମଧ୍ୟମରେ |ତେବେ ଡେରି ନ କରି ଆସନ୍ତୁ ଜାଣିବା ରାଜ୍ୟସଭା ରେ କାନ୍ଦି ପକେଇଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ |ଆପଣ ମାନେ ଏମିତି ଦୃଶ୍ୟ ଆଗରୁ କେବେ ଦେଖି ନଥିବେ | ଆପଣା ମାନେ ଜାଣିଥିବେ ଦେଶ ର ଉନ୍ନତି ପାଇଁ ନରେନ୍ଦ୍ର ମୋଦୀ କେତେ ସବୁ କଠୋର ନିସ୍ପତି ମାନ ନେଇଛନ୍ତି ସେତେବେଳେ ବି ଏମିତି ତାଙ୍କ ଆଖି ଛଳ ଛଳ ହେବା ର ଦେଖାଯାଇନି|

ବିଧାନ ସଭାରେ ତାଙ୍କ ଆଖି ଏମିତି ଛଳ ଛଳ ହୋଇଯିବ ବୋଲି କେହି ବିଶ୍ଵାସ କରିନଥିଲେ | ତାଙ୍କ ମନ ଏମିତି ଦୁଖ ହୋଇଥିଲା ଯେ ସେ ଠିକ ସେ କଥା କହିପାରୁନଥିଲେ |ପ୍ରଧାନ ମନ୍ତ୍ରୀ ଙ୍କର ଆଖିରେ ଲୁହ ଆସିଯାଇଥିଲା |ରାଜ୍ୟସଭା ରେ ମୋଦୀଙ୍କୁ କାନ୍ଦିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ଆପଣ ମାନେ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପ୍ରଧାନ ମନ୍ତ୍ରୀ ଏହି ଭାବ ବିହ୍ଵଳ ହୋଇଛନ୍ତି ଜଣେ ବିରୋଧୀ ଦଳ ର ନେତା ଙ୍କ ପାଇଁ|କଂଗ୍ରେସ ର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଙ୍କ ପାଇଁ |କାରଣ ଗୁଲାମ ନବି ଆଜାଦ ଙ୍କର ରାଜ୍ୟସଭା ରେ ସେଶ ଦିନ ଥିଲା|ଗୁଲାମ ନବି ଆଜାଦ ରାଜ୍ୟସଭା ରେ କଂଗ୍ରେସ ର ସଂସଦୀୟ ଦଳ ର ନେତା ଥିଲେ |ଗୁଲାମ ନବୀ ଆଜାଦ କଂଗ୍ରେସ ର ଜଣେ ଟାଣୁଆ ନେତା |

ଆହୁରି ମଧ୍ୟ ଗୁଲାମ ନବୀ ଆଜାଦ ବିଦାୟ ନେଲା ଗୋଟିଏ କଥା କହିଥିଲେ ଏହି କଥା ଶୁଣି ସମସ୍ତେ ଭାବ ବିହ୍ଵଳ ହୋଇଯାଇଥିଲେ ସେ କହିଥିଲେ ମୁଁ ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି,ତାଙ୍କର ଏହି ଗୋଟିଏ କଥା ସମସ୍ତଙ୍କୁ ଭାବ ବିହ୍ଵଳ କରିଦେଇଥିଲା।ରାଜନୀତି କାହାରି ନୁହ ।ସବୁ ରାଜା ନେତା ଆଉ ମନ୍ତ୍ରୀ ମାନଙ୍କୁ ଆମେ ପ୍ରତ୍ୟକ୍ଷ ଭାବେ ବାଛିଥାଉ ।ରାଜନୀତି ବିଷୟରେ ଆମେ ସମସ୍ତେ ଗୋଟିଏ ଭଲ କଥା ଜାଣିଥିବେ ଏହା ରାଜନୀତି କ ଦେଶ ଏଠି କିଛି ଭି ହୋଇଥାଏ ।

ସମସ୍ତେ ଏ ସବୁ କୁ ବହୁତ୍ ପରିମାଣରେ ବିଶ୍ୱାସ କରିଥାନ୍ତି, କିନ୍ତୁ ଆମେ ଏପରି ଏକ ଦୃଶ୍ୟ ଦେଖିବୁ ବୋଲି କେବେ କଳ୍ପନା ମଧ୍ୟ କରି ନଥିଲୁ ।ଆମର ଜଣେ ପ୍ରସିଦ୍ଧ ରାଜା ନେତା ।ଯାହା ଙ୍କ ପାଇଁ ଆମର ଏତେ ସବୁ ପରିବର୍ତ୍ତନ ହେଇଚି ସେ ହଉଛନ୍ତି ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।ସେ ଜଣେ ଗୋଟେ ସୁନ୍ଦର୍ ଓ ବୁଦ୍ଧିମାନ ରାଜନେତା ।ତାଙ୍କର ସବୁ କାମ ପଛରେ କିଛି ନ କିଛି ମହତ୍ତ୍ଵ ରହି ଥାଏ ।ଆମେ ବର୍ଣ୍ଣନା କରିଥିବା ଏମିତି କିଛି କାରଣ ପାଇଁ ତାଙ୍କ ଆଖିରେ ପାଣି ଆସିଯାଇଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।