କେବଳ ଏକ ଚାମଚ ଏହି ଚୂର୍ଣ୍ଣ ସେବନ କରି ଅଳ୍ପ ଦିନରେ ପତଳା ହୋଇପାରିବେ। ଘରେ କରନ୍ତୁ ଏହି ସହଜ ଉପାୟ।

0

ଆପଣ ମାନେ ନିଜ ଓଜନ ବୃଦ୍ଧି କୁ ନେଇ ଚିନ୍ତିତ ଅଛନ୍ତି କି ?ଆପଣଙ୍କ ପାଖରେ ସମୟ ନାହିଁକି ବ୍ୟାୟାମ ଏବଂ ଯୋଗ କରିବାର? ତେବେ ଆଉ ଚିନ୍ତା କରିବାର ନାହିଁ। ଆମେ ଆପଣଂକୁ ଆଜି କହିବୁ ଆପଣଙ୍କ ଶରୀର ର ଓଜନ ହ୍ରାସ କରିବାର ସହଜ ଉପାୟ। ଆପଣଙ୍କର ବ୍ୟାୟାମ ଏବଂ ଯୋଗ କରିବାର ସମୟ ନଥିଲେ ମଧ୍ୟ ଏହି ସହଜ ଉପାୟ ଅବଲମ୍ବନ କରି ଆପଣ ଅତି କମ ଦିନରେ ନିଜର ଅଧିକ ଓଜନ ହ୍ରାସ କରି ପାରିବେ।

ଏହି କରୋନା ମହାମାରୀ ସମୟରେ ଅନେକ ଲୋକ ଘରୁ ରହି କାମ କରୁଛନ୍ତି ସେଥିପାଇଁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ ରହିବ। ତାହା ସହିତ ଘରର ଥିବା ମହିଳା ମାଆ ଏବଂ ବୋହୂ ମାନେ ମଧ୍ୟ ଏହାକୁ ନିଜେ ପ୍ରୟୋଗ କରି ନିଜର ଅଧିକ ଓଜନ କୁ କମାଇ ପାରିବେ।


ଅଧିକ ମୋଟା ହେବା କାରଣରୁ ଅନେକ ଲୋକ ଚିନ୍ତା ରେ ଥାଆନ୍ତି। କାରଣ ଏମାନଙ୍କୁ ପ୍ରାୟତଃ ଡାଇବେଟିସ ମାଡି ବସି ଥାଏ। ତେଣୁ ଏହି ସମସ୍ୟା ର ଅତି ସହଜ ଏବଂ ଘରୋଇ ଉପଚାର ରହିଛି ତେବେ ଆସନ୍ତୁ ଜାଣିବା ଏହି ମେଡ଼ିସିନ କୁ କିପରି ଆପଣ ମାନେ ନିଜେ ଘରେ ପ୍ରସ୍ତୁତ କରିବେ ଏବଂ କିପରି ସେବନ କରିବେ।


ଏହି ଚୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ଏହି ସବୁ ଉପାଦାନ ଆବଶ୍ୟକ ରହିଛି;-
ପ୍ରଥମେ ଆପଣ ଏକ ଗ୍ୟାସ ରେ ଅଳ୍ପ ଉତ୍ତାପ ରେ ଏକ ଆଇରନ ତାବା ଆଣି ବସାଇ ଦିଅନ୍ତୁ। ତା ପରେ ସେଥିରେ ପ୍ରଥମେ ପାନ ମଧୁରୀ ଏକ ଚାମଚ ନେଇ ଫ୍ରାଇ କରନ୍ତୁ। ଏହା ଯେପରି କଲର ନ ବଦଳେ। କିଛି ସମୟ ପରେ ଏକ ଚାମଚ ଜୀରା ଆଣି ଏଥିରେ ପକାନ୍ତୁ। ସେହି ପରିମାଣରେ ଜୁଆଣି ଆଣି ସେଥିରେ ପକାନ୍ତୁ। କାରଣ ଜୁଆଣି ଏସିଡିଟି ପରି ଅନେକ ରୋଗ କୁ ଦୂର କରି ଦେଇଥାଏ।  ଏହି ମିଶ୍ରଣ କୁ କିଛି ସମୟ ବାହାରେ ରଖି ଥଣ୍ଡା ହେବାକୁ ଦେଇ ଦିଅନ୍ତୁ। ତା ପରେ ଏହି ପରିମାଣରେ କିଛି ଖଣ୍ଡ ମିଶ୍ରି ଯାହା କୁ ତାଳ ମିଶ୍ରି ବୋଲି କୁହନ୍ତି। ଆଉ ଏକ ଚାମଚ ହେଙ୍ଗୁ ମିଶାଇ ସମ୍ପୂର୍ଣ୍ଣ ରୂପେ ମିକ୍ସ କରି ପାଉଡର କରି ଦିଅନ୍ତୁ। ଆପଣ ଚାହିଁଲେ ଗ୍ରାଇଣ୍ଡିଙ୍ଗ ମଧ୍ୟ କରି ପୁରା ପାଉଡର କରି ଦେଇ ପାରିବେ।


ଏହି ପାଉଡର କୁ କିପରି ଖାଇବେ?
ଆପଣ ଯେଉଁ ସମୟରେ ରୁଟି କିମ୍ବା ଭାତ ଖାଉଛନ୍ତି ତାର ୧୫ ମିନିଟ ପରେ ଏହି ପାଉଡର ରୁ ଏକ ଚାମଚ ନେଇ ଯାଆନ୍ତୁ। ଆଉ ପାଉଡର ଖାଇବା ପରେ ଗରମ ପାଣି ଟିକେ ପିଅନ୍ତୁ। ଆଉ ଆପଣ ଚାହିଁଲେ ମଧ୍ୟ ଏହାକୁ ଉଷୁମ ପାଣିରେ ପକାଇ ପିଇ ଦେଇ ପାରିବେ। ତେବେ ଏହି ପରିମାଣରେ ଉକ୍ତ ଉପାଦାନ ନେଇ ସେବନ କଲେ ଖୁବ ଶୀଘ୍ର ଏହାର ପ୍ରଭାବ ଦେଖା।ଦେବ। ଆପଣଙ୍କ ଓଜନ ହ୍ରାସ ହେବା ଗ୍ୟାରେଣ୍ଟି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।