ପପୁ PomPomଙ୍କ ସ୍ତ୍ରୀ ଦେଖିବାକୁ କେତେ ସୁନ୍ଦର ଜାଣିଲେ ଆଶ୍ଚର୍ଯ୍ୟ ହେବେ ? ଏବେ ହିଁ ଦେଖନ୍ତୁ ଓ ଜାଣନ୍ତୁ ତାଙ୍କର ପରିବାର ବିଷୟ ରେ

0

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଓଡିଆ ସିନେମା ଜଗତ ର କମେଡି କିଙ୍ଗ ପପୁ ପମ୍ ପମ୍ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ହଁ ଆଜ୍ଞା ସେହି ପପୁ ପମ୍ ପମ୍ ଯିଏକି ଓଡିଆ ସିନେମା ଜଗତ ରେ କମେଡି ରୋଲ କରି ଓଡିଶା ଲୋକ ଙ୍କ ର ଆଦର ର ପାତ୍ର ହୋଇ ପାରିଛନ୍ତି। ଏବଂ ସେମାନଙ୍କ ମନ ରେ ନିଜ ର ଏକ ପରିଚୟ ସୃଷ୍ଚି କରି ପାରିଛନ୍ତି ଏବଂ ଏହା ମଧ୍ଯ ଭଲ ଭାବରେ ଜାଣିଥିବେ ଯେ ପପୁ ପମ ପମ୍ କେବଳ ଜଣେ କମେଡିଆନ ନୁହେଁ ବରଂ ତା ସହିତ ଜଣେ ସିଙ୍ଗର ଏବଂ ନିର୍ଦ୍ଧେଶକ ବି ଅଟନ୍ତି।

ସେ ଓଡ଼ିଶା ରେ ବହୁତ ଗୁଡିଏ ଫିଲ୍ମ କରି ନିଜର ପ୍ରତିଭା ଓଡ଼ିଶା ବାସୀ ଙ୍କ ପାଖରେ ଦେଖେଇ ପାରିଛନ୍ତି। ତେବେ ଆପଣ ମାନେ ତ ସମସ୍ତେ ପପୁ ପମ୍ ପମ୍ ଙ୍କୁ ଭଲ ଭାବରେ ଜାଣିଛନ୍ତି। କିନ୍ତୁ କଣ ଆପଣ ମାନେ ଜାଣନ୍ତି କି ତାଙ୍କର ବାପା କିଏ ତାଙ୍କର ମାଆ ଏବଂ ତାଙ୍କର ସ୍ତ୍ରୀ ଏପରି କି ତାଙ୍କର ଝିଅ ଙ୍କ ବିଷୟ ରେ ଆପଣ ମାନେ ଜାଣିଛନ୍ତି କି।

ତେବେ ଯଦି ଆପଣ ମାନେ ଏହା ବିଷୟ ରେ ଜାଣି ନାହାନ୍ତି। ଆସନ୍ତୁ ବର୍ତ୍ତମାନ ଜାଣିବା। ପପୁ ପମ୍ ପମ୍ ଙ୍କ ର ଜନ୍ମ ମୟୁରଭଞୀ ଜିଲ୍ଲା ର କପ୍ତିପଦା ଠାରେ ହୋଇ ଥିଲା ଏବଂ ତାଙ୍କର ବାପା ଜଣେ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ରହି ଥିଲେ ଏହା ସହିତ ସେ ମଧ୍ୟ ଜଣେ କଳାକାର ଥିଲେ ।ପପୁ ପମ ପମ ଙ୍କ ଛୋଟ ବେଳୁ ହିଁ କମେଡି କରିବା ପାଇଁ ବହୁତ ଆଗ୍ରହ ଥିଲା।ଏହା ସହିତ ସେ ବହୁତ ଭଲ ପାଠ ମଧ୍ୟ ପଢୁ ଥିଲେ। ସେ 2005 ମସିହା ରେ ଓଡ଼ିଆ ଫିଲ୍ମ ଜଗତ ରେ ପାଦ ଦେଇ ଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମ ଥିଲା ତୁ ମୋ ଆଖିର ତାରା।

ଏହି ଫିଲ୍ମ ରେ ସିଦ୍ଧାନ୍ତ ମହାପାତ୍ର ଲିଡ୍ ରେ ରହି ଥିଲେ ମଧ୍ୟ ପପୁ ପମ ପମ ଙ୍କୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରିଥିଲେ। ପପୁ ବହୁତ ସମୟ ରେ ହିରୋ ରୋଲ ରେ କାମ ମଧ୍ଯ କରି ସାରିଛନ୍ତି ଯେମିତି ରଙ୍ଗିଲା ଟୋକା , ଏବଂ ଆମେ ତ ଟୋକା ସଣ୍ଢ ମାର୍କା ଇତ୍ୟାଦି। ଏବଂ ଏହା ସହିତ ଆପଣ ମାନେ ଜାଣି ଥିବେ କି ସେ 2014 ରେ ରାଜନୀତି ରେ ପାଦ ଦେଇ ଥିଲେ ଏବଂ ସେହି ସମୟ ରେ BJD ପାର୍ଟି ତରଫରୁ ତାଙ୍କୁ MLA ପାଇଁ ଟିକଟ ମଧ୍ଯ ମିଳିଥିଲା। କିନ୍ତୁ ସେ ସହି ଥିରେ ହାରି ଜାଇ ଥିଲେ।

ତେବେ ପରିବାର କହିଲେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି। ଏହା ସହିତ ସମ୍ପତ୍ତି କହିଲେ ମୟୁରଭଞ ରେ ବହୁତ ବଡ ଆଲିସାନ ଘର ରହିଛି ଏବଂ ଏହା ସହିତ ତାଙ୍କର ବହୁତ ଗୁଡିଏ ସାଇଡ୍ ଇନକମ୍ ବି ରହିଛି। ସେ ଗୋଟିଏ ଫିଲ୍ମ କରିବା ପାଇଁ ଦୁଇ ରୁ ତିନି ଲକ୍ଷ ଟଙ୍କା ନେଇ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।