୧୬ ମାସର ଶିଶୁକନ୍ୟା ଆଖିରେ କ୍ୟାନ୍ସର ଆପଣମାନଙ୍କ ଗୋଟିଏ ସେୟାର କଅଁଳ ଶିଶୁ ଟିର ନିଶ୍ଚିତ ଭାବେ ଆଖିଭଲ ହୋଇ ପାରିବ

0

ଏହି ଦୁନିଆ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳି ଥାଏ ଯାହା ଆମେ କେବେ କଳନା ମଧ୍ୟ କରି ପରି ନ ଥିବା, ଆଉ ସେହି ଭଳି ଘଟଣା ବେଳେ ବେଳେ ଆମ ସହ ବି ଘଟି ଥାଏ,ଯାହା ଆମ ସହ ଏମିତି କିଛି ହେବ ବୋଲି ଆମେ ଚିନ୍ତା କରି ନ ଥିବା।ତେବେ ଏହି ସବୁ ପାଇଁ ଆମେ ଅନେକ ଅସୁବିଧା ରେ ସମୁଖୀନ ହେବାକୁ ପଡି ଥାଏ।ଅନେକ ପକାର କଷ୍ଟ ,ଆଉ ଯନ୍ତ୍ରଣା ମଧ୍ୟ ସହି ବାକୁ ପଡି ଥାଏ।

ତେବେ ଏହି ସବୁ ଏତେ ହଠାତ ହୋଇ ଥାଏ କି ଏହା ପାଇଁ ଆମେ କୌଣସି ପ୍ରକାର ସତର୍କ ହୋଇ ପାରି ନ ଥାଏ,ଆଉ ଯାହା ଦ୍ୱାରା ଆମେ ପର ମୁହୂର୍ତ୍ତରେ ରେ ଅସୁଵିଧା ରେ ପଡି ଥାଉ। ତେବେ ଏମିତି ଘଟଣା ସମାଜ ରେ ଅନେକ ଦେଖିବାକୁ ମିଳୁଛି ଆଉ ଲୋକ ମାନେ ମଧ୍ୟ ଏହାର ସମାଧାନ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା , ଅନେକ ସମସ୍ୟା ର ସାମ୍ନା କରି ଥାନ୍ତି। ତେବେ କେତେବେଳେ କଣ ଘାଟଣା ଘଟେ ତା କେହି ଜାଣି ନ ଥାନ୍ତି।

ତେବେ ଆମ ସମାଜ ରେ ଅନେକ ଶିଶୁ ପ୍ରତିଦିନ ଜନ୍ମ ହେବାର ଆପଣ ମାନେ ଦେଖିବାକୁ ପାଉ ଥିବେ। ତେବେ ତାଙ୍କ ଭିତରୁ ଏମିତି କିଛି ପିଲା ଜନ୍ମ ହେଉ ଥିବେ,ଯାହା ଅତି ଆଶ୍ଚର୍ଯ୍ୟଜନକ ହୋଇଥାଏ ।ତେବେ ଆପଣ ମାନେ ଜାଣି ଥିବେ କି ଅନେକ ପିଲା ଙ୍କ ଭିତରେ ଏମିତି କିଛି ଛୁଆ ଜନ୍ମ ହୋଇ ଥାନ୍ତି । ଯେଉଁ ମାନେ ଦେଖିବାକୁ ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାନ୍ତି। ତେବେ ଏହି ପରି ଘଟଣା କମ ଦେଖିବାକୁ ମିଳେ।

ତେବେ ବେଳେ ଏମିତି ଘଟଣା ଦେଖିବାକୁ ମିଳେ,କିନ୍ତୁ ଏହା ବହୁତ ସମସ୍ୟା ଜନିତ ଘଟଣା ଅଟେ।ତେବେ ଆଉ ବେଳେ ପିଲା ଜନ୍ମ ହୋଇ ସରିଲା ପରେ , ପିଲା ର ଶରୀର ରେ ଏକ ମାରାତ୍ମକ ରୋଗ ଦେଖା ଦେଇ ଥାଏ , ଯାହା ପାଇଁ ପିଲା ଟି ଶରୀର ବିକଳାଙ୍ଗ ଭଳି ହୋଇ ଯାଏ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆସନ୍ତୁ ଜାଣି ଘଟଣା ଟି କଣ ।

ଜନ୍ମରୁ ଅନ୍ଧ ଦୁଇ ଦମ୍ପତି ନିଜ ଜୀବନ ସହ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।ଶିଶୁକନ୍ୟାକୁ ୧୨ ମାସ ହେବା ପରେ ଶିଶୁଟି ଖେଳୁ ଖେଳୁ ତଳେ ପଡିଯାଇ ମୁଣ୍ଡ ମାଡ଼ ହୋଇ ଯାଇଥିଲା , କିଛିଦିନ ପରେ ଶିଶୁଟି ର ଆଖିକୁ କିଛି ଡିସିଲାନି , ବହୁଥର ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ଶିଶୁଟି ଆଖିକୁ ଦିସି ନଥିଲା , ଆଜି ଝିଅଟିର ଗୋଟିଏ ଆଖିକୁ କ୍ୟାନ୍ସର |

ଶିଶୁଟିର ବୟସ ଏବେ ୧୬ ମାସ,୧୬ ମାସର ଶିଶୁକନ୍ୟା ଆଖିରେ କ୍ୟାନ୍ସର ସାହାଯ୍ୟ ପାଇଁ ଦୁଇ ଦିବ୍ୟାଙ୍ଗ ଦମ୍ପତି କରୁଛନ୍ତି ନିବେଦନ। ଆପଣଙ୍କୁ ବିନମ୍ର ନିଦେଦନ ଯଦି ଆପଣ କିମ୍ବା ଆପଣମାନଙ୍କର ସାମାକିକ ସଂଗଠନ ପକ୍ଷରୁ ଛୋଟିଆ ଛୋଟିଆ ସାହାଯ୍ୟ କରିପାରନ୍ତେ | ନିଶ୍ଚିତ ଭାବେ ଝିଅଟିର ଆଖିଭଲ ହୋଇ ତିନିଟି ଜୀବନର ଆଲୋକବର୍ତ୍ତିକା ପାଳଟନ୍ତା।ବୋଝ ଉପରେ ନଳିତା ବିଡା ପରି ପାଲଟିଛି ତାଙ୍କ ଜୀବନ , ଝିଅଟିର ଆଖିକୁ କ୍ୟାନ୍ସର ହେବା ପରେ ଆଜି ଏହି ଦୁଇ ଦମ୍ପତି ବହୁ ଦୁଃଖ ଯନ୍ତ୍ରଣାରେ ଦିନ କାଟୁଛନ୍ତି ।

ସ୍ୱାମୀ – ଅଶୋକ କୁମାର ନାୟକ
ସ୍ତ୍ରୀ – ସୁମିତ୍ରା ନାୟକ
ଶିଶୁକନ୍ୟା – ପୂଜାର୍ଚ୍ଚନା ନାୟକ
ଆକାଉଣ୍ଟ ନମ୍ୱର ନାହିଁ , ଯାହା ଦେବେ ଆପଣମାନେ ଅଶୋକ ନାୟକଙ୍କ ମୋବାଇଲ ନମ୍ବର – 8456079606 ଯୋଗାଯୋଗ କରି ତାଙ୍କୁ ସହାୟତା ଦେଇପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।