ହିରୋଇନ୍ ହେବାକୁ ଯାଉଛନ୍ତି ସିରିଏଲ ତାରାତାରିଣୀ ର ନେହା ଜାଣନ୍ତୁ କେଉଁ ଫିଲ୍ମ ପାଇଁ ଓ କେବେ ରିଲିଜ ହେବାକୁ ଯାଉଛି ସେ ଫିଲ୍ମ

0

ଆମେ ସଦା ସର୍ବଦା କିଛି କୁନି ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଟିଭି ରେ ହଉ ଅବା ମୋ ଇଲେ ରେ ହଉ ଦେଖୁଚୁ ତେବେ ପ୍ରକୃତ ରେ କିଏ ସେ ହିରୋଇନ୍ ଅବା ହିରୋ କୋଉଠି ତା ତାଙ୍କ ଘର ଦ୍ଵାରା ଏ ସବୁ ଜାଣିବା ପାଇଁ ମନରେ ବହୁତ୍ ଆଗ୍ରହ ଆସେ।ଆମେ ସବୁବେଳେ ନିଜର ମନ ରଞ୍ଜନ ପାଇଁ ଟିଭି ଜରିଆରେ ବିଭିନ୍ନ ପ୍ରୋଗ୍ରାମ ଦ୍ଵାରା ଖୁସି ହଇ ଥାଉ।ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜର ଟିକେ ଖୁସି ପାଇଁ ଟିଭି ,

ମୋବାଇଲ ଆଦି ଇଣ୍ଟରନେଟ ସହ ଜଡ଼ି ହଇ ରହିଥାଏ ।ଜୀବନରେ କାମ ମଧ୍ୟରେ ଟିକେ ସମୟ ବାହାର କରି ଆମେ ନିଜର ମନୋରଞ୍ଜନ କରିଥାଉ ।ଆମେ ସବୁବେଳେ ନିଜର ମନ ରଞ୍ଜନ ପାଇଁ ଟିଭି ଜରିଆରେ ବିଭିନ୍ନ ପ୍ରୋଗ୍ରାମ ଦ୍ଵାରା ଖୁସି ହଇ ଥାଉ।ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜର ଟିକେ ଖୁସି ପାଇଁ ଟିଭି , ମୋବାଇଲ ଆଦି ଇଣ୍ଟରନେଟ ସହ ଜଡ଼ି ହଇ ରହିଥାଏ।

ସବୁ ବେଳେ ମନ ରେ କିଛି କିଛି କଥା ଆସେ କି ସେ ହିରୋ ହୁଅନ୍ତୁ କୁ ହିରୋଇନ୍ କି କୌଣସି ପରଦା ପଛରେ କାମ କରୁଥିବା ବ୍ୟକ୍ତି ତାଙ୍କର ଘର ,ଦ୍ଵାରା ,ବାପା ,ମାଆ ,ଘର ସଦସ୍ୟ ସଂଖ୍ୟା ,ଆହୁରି ବହୁତ୍ କିଛି ଜାଣିବା ପାଇଁ ଇଚ୍ଛା ଥାଏ ।ଆପଣ ମାନେ ଆମ ସମସ୍ତେ ଆମ ଓଲିଉଡ ଜଗତର କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ।ଏହି କଳାକାର ମାନେ ସେମାନଙ୍କ ଜୀବନ ଶୈଳୀ କୁ ନେଇ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆଜି ଆମେ ଏମିତି ଜଣେ ଚର୍ଚ୍ଚିତ କଳାକାର ଙ୍କ ବିଷୟରେ ଆପଣ ମାନଙ୍କୁ କହିବୁ।ସେଇ କଳାକାର ଜଣକ ହେଉଛନ୍ତି।

ସେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ।ଆମ ଦର୍ଶକ ବନ୍ଧୁ ଗଣ ଆପଣ ମାନେ ତାରା ତାରିଣୀ ସିରିଆଲ ତ ଦେଖି ଥିବେ ସେଇ ସିରିଆଲ ରେ ଅଭିନୟ କରିଥିବା ଜଣେ ଶିଶୁ କଳାକାର ନେହା ଙ୍କୁ ତ ଆପଣ ମାନେ ନିଶ୍ଚିତ୍ତ ଭାବରେ ଜାଣିଥିବେ।ତେବେ ଦର୍ଶକ ବନ୍ଧୁ ଆମ ଆପଣ ଙ୍କୁ କହିବୁ ତାଙ୍କ ଘର କୋଉଠି ,ତାଙ୍କ ବୟସ କେତେ ଓ ସେ କେତେ ଯାଏ ପାଠ ପଢ଼ିଛନ୍ତି ଏମିତି ବହୁତ୍ କିଛି ।

ଆପଣ ମାନେ ତାରା ତାରିଣୀ ସିରିଆଲ ରେ ନେହା ଙ୍କ ର ଜବର୍ ଦସ୍ତ୍ ଏକ୍ଟି ତ ନିହାତି ଦେଖିଥିବେ ।ନେହା ଙ୍କୁ ବାର୍ତ୍ତା ମନ ୧୪ ବର୍ଷ ହେଇଚି ଏଇ ସିରିଆଲ ରେ ଅଭିନୟ କରିବା ସମୟରେ ତାଙ୍କର ୧୨ ବର୍ଷ ହେଇଥିଲା ଏ ସବୁ ମଧ୍ୟ ରେ ତାଙ୍କର ୨ ବର୍ଷ ବିତି ଯାଇଛି। ବର୍ତ ମାନ ସମୟରେ ତାଙ୍କର ବୟସ ଅନୁସାରେ ନେହା ୯ମ ଶ୍ରେଣୀ ରେ ପଢୁଛନ୍ତି।ତାଙ୍କର ପରିବାର କହିଲେ ବାପା ,ମାଆ ଓ ଆଉ ଗୋଟେ ସନ ଭଉଣୀ ରୁହନ୍ତି।ନେହା ଙ୍କ ବାପା ହିଁ ତାଙ୍କୁ ବହୁତ୍ ହେଲ୍ପ କରନ୍ତି ଓ ସେହି ତାଙ୍କୁ ଏଇ ସିରିଆଲ ଲାଇନ୍ କୁ ଆଣିଛନ୍ତି ।ଆଗାମୀ ଦିନ ରେ ସେ ଜଣେ ଭଲ ହିରୋଇନ୍ ହୋଇ ବାହାରିବେ ସେଇଟା ତାଙ୍କର ମୂଳ ଲକ୍ଷ୍ୟ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।