ବିବାହ କରିବା ପୂର୍ବରୁ ଜରୁରୀ ହେଲା ରକ୍ତ ପରୀକ୍ଷା କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ,ଜାଣନ୍ତୁ ସମ୍ପୂର୍ଣ ଖବର…….

0

ଆମ ଦେଶ ରେ ପୁଅ ଓ ଝିଅ ମାନଙ୍କ ପାଇଁ ଏକ ବଡ଼ ପ୍ରଥା ରହିଛି ।ତେବେ ସେହି ବଡ଼ ପ୍ରଥା ଟି ହେଉଛି ବିବାହ। ଯାହା ଦୁଇ ଜଣା କୁ ପରସ୍ପର ସହ ବାନ୍ଧି ରଖି ଥାଏ। ତେବେ ଏହି ପ୍ରଥା ଖାଲି ଆମ ଦେଶ ରେ ନୁହଁ , ସବୁ ଦେଶ ରେ ଏହି ପ୍ରଥା ଚାଲି ଆସିଛି। ତେବେ ଏହି ପ୍ରଥା ଅନେକ କାଳ ରୁ ସୃଷ୍ଟି ହୋଇଛି। ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲି ଆସିଛି । ଏବଂ ଏହାର୍ କୌଣସି ପରିବର୍ତ୍ତନ୍ ହୋଇ ନାହିଁ। ସମାଜ କୁ ଆଗକୁ ବଢାଇବା ପାଇଁ ବିବାହ କରା ଯାଏ। ଏବଂ ବିବାହ ସମସ୍ତ ପୁଅ ଝିଅ କରିବା ନିଶ୍ଚିତ ।


ତେବେ ଗୋଟେ ଝିଅ ର କିମ୍ବା ଗୋଟେ ପୁଅର ବିବାହ କଥା ଉଠିଲେ। ଅନେକ କାମ କୁ ଅତି ନିରାପଦ ସହ କରା ଯାଏ।କାରଣ ଏଟା ତାଙ୍କ ସାରା ଜୀବନର କଥା ହୋଇ ଥାଏ।ତେବେ ଆପଣ ଜାଣି ଥିବେ ଯେ ଅନେକ ଲୋକ ଙ୍କର ବିବାହ କୁ ନେଇ ଚିନ୍ତା ଧାରା ଅଲଗା। ତେବେ ଅନେକ ଲୋକ ପୁଅ ଓ ଝିଅ ର ବିବାହ ପୂର୍ବର ରୁ ଦୁଇ ଜଣଙ୍କ ଜାତକ , ରାଶି ଆଦି ଦେଖା ଯାଏ।ତେବେ ଏହି ମିଶ୍ରଣ ହେଉଛି ବ୍ୟକ୍ତିଗତ।


ସେହି ଦମ୍ପତି ଙ୍କ ଶରୀରରେ ଥାଲସେମିଆ ଭଳି ରୋଗର ଯାଞ୍ଚ୍ କରିବାକୁ ଚାଁହୁ ଛନ୍ତି ସରକାର।ତେବେ ଏହା କରିବା ଦ୍ୱାରା ଥାଲାସେମିଆ ରୋଗ ହ୍ରାସ ପାଇ ଯିବ। ତେବେ ଯଦି କୌଣସି ଦମ୍ପତି ମାନଙ୍କ ଶରୀର ରେ ଏହି ରୋଗ ଥାଏ। ତେବେ ତାଙ୍କ ପାଖରୁ ଜନ୍ମ ହେଉ ଥିବା ସନ୍ତାନ ମାନଙ୍କ ପାଖରେ ମଧ୍ୟ ସେହି ରୋଗ ରହିବାର ଆଶଙ୍କା ରହି ଥାଏ। ତେବେ ଏହାକୁ ରୋକିବା ପାଇଁ ସରକାର ପ୍ରତେକ ସ୍କୁଲ ଓ ହସ୍ପିଟାଲ ରେ ଗର୍ଭବତି ମାନଙ୍କ ର୍ ପରୀକ୍ଷା କରାଯିବ।

ତେବେ ଏହି ରୋଗ କଣ ଆସନ୍ତୁ ଜାଣିବା। ତେବେ ଥାଲାସେମିଆ ହେଉଛି ଏକ ଜିନ ଗତ ରୋଗ। ଯାହା ବାପା ମା ମାନଙ୍କ ଜିନ ରୁ ଆସି ଥାଏ।ତେବେ ଆମ ଦେଶ ରେ ବିବାହ ପ୍ରାୟ ତ୍ ସମାନ ସମ୍ପ୍ରଦାୟ ଲୋକଙ୍କ୍ ସହ ହୁଏ। ତେଣୁ ଏହା ବଢିବ ସ୍ୱାଭାବିକ । ତେବେ ଏହି ରୋଗ ଯେଉଁ ମାନଂକୁ ହୁଏ । ତେବେ ମହାରାଷ୍ଟ୍ର ରୁ ଓଡିଶା ର ଅନେକ ଲୋକ ଏହାର ଶିକାର ହେଉଛନ୍ତି। ତେବେ ୧୦୦ ଜଣକ ଭିତରୁ ୫ ଜଣକ ପାଖରେ ଏହି ରୋଗ ଦେଖା ଯାଏ।


ତେବେ ସରକାର ଙ୍କ ଏହି ପଦକ୍ଷେପ ଆମ ପାଇଁ ବହୁତ ଲାଭଦାୟକ ହେବ। ଏବଂ ଦେଶ କୁ ଏହି ରୋଗ ରୁ ମୁକ୍ତ କରିବା ପାଇଁ ଏହା ଏକ ଭଲ ଉପାୟ। ତେବେ ତା ସହ ଆମେ ମଧ୍ୟ ସୁରକ୍ଷିତ ରହିବା । ଓ ଆମ ସମାଜ ମଧ୍ୟ ସୁରକ୍ଷିତ ରହିବ। ତେବେ ଏହି ନିୟମ ସମସ୍ତେ ଅନୁସରଣ କରିବା ନିହାତି ଦରକାର। ଯାହା ଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ଆମ ଆଗ ପିଢ଼ି ମଧ୍ୟ ସୁରକ୍ଷିତ ରହିବ। ଏବଂ ଏହି ନିୟମ ଆମ ସମାଜ ରେ ଏକ ନିରାପଦ ର ବାର୍ତା ଦେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।