ଦେଖନ୍ତୁ ଭିଡିଓ କ’ଣ ଘଟିଲା ମାୟା ଧାରା ବାହିକ ର ଋଦ୍ରୀ ସୁଟଂ ସେଟରେ ହିଁ ବିବାହ କରିନେଲେ ଜାଣନ୍ତୁ ହଠାତ୍ ତାଙ୍କର ବିବାହ କରିବା ପଛର ରହସ୍ୟ କଣ ଥିଲା

0

ଆମ ତରଙ୍ଗ ଟିଭି ରେ ହଉଥିବା ସିରିଏଲ ରେ କଉ ହିରୋଇନ୍ କେତେ ତାଙ୍କ ର ଅଧିକାରିଣୀ ସେ ସବୁ କୁ ଭଲ ଭାବରେ ଜାଣିବା ।ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି।

ରୁଦ୍ରୀ ଜାହାଙ୍କୁ ଆପଣ ମାନେ ମାୟା ସିରିଏଲ ରେ ଦେଖି ଥାନ୍ତି ତାଙ୍କର ସଂମ୍ପତୀ ର ମୂଲ୍ୟ 50 ଲକ୍ଷ୍ୟ ରୁ ଅଧିକ ଅଟେ ତେବେ ଆପଣ ମାନେ ଭଲ ଭାବରେ ଜାଣି ପାରୁଥିବେ ଆଜି ର ବିଷୟ ହଉଚି ଆମର ଓଡ଼ିଆ ମେଗା ଧାରା ବାହିକ ର ରୁଦ୍ରି ।ଆମ ପାଖରେ ଋଦ୍ରି ଙ୍କ ର ଏମିତି ଏକ ଭିଡିଓ ଆସି ଲାଗିଚି ଯାହା ଆପଣ ମାନେ ଭି ଦେଖିଲେ ଆଶ୍ଚର୍ଯ୍ୟ ହଉଥିବେ।ତେବେ କଣ ପାଇଁ ରିଦ୍ରି ସିନ୍ଦୁର ପିନ୍ଧୁଛନ୍ତି ଏ ମେଗା ଧାରା ବାହିକ ରେ !ତାଙ୍କ ର ରିଅଲ୍ ଲାଇଫ ରେ କଣ ବିବାହ ହେଇଚି କି !

ଆମେ ଆଜି ଆମ ମାୟା ଧାରା ବହିକ ର ହିରୋଇନ୍ ଋଦ୍ରୀ ଙ୍କ ବିଷୟରେ କିଛି କହିବୁ ।ସେ ଏମିତି ଏକ ଶିଶୁ କଳାକାର ଯେ କୁ ପ୍ରଥମେ ହିରୋଇନ୍ ର ଭଉଣୀ ଆକ୍ଟିଂ ରେ ଅଭିନୟ କରିବାର ନିଜର ରେ ଆସିଥିଲା ।ତ ପରେ ପରେ ତାଙ୍କୁ ଏତେ ଛୋଟ ବୟସରୁ ମାୟା ଧାରାବାହିକ ରେ ଅଭିନୟ କରିବା ପାଇଁ ମିଳିଲା ।ସେ ପ୍ରଥମେ ଗୋଟେ ଅଡିସନ ଦ୍ଵାରା ସେରିଏଲ ରେ ପସିଥିଲେ।ସେ ତାଙ୍କ ବାପା ଆଉ ମାଆ ଙ୍କ ଗୋଟିଏ ବୋଲି ବଡ଼ ଝିଅ ଥିଲେ ତାଙ୍କ ତଳେ ତାଙ୍କର ଆଉ ଦୁଇଟି ଭାଇ ମଧ୍ୟ ଅଛନ୍ତି ।

ଏବେ ଆମ ଧାରାବାହିକ ର ଚୁଲ୍ ବୁଲି ହିରୋଇନ୍ ଋଦ୍ରି +୨ରେ ପାଠ ପଢ଼ୁଛନ୍ତି।ତାଙ୍କ କହିବା ଅନୁଯାଇ ତାଙ୍କ ମାମୁଁ ଙ୍କ ଘରେ କେହି ଭି ଝିଅ ନା ଥିବାରୁ ର ସମସ୍ତଙ୍କ ଠାରେ ପ୍ରିୟ ।ତାଙ୍କର ପ୍ରକୃତ ନାମ ହଉଚି ଜସ୍ମିନ ।ନାମ ରେ ଯେମିତି ରୂପ ରେ ଭି ଠିକ୍ ସେମିତି । ଆମେ ଆମ ମାୟା ସିରିଆଲ ରେ ଅଭିନୟ କରିଥିବା ହିରୋ ଙ୍କୁ ତ ଜାଣିଥିବେ ଯାହା ଙ୍କ ର ସିରିଆଲ ନାମ ନାଗେଶ।ତେବେ ତାଙ୍କ ପ୍ରକୃତ ନାମ ହଉଚି ମାନସ୍।ତାଙ୍କର ପ୍ରକୃତ ଘର ହଉଚି ବାରିପଦା ।ସେ ସେହି ଠାରେ ଭି ରୁହନ୍ତି ।ଏବେ ସେଇ ସୁଟିଂ କାମ ପାଇଁ ଭୁବନଶ୍ବର ରେ ରହୁଛନ୍ତି ଏବଂ ସେଇଠୁ ହିଁ ସୁଟିଂ ସେଟ୍ କୁ ଯାଉଛନ୍ତି ।

ନାଗେଶ୍ ଙ୍କ ଭାଇ ଆଉ ଭଉଣୀ ମିଶି ୫ଜଣ ତେବେ ସେ ହଉଛନ୍ତି ସବୁଠୁ ସାନ ଆଉ ଲାଡଲା ।ସେ ନିଜର ପାଠ ପଢା ସାରି ଦିଲ୍ଲୀ ଚାଲି ଯାଇଥିଲେ ଚାକିରି କରିବା ପାଇଁ ।ଯେତେବେଳେ ଚାକିରି ନ ପାଇ ସେଠୁ ବାର ବାର କରିବା କାରଣରୁ ସେ ଓଡ଼ିଶା ଚାଲି ଆସିଥିଲେ ।ତ ପରେ ତାଙ୍କୁ ଏ ଗ୍ଲାମୋର୍ ଜଗତ ଟାଣି ଆଣିଥିଲା ।ତ ପରେ ପରେ ସେ ଡାନ୍ସ କ୍ଲାସ୍ ରେ ଯୋଗ ଦେଇ ଡାନ୍ସ ଶିଖିଥିଲେ ।ଏମିତି ଥିଲା ତାଙ୍କର ଲାଇଫ ଷ୍ଟାଇଲ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।