ତରଙ୍ଗ ଟିଭି ର ସବୁଠୁ ଧନୀ ହିରୋଇନ ମାନଙ୍କୁ ଆଗରୁ ଦେଖିନଥିବେ । ଏ ହେଉଛନ୍ତି ସବୁଠୁ ଧନୀ

0

ଆମେ ଆପଣ ମାନଙ୍କୁ ଓଡ଼ିଆ ସିରିଏଲ ଜଗତ ବିଷୟରେ ବହୁତ୍ କିଛି କହିଲୁନି ।ଏଇ ସିରିଏଲ ରେ ଆମର ସବୁ ନାୟିକା ମାନେ ବହୁତ୍ ତାଙ୍କ ରୋଜୋଗର କରୁଥିବା ବେଳେ ତାଙ୍କର ଘରେ ଥିବା ଧନ ବିଷୟରେ ବାସ୍ତବ ରେ ବର୍ଣ୍ଣନା କରିବା ।ଆମ ତରଙ୍ଗ ଟିଭି ରେ ହଉଥିବା ସିରିଏଲ ରେ କଉ ହିରୋଇନ୍ କେତେ ତାଙ୍କ ର ଅଧିକାରିଣୀ ସେ ସବୁ କୁ ଭଲ ଭାବରେ ଜାଣିବା ।ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି।

ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

*ରୁଦ୍ରି:-

ତେବେ ପାଞ୍ଚ ନମ୍ବର ରେ ଆସୁଛନ୍ତି ରୁଦ୍ରୀ ଜାହାଙ୍କୁ ଆପଣ ମାନେ ମାୟା ସିରିଏଲ ରେ ଦେଖି ଥାନ୍ତି ତାଙ୍କର ସଂମ୍ପତୀ ର ମୂଲ୍ୟ 50 ଲକ୍ଷ୍ୟ ରୁ ଅଧିକ ଅଟେ ।

*ରୋଜି:-

ଏହା ପରେ ଚାରି ରେ ରୋଜି ରହିଛନ୍ତି ଜାହାଙ୍କୁ ଆପଣ ମାନେ ସିନ୍ଦୁର ର ଅଧିକାର ସିରିଏଲ ରେ ଦେଖି ଥିବେ ତାଙ୍କର ସଂମ୍ପତୀ ର ମୂଲ୍ୟ 80 ଲକ୍ଷ୍ୟ ରୁ ଉର୍ଧ ଅଟେ।

*ଶ୍ରଦ୍ଧା:-

ଏହା ପରେ ତିନି ରେ ରହିଛନ୍ତି ଶ୍ରଦ୍ଧା ଆପଣ ମାନେ ଶ୍ରଦ୍ଧା ଙ୍କୁ କୁଆଁରୀ ବୋହୁ ସିରିଏଲ ରେ ଦେଖି ଥିବେ ସେମିତି ରେ ଶ୍ରଦ୍ଧା ଙ୍କ ସଂମ୍ପତୀ ର ମୂଲ୍ୟ କହିଲେ ଦେଢ କୋଟି ଟଙ୍କା ଅଟେ ।

*ରାଧିକା:-

ଏହା ପରେ ଦୁଇ ରେ ଦୁଇ ରେ ରହିଛନ୍ତି ରାଧିକା ନୂଆ ବୋହୁ ସିରିଏଲ ରେ ରାଧିକା ଙ୍କ ବହୁତ ଭଲ ଅଭିନୟ ପାଇଁ ଏହି ସିରିଏଲ ଟି ବର୍ତମାନ ସମୟ ରେ ନଂ ୱାନ ରେ ରହିଛି ବର୍ତମାନ ସମୟ ରେ ରାଧିକା ଙ୍କ ସଂମ୍ପତୀ ର ମୂଲ୍ୟ ହେଲା ତିନି କୋଟି ଟଙ୍କା।

*ତାରିଣୀ:-

ଏହା ପରେ ଏକ ନମ୍ବର ରେ ରହିଛନ୍ତି ତାରିଣୀ ଆପଣ ମାନେ ତାରା ତାରିଣୀ ସିରିଏଲ ରେ ତାରିଣୀ ଙ୍କୁ ଦେଖି ଥିବେ ସେମିତି ରେ ତାରିଣୀ ଙ୍କ ସଂମ୍ପତୀ ର ମୂଲ୍ୟ ବିଷୟ ରେ କହିବା ତେବେ ଛଅ କୋଟି ଟଙ୍କା ଅଟେ ।

ଏହି ଭଳି ଅଧିକ ପରିଶ୍ରମ କରି ଆମ ହିରୋଇନ୍ ମାନେ ବହୁତ୍ ତାଙ୍କ ର ଅଧିକାରିଣୀ ହଇ ସାରିଛନ୍ତି ।ଆମେ ସମସ୍ତେ ଗୋଟିଏ କଥା ଜାଣିଚୁ ଯିଏ ଯେମିତି କାମ କରିବେ ସେ ସେମିତି ଫଳ ପାଇବେ ।ଯେମିତି ଆମ ଓଡ଼ିଆ ସିରିଏଲ ର ହିରୋଇନ୍ ମାନେ ବହୁତ୍ ନାଁ କରିଗଲେନି ।ତାଙ୍କର ଅକାଳ ପରିଶ୍ରମ ଆଜି ସେଇ ମାନଙ୍କୁ ଏଇ ସ୍ଥାନ ରେ ପହଞ୍ଚାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।