ଦେଖନ୍ତୁ ଭିଡିଓ – ରୋଷେଇ କରୁଥିବା ସମୟରେ ହଠାତ୍ ବାବୁସାନ ଙ୍କୁ ଅପରାଜିତା ଏଭଳି ଏକ କଥା କହିଲେ ବାବୁସାନ୍ ଶେଷରେ

0

ସାରା ବିଶ୍ଵ ଏବେ ମଧ୍ୟ କରୋନା ମହାମାରୀ ଦ୍ୱାରା ପୀଡିତ ।ଏପର୍ଯ୍ୟନ୍ତ ଅନେକ ନୀରିହ ଲୋକ ଏହି ମହାମାରୀ ଦ୍ୱାରା ନିଜର ଜୀବନ ହରାଇ ସାରିଲେଣି। ଆଉ ଅନେକ ଏବେ ମଧ୍ୟ ଏହା ସହ ଯୁଦ୍ଧ କରୁଛନ୍ତି। ଏହି ମହାମାରୀ କେତେକ ବାପା ମାଆ ଙ୍କ ଠାରୁ ସେମାନଙ୍କ ର ରୋଜଗାରିଆ ପୁଅ କୁ ଛଡେଇ ନେଇଛି ତ, ଆଉ କେତେକ କଅଁଳ ଶିଶୁ ଙ୍କୁ ଅନାଥ କରି ଦେଇଛି। ଏହି ମହାମାରୀ ବହୁ ଲୋକ ଠୁ ସେମାନଙ୍କ ର ସବୁଠାରୁ ଦାମୀ ଦାମୀ ଜିନିଷ କୁ ସେମାନଙ୍କ ଠୁ ଛଡେଇ ନେଇଛି।

ପ୍ରଥମେ ଚୀନ୍ ରୁ ଉତ୍ପନ୍ନ ହୋଇଥିବା ଏହି ମହାମାରୀ ପରେ ଧିରେ ଧିରେ ସାରା ବିଶ୍ଵରେ ତାର କାୟା ମେଲେଇବାରେ ଲାଗିଲା। ଏହି ମହାମାରୀ ରେ ଚୀନ୍ ର ଅନେକ ଲୋକ ପୋକ ମାଛି ପରି ମରିଗଲେ। ଏହାପରେ ଆମେରିକା ରେ ମଧ୍ୟ ସେହି ଅବସ୍ଥା ହୋଇଥିଲା। ସବୁ ଦେଶ ମାନଙ୍କ ତୁଳନା ରେ ଆମ ଭାରତ ରେ କରୋନା ର ମାତ୍ରା କମ୍ ଥିଲା। ଆମ ସରକାର ପ୍ରଥମ ରୁ ହିଁ ଏଥି ପ୍ରତି ସତର୍କ ହୋଇ ଯାଇଥିଲେ।

ପ୍ରଥମେ ଯେତେବେଳେ ଆମ ଦେଶରେ କରୋନା ଦେଖା ଦେଇଥିଲା, ସରକାର ସାରା ଦେଶ ରେ ଲକ୍ଡାଉନ୍ କରିଦେଇଥିଲେ। ଏହା ଫଳରେ ବସ୍, ଟ୍ରେନ୍, ଏରୋପ୍ଲେନ୍ ଆଦି ଚଳାଚଳ ବନ୍ଦ ହୋଇ ଯାଇଥିଲା। ଏବଂ ଦେଶ ଦେଶ , ରାଜ୍ୟ ରାଜ୍ୟ ଏବଂ ଏମିତିକି ଜିଲ୍ଲା ଜିଲ୍ଲା ମଧ୍ୟ ରେ ଚଳାଚଳ ବନ୍ଦ ହୋଇଯାଇଥିଲା।

ଏହାଦ୍ୱାରା ଅନେକ ପରିମାଣରେ କରୋନା ମହାମାରୀ କୁ ଆମ ଦେଶ ରେ ରୋକାଯାଇ ପାରିଥିଲା। ଏହି ସମୟ ରେ କେହି ବି ନିଜ ଘରୁ ବାହାରୁ ନ ଥିଲେ କି କୁଆଡେ ବି ଯାଉନଥିଲେ। ସମସ୍ତେ ଘରେ ରହି ସରକାର ଙ୍କ ର ନିୟମ କୁ ପାଳନ କରୁଥିଲେ। ଏହି ସମୟ ରେ ସିନେ ଷ୍ଟାର ମାନେ ମଧ୍ୟ ନିଜ ର ସୁଟିଂ ବନ୍ଦ କରି ନିଜ ନିଜ ଘରେ ରହୁଥିଲେ। ତେବେ ଏବେ ସୋସିଆଲ୍ ମିଡିଆ ରେ ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁଥିରେ କି ଓଲିଉଡ୍ ର ଦୁଇ ସୁପରଷ୍ଟାର ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଲକ୍ଡାଉନ୍ ସମୟ ରେ ନିଜ ଘରେ ରହି କଣ ସବୁ କରୁଛନ୍ତି ତାହା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସେହି ଭିଡ଼ିଓ ଟି ସମ୍ପର୍କରେ।

ଏହି ଭିଡିଓ ଟି ରେ ଦେଖିବାକୁ ମିଳୁଛି ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଦୁଇ ଜଣ ନିଜ ଘରେ ହିଁ ରହିଛନ୍ତି। ଅପରାଜିତା ବେଲ ପଣା କରି ନିଜ ପୁଅ ଅର୍ଥାତ୍ ସୁପରଷ୍ଟାର ବାବୁସାନ୍ ଙ୍କୁ ଡାକି ଭିଡିଓ ରେ କହୁଛନ୍ତି “ ବାବୁସାନ୍ ଆ ପଣା ପିଇବୁ, ପୁଣି କହୁଛନ୍ତି ଗୁଡୁ ଆ ପଣା ପିଇବୁ ଏବଂ କହୁଛନ୍ତି, ଗୁଡୁ ତ ପଣା ପିଏନି, ନା ପିଏକି ”।ସେ ଘରେ ରହି ଠାକୁର ଙ୍କ ର ପୂଜାର୍ଚ୍ଚନା କରୁଥିଲେ ଏବଂ ଘରେ ହିଁ ରହି ସରକାର ଙ୍କ ର ନିୟମ ସବୁକୁ ମାନୁଥିଲେ।

ଏହି ସମୟ ରେ ଅପରାଜିତା ନିଜର ଏକ ଲାଇଭ୍ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲୋକ ମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ଅଧିକ ତଥ୍ୟ ଦେଉଥିଲେ, ଲୋକ ମାନଙ୍କୁ କରୋନା ସମ୍ପର୍କରେ ଅଧିକ ବୁଝାଉଥିଲେ। କେଉଁ ପରି ଭାବରେ କରୋନା ଠାରୁ ଦୂରେଇ ରହିବା କେଉଁ ସବୁ କାର୍ଯ୍ୟ କରିବା ସେହି ସମ୍ପର୍କରେ କହୁଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।