ଜାଣନ୍ତୁ ଅଭିନେତ୍ରୀ ଲିପି ମହାପାତ୍ର ଙ୍କ ବିବାହିତା ଜୀବନ କାହାଣୀ ବିଷୟରେ କିଛି ଅଜଣା ଓ ଲୁଚି ରହିଥିବା କଥା ସମ୍ପର୍କରେ

0

ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ।

ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଓ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।

ସେହିପରି ଆଜି ଆମେ ଆମର ପ୍ରସିଦ୍ଧ ତାରା ତାରିଣୀ ସିରିଆଲ୍ ର ହିରୋଇନ୍ ଲିପି ଙ୍କ ବିଷୟରେ କହିବୁ ।ଲିପି ଙ୍କ ଭଲ ନାମ ହଉଚି ସୁଶ୍ରୀ ସଙ୍ଗୀତା ମହାପାତ୍ର ।ସେ ଜାନୁଆରୀ ୨୦ ରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ଜନ୍ମ ସ୍ଥାନ ହଉଚି ବରମପୂର୍।ତାଙ୍କର ପ୍ରକୃତ ଘର ବା ବାପା ଙ୍କ ଘର ହଉଚି ସମ୍ବଲପୁର ଠାରେ ।ଲିପି ନିଜେ ବରହମପୂର୍ ଠାରେ ରହି ନିଜର ପାଠ ପଢା ଆରମ୍ଭ କରିଥିଲେ ।

ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଲିପି ମହାପାତ୍ରଙ୍କ ଜୀବନୀ ଓ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।ଲିପି ମହାପାତ୍ର ଙ୍କ ର ପ୍ରଥମ କଥା ସେ ବିବାହ କରିସାରିଛନ୍ତି ।ସେ ହଉଛନ୍ତି ସେଇ ଓଡ଼ିଆ ସିରିଏଲ ଜଣେ ଅଭିନେତା ।ଏ କିଛି ଦିନ ହେଲା ତାଙ୍କର ବିବାହ ର ଆଲବମ ଫଟୋ ସବୁ ଆସିଥିଲା ।ଆଉ ସଏସିଆଲ ମିଡିଆ ରେ ଘୁରି ବୁଲୁଥିଲା।

ଲିପି ମହାପାତ୍ରଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା ,ହେଲେ ତାଙ୍କ ପିତା ଥିଲେ ଜଣେ ଏସପି ଅଫିସର । ତାଙ୍କ ପିତା ଲିପିଙ୍କୁ ଆଇପିଏସ କରିବା ପାଇଁ ଚାହୁଁଥିଲେ । ହେଲେ ଲିପିଙ୍କ ମା ଚାହୁଁଥିଲେ ଲିପି ଏକ ବଲିଉଡ ଅଭିନେତ୍ରୀ ହୁଅନ୍ତୁ । ବନ୍ଧୁଗଣ ଲିପିଙ୍କୁ ପିଲା ଦିନରୁ ଡ୍ୟାନ୍ସ ଓ ଅଭିନୟ କରିବା ପାଇଁ ବହୁତ ଭଲ ଲାଗୁଥିଲା । ସେ ବରହମପୁର କଲେଜରେ ପାଠ ପଡିଥିଲେ ଓ ସେହି ସମୟରେ ମଧ୍ୟ ସେ କେତେକ ଆଲବମ ଗୀତରେ ଅଭିନୟ କରିଥିଲେ । ଲିପି ନିଜ ଅଭିନୟ କାରିୟରର ଆରମ୍ଭ ଓଡିଆ ଆଲ୍ବମ ଗୀତରୁ ଆରମ୍ଭ କରିଥିଲେ ।

ସେ ପାଖା ପାଖି ୩୦୦୦ଟି ଓଡିଆ ଆଲବମ ଗୀତ କରିଛନ୍ତି, ସେଥିପାଇଁ ତାଙ୍କୁ ଆଲବମ କ୍ଵିନ ମଧ୍ୟ କୁହାଯାଏ । କେତେକ ଆଲବମ ଗୀତରେ ଅଭିନୟ କରିବା ଦ୍ଵାରା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଓମ ଶାନ୍ତି ଓମ’ । ସେ ଗୋଟିଏ ଓଡିଆ ଫିଲ୍ମରେ କାମ କରିବା ପାଇଁ ୨ ରୁ ୩ ଲକ୍ଷ ତାଙ୍କର ଡିମାଣ୍ଡ କରିଥାନ୍ତି ଓ ଗୋଟେ ସିରିଏଲ ପାଇଁ ସେ ୪୦ ରୁ ୫୦ ଲକ୍ଷ ତାଙ୍କର ଡିମାଣ୍ଡ କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।