Ajira anuchinta – କେବେବି ଏହି ତିନି ପ୍ରକାରର ବ୍ୟକ୍ତିଙ୍କୁ ସାହାଯ୍ୟ କରୁନ୍ତୁ ନାହିଁ ଜାଣନ୍ତୁ ସେହି ବ୍ୟକ୍ତିଙ୍କ ବିଷୟରେ

0

ଭଗବାନ ଙ୍କର ସୃଷ୍ଟି ରେ ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରୁ ମଣିଷ କୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ ।କାରଣ କେବଳ ମନୀଷ ହି ଏ ଧାରା ପୃଷ୍ଠା ରେ ଗୋଟିଏ ଜାତିର ପ୍ରାଣୀ ଯାହା ପାଖରେ ଭଗବାନ ବିଚାର କରିବା ର ତଥା ଭୁଲ ଓ ଠିକ ମଧ୍ୟରେ ଥିବା ଫରକ ଜାଣିପାରି ।ଆଉ ମଣିଷ ମାନେ ସବୁବେଳେ ଏହି କଥା ଟୀକୁ ମନେ ରଖି ତାଙ୍କର ସମସ୍ତ କାର୍ଯ୍ୟ କରିବା ଉଚିତ ।

ଖାଲି ଏତିକି ନୁହେଁ ବରଂ ସମସ୍ତ ମନୁଷ୍ୟ ପାଖରେ ଏହି ବିଚାର ଶୀଳ ଗୁଣ ଥିବାରୁ ତାହାକି ଗୋଟିଏ ସାମାଜିକ ତଥା ମାନବିକତା ଧରି ପ୍ରାଣୀ ଭାବରେ ବିବେଚନା କରାଯାଏ ।ତେବେ ଜଣେ ମଣିଷ ଭାବରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ବହୁତ ଭଲ ହୋଇଥାଏ । ଏମିତି ମଧ୍ୟ କୁହାଯାଏ କି ଯଦି ଆପଣ ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସମୟରେ ସାହାଯ୍ୟ କରୁଛନ୍ତି ।

ତେବେ ଏହି ସାହାଯ୍ୟ ଆପଣଙ୍କ ପାଖକୁ ବହୁତ ବଡ଼ ସାହାଯ୍ୟ ହୋଇ ଫେରି ଆସିବ ।କିନ୍ତୁ ଆମେ ଆଜି ଆପଣଂକୁ କହିବାକୁ ଯାଉଛୁ ଯେ ଆପଣ କେବେବି ଏହି ତିନି ପ୍ରକାରର ବ୍ୟକ୍ତି ଙ୍କୁ ସାହାଯ୍ୟ କରନ୍ତୁ ନାହିଁ ।ଏମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ଏହା ଆପଣଙ୍କ ଦୁଃଖ ଦେବ ଏବଂ ଆପଣଙ୍କ ଅଶାନ୍ତି ର କାରଣ ହେବ।ତେବେ ଆସନ୍ତୁ ଜାଣିବା ସେହି ତିନି ପ୍ରକାରର ଲୋକଙ୍କ ବିଷୟରେ ।

୧.ମୁର୍ଖ ବ୍ୟକ୍ତି:-

ଆପଣ କେବେ ବି ଜଣେ ମୁର୍ଖ ବ୍ୟକ୍ତି ବା ମହିଳା ଙ୍କୁ ଜ୍ଞାନ ଦିଅନ୍ତୁ ନାହିଁ କିମ୍ବା ସେମାନ ଙ୍କୁ କୌଣସି ପରିସ୍ଥିତିରେ ବି ଉପଦେଶ ଦିଅନ୍ତୁ ନାହିଁ ।କାରଣ ଏହି ବ୍ୟକ୍ତି ମାନେ ଆପଣଂକ ଜ୍ଞାନ ଓ ଉପଦେଶ ର ମୁଲ୍ୟ ବୁଝନ୍ତି ନାହିଁ। ଆଉ ଯଦି ଆପଣ ଏମାନ ଙ୍କୁ କିଛି ଭଲ ଉପଦେଶ ଦେବାକୁ ଚାହିଁଥାନ୍ତି ଏମାନେ ତାହାର ନେଗେଟିଭ ଅର୍ଥ ବାହାର କରି ଉଲଟା ଆପଣ ଙ୍କୁ ଦୋଷ ଦେଇଥାନ୍ତି।ତେଣୁ ଏହି ବ୍ୟକ୍ତି ଙ୍କୁ ଜ୍ଞାନ ବାଣ୍ଟିବା ଭୁଲ ହୋଇଥାଏ। ଏମାନଙ୍କୁ ଜ୍ଞାନ ଦେବାର ଅର୍ଥାତ ନିଜ ଜ୍ଞାନ କୁ ଅସନମାନ କରିବା।

୨.ଚରିତ୍ର ହୀନ ଏବଂ ଝଗଡା କରୁଥିବା ବ୍ୟକ୍ତି

ଯଦି ଆପଣ କୌଣସି ଚରିତ୍ର ହୀନ ବ୍ୟକ୍ତି ବା ମହିଳାଙ୍କୁ ଜ୍ଞାନ ଦେଇଥାନ୍ତି ବା ତାଙ୍କୁ ସାହାଯ୍ୟ କରିବାର ହାତ ବଢ଼ିଥାନ୍ତି ସେମାନେ ତାହାର ମୂଲ୍ୟ ବୁଝନ୍ତି ନାହିଁ ।ଏମାନଙ୍କ ପାଇଁ ଜ୍ଞାନ ର ଅର୍ଥ କିଛି ବି ନଥାଏ ।ଆଉ ଯଦି ଝଗଡ଼ା କରିବା ପ୍ରକୃତିର ହୋଇଥାନ୍ତି ତାହେଲେ ତାଙ୍କର ସମସ୍ତ ଜ୍ଞାନ କେବଳ ନିଜର ଆଡ଼କୁ ଦେଖାଇଥାନ୍ତି।ତେଣୁ ଏମାନ ଙ୍କୁ ଜ୍ଞାନ ଓ ଉପଦେଶ ଦେବା ଫଳପ୍ରଦ ନୁହଁ।

୩.ନିଜକୁ ବଡ଼ ମନେକରୁଥିବା ବ୍ୟକ୍ତି:-

ଯେଉଁ ବ୍ୟକ୍ତି ମାନେ ନିଜକୁ ବଡ଼ ମନେ କରନ୍ତି ସେମାନେ ଭାବିଥାନ୍ତି କି ତାଙ୍କୁ ଦୁନିଆଁ ର ସବୁ ଜିନିଷ ଜଣା ଅଛି ଅନ୍ୟ କାହାକୁ ବି ଜଣା ନାହିଁ।ସେହିପରି ଅହଙ୍କାରୀ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଉଚିତ ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।