ସାମାନ୍ୟ ଜଣେ ଚା ବେପାରୀ ବର୍ତ୍ତମାନ ୩ କୋଟି ଟଙ୍କା ର ବ୍ୟବସାୟ କରୁଛନ୍ତି ସମାଜ ର ଏଭଳି ପିଲା ପାଇଁ ଗୋଟିଏ ସେୟାର କରନ୍ତୁ

0

ଏବେର ଯୁଗ ତ ବହୁ ଆଗରେ ପହଞ୍ଚିଲାଣି, ଏବେ ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଉଛନ୍ତି। ଆଜିକାଲି ର ଲୋକ ମାନେ ଆଉ ପୂର୍ବ କାଳର ଲୋକ ଙ୍କ ପରି ହୋଇନାହାନ୍ତି। ଆଗ କାଳରେ ଯେପରି ଲୋକ ମାନଙ୍କ ଘରେ କେବଳ ଜଣେ ରୋଜଗାର କରୁଥିଲେ ଏବଂ ସାରା ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜି କାଲି ଦୁନିଆରେ ପ୍ରତ୍ୟେକ ଲୋକ ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି, କାହା ଉପରେ ବୋଝ ନହୋଇ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛନ୍ତି।

ଏବେର ଯୁଗ ମଧ୍ୟ ବହୁ ଆଗରେ ପହଞ୍ଚିଲାଣି, ଆଜି କାଲି ର ଯୁଗ ରେ ଯୁଗରେ ଲୋକ ମାନଙ୍କୁ ଖଣ୍ଡେ ଚାକିରି ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି।କୁହାଯାଇଥାଏ ଯିଏ ମନରୁ କିଛି କାମ କରିଥାଏ ତାହା କେବେବି ଏପରି ଖରାପ ଯାଏ ନାହିଁ ନିହାତି ନା ନିହାତି କିଛି କାମରେ ଆସିଥାଏ।

କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ହାର ମାନି ଯାଆନ୍ତି ହେଲେ କେବେବି ଧୈର୍ଯ୍ୟ ହରା ହୁଅନ୍ତି ନାହିଁ ବରଂ ପୁଣି ଥରେ ପୁରା ଚେଷ୍ଟା କରି ଥାଆନ୍ତି ସେହି କାମ ଟି କୁ ପୁରା କରି ସଫଳତା ହାସଲ କରିବା ପାଇଁ। ସେହିପରି ଚିନ୍ତାଧାରା ଥିବା ବ୍ୟକ୍ତିମାନେ କେବେବି ନିଜ ଜୀବନରେ ହାରନ୍ତି ନାହିଁ ବରଂ ନିଜ ଜୀବନର ଲକ୍ଷ୍ୟ କୁ ସେମାନେ ହାସଲ କରି ଥାଆନ୍ତି। ସେମାନଙ୍କ ପାଇଁ ସେମାନଙ୍କ ଇଚ୍ଛା ଶକ୍ତି ଆଗରେ କିଛି ବାଧକ ହୋଇ ଠିଆ ହୋଇ ପାରେ ନାହିଁ ହୁଏତ ତାହା ଆର୍ଥିକ ସମସ୍ୟା ହେଉ ବା ଶାରୀରିକ ଅକ୍ଷମତା। ଆମେ ଆଜି ଆପଣ ମାନଙ୍କୁ ସେହିପରି ଜଣେ ପିଲା ଯିଏ କି ଚା ବିକ୍ରି କରି ଜୀବନ କାଟୁଥିଲା ତାର ଜୀବନ କାହାଣୀ ବିଷୟରେ ଜାଣିବା।

ଚାରି ବର୍ଷ ପୂର୍ବେ ମଧ୍ୟପ୍ରଦେଶ ରେ ଏକ ଛୋଟ ଗାଁ ର ୨୦ ବର୍ଷୀୟ ବାଳକ ପ୍ରଫୁଲ୍ଲ ବି.କମ୍ ସ୍ନାତକ ବ୍ୟବସାୟ ର ଯୋଜନା ନେଇ ଅହମ୍ମଦାବଦ ରେ ପହଞ୍ଚିଥିଲେ। ମାତ୍ର ସେ ଏମ୍.ବି.ଏ କରିବାକୁ ଚାହୁ ଥିଲେ। ଏମବିଏ ସିଟ୍ ନା ପାଇବା ରୁ ୮୦୦୦ ଟଙ୍କା ରେ ଏକ ଚା ଦୋକାନ ଖୋଲିଥିଲେ। ପରେ ସେ ୩ କୋଟି ଟଙ୍କା ର ବ୍ୟବସାୟ କରୁଛନ୍ତି, ସେ କ୍ୱର୍କି ନାମକ ଚା ଦୋକାନ ଅଛି। ଏମବିଏ ର ନାମ ମଧ୍ୟ ଏହି ନାମ ଜଡ଼ିତ ଅଛି,ସେ ଅନେକ ନୂଆ ଜିନିଷ ଚେଷ୍ଟା କରିଛନ୍ତି। ରାଜନୈତିକ ସମାବେଶରେ ଚା ମଧ୍ୟ ବିକ୍ରି କରିଛନ୍ତି, ବର୍ତ୍ତମାନ ତାଙ୍କର ବ୍ୟବସାୟ ୩ କୋଟି ରେ ପହଞ୍ଚିଲାଣି।ସେ ନିଜର ଅଧ୍ୟୟନ ସମୟ ରେ ରୋଜଗାର ଆରମ୍ଭ କରିଥିଲେ।

ବାଣିଜ୍ୟ ବର ସ୍ନାତକ ହାସଲ କରିଥିଲେ,ମାତ୍ର ପ୍ରଫୁଲ୍ଲ ଙ୍କ ପରିବାର ଚାହୁଥିଲେ ସେ ଅଧ୍ୟୟନ ରେ ଧ୍ୟାନ ଦିଅନ୍ତୁ। ପ୍ରଥମେ ସେ ନିଜ ପିତା ଙ୍କ ଠୁ ପଇସା ଉଦ୍ଧାର ଆଣି ବ୍ୟବସାୟ କରିବେ ବୋଲି ଭାବିଥିଲେ। ମତେ ପରେ ଏକ ଛୋଟ ବ୍ୟବସାୟ ଚା ଦୋକାନ ଟିଏ ଖୋଲି ଥିଲେ। ପ୍ରାରମ୍ଭ ରେ ସେ ରାତି ୭ ରୁ ୧୦ ଯାଏ ଖୋଲିଥିଲେ। ମାଟି ପାତ୍ର ରେ ଚା ଦେଉଥିଲେ ଓ ଚା ଟି ଏ ଦାମ ୩୦ ଟଙ୍କା,ପ୍ରଥମ ଦିନ ରେ ୧୫୦ ଟଙ୍କା ବ୍ୟବସାୟ କରିଥିଲେ। ପରିବାର ଲୋକ ଅସନ୍ତୁଷ୍ଟ ଥିଲେ ପରେ ବୁଝିଥିଲେ।ଜଣେ ସଫଳ ବ୍ୟବସାୟୀ ହୋଇପାରି ଥିଲେ ପ୍ରଫୁଲ୍ଲ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।