ଖୁସି ଖବର – କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି କର୍ମଚାରୀ ମାନଙ୍କୁ ସପ୍ତାବକୁ ମିଳିବ 3ଦିନ ଛୁଟି ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ସମାଜ ରେ ବଞ୍ଚିବା ପାଇଁ ରୋଜଗାର କରନ୍ତି ମଣିଷ। ରୋଜଗାର ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ରହିଛି। ଶିକ୍ଷିତ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଚାକିରି କରିଥାନ୍ତି। ଅନ୍ୟ ମାନେ ବିଜିନେଶ୍ ଓ ଦିନ ମଜୁରି ଖଟି ଚାଲିଥାନ୍ତି। ମାତ୍ର ଚାକିରି କରିଥିବା ଲୋକ ଭଲ ରେ ଦିନ କାଟି ଥାନ୍ତି। ପ୍ରାଇଭେଟ୍ ହେଉ କିମ୍ବା ଗଭରମେଣ୍ଟ ଚାକିରି ଟିଏ କରିବା ପାଇଁ ଆଜି ଦିନ ରେ ସମସ୍ତେ ତତ୍ପର। ଲୋକ ମାନେ ପ୍ରତ୍ୟେକ ଦିନ କାମ କାମ କରି ଥାନ୍ତି। ମାତ୍ର ରବିବାର ଦିନ ଛୁଟି ରହିଥାଏ। ସେମାନଙ୍କ ପାଇଁ ଏକ ଖୁସି ଖବର। ଆଜି ଆମେ କର୍ମଚାରୀ ଙ୍କ ବିଷୟରେ ଜଣାଇବୁ।

ସୂଚନା ଯୋଗ୍ୟ ଯେ ସଂଶୋଧନ ରେ ଶ୍ରମ ଆଇନ୍ ନିଆ ଯିବ। ପ୍ରତ୍ୟେକ ଦିନ କାମ କରି ବିରକ୍ତ ହୋଇ ଯାଉଛନ୍ତି କର୍ମଚାରୀ । ସପ୍ତାହ ରେ ଗୋଟିଏ ଦିନ ଛୁଟି ମିଳୁଛି। ମାତ୍ର ବର୍ତ୍ତମାନ ଶ୍ରମ ଆଇନ୍ ଲାଗୁ ହୋଇଛି। ସପ୍ତାହ ରେ ୪ ଦିନ କାମ କରିବେ କର୍ମଚାରୀ।୩ ଦିନ ଛୁଟି ମିଳିବ କର୍ମଚାୀମାନଙ୍କୁ।

ଖୁବ୍ ଶୀଘ୍ର କର୍ମଚାରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ନେଇ ପାରନ୍ତି ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନ୍ ରେ ସଂଶୋଧନ କରୁଥିବାର ନେଇ ସୂଚନା ଯୋଗ୍ୟ। ଏଥିରେ ରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆ ଯାଇଛି। ଏହା ସହ ଅନେକ ନିୟମ ରେ କୋହୋଳ କରିବା ନେଇ ଅନୁମାନ କରା ଯାଉଛି। ଏଣିକି ଜଣେ କର୍ମଚାରୀ ପ୍ରତ୍ୟେକ ଦିନ ୧୨ ଘଣ୍ଟା କାମ କରିବ। ସର୍ବ ମୋଟ ୪ ଦିନ କାମ କରିବ ଜଣେ ବ୍ୟକ୍ତି।

ସପ୍ତାହ କୁ ୩ ଦିନ ଛୁଟି ମିଳିବ। ତେବେ ଏଥି ନେଇ ଯୋଜନା ମଧ୍ୟ ପ୍ରସ୍ତୁତ ହେଉଛି। ଏଥି ନେଇ କାମ କରିବାର ସମୟ ଦୈନିକ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମ ର ରିପୋର୍ଟ ଅନୁସାରେ କେନ୍ଦ୍ର ସଚ୍ଚିବ କହିଛନ୍ତି ଯେ କର୍ମଚାରୀ ମାନଙ୍କ ପାଇଁ ସର୍ବାଧିକ ୪୮ ଘଣ୍ଟ କାମ କରିବାକୁ ନିୟମ ଲାଗୁ ହେବ।
ଏହା ସହିତ ଜଣେ କର୍ମଚାରୀ ନିଜ ଦୈନିକ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରି ପାରିବେ। ଅର୍ଥାତ୍ ଗୋଟିଏ ଦିନ ଜଣେ କର୍ମଚାରୀ ୧୦ ରୁ ୧୨ ଘଣ୍ଟା କାମ କରି ଅନ୍ୟ ଦିନ ରେ ୬ ଘଣ୍ଟା କାମ କରି ପାରିବେ। ଏହା ସହ ସପ୍ତାହ ରେ ୬ ଦିନ କାମ କରିବା ବଦଳ ରେ ମାତ୍ର ୪-୫ ଦିନ ରେ ନିଜର ଟାର୍ଗେଟ ପୁରା କରି ପାରିବେ। ବର୍ତ୍ତମାନ ଗୋଟିଏ ଦିନ ରେ କାର୍ଯ୍ୟ ସମି ୬ ଘଣ୍ଟା ଥିବା ବେଳେ ୬ ଦିନ ର ସମୟ ରହିଛି।

ଏହା ସହ ସପ୍ତାହ ରେ ଗୋଟିଏ ଦିନ ଛୁଟି ମଧ୍ୟ ମିଳୁଛି। ତେବେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଚାରୋଟି ଲେବର୍ କୋଟ ନିୟମ କୁ ଅନ୍ତିମ ରୂପ ଦେଇ ପରେ ବୋଲି ସୂଚନା ମିଳିଛି। ମୋଟ ଉପରେ କହିବାକୁ ଗଲେ ଯଦି ଡ ଶ୍ରମ ବିଭାଗ ଏପରି ଆଇନ୍ କରିବ ଏହା କର୍ମଚାରୀ ଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଖବର। କିନ୍ତୁ ସାଧାରଣ ଦିନ ରେ ଯେଉଁ ମାନେ ୮ ଘଣ୍ଟା କାର୍ଯ୍ୟ କରୁଥିଲେ ସମୟ ବଢ଼ାଇବା ର ସୁଚନା ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।