interesting Gk Questions – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?କେବଳ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବେ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧.ଭୋକ ହେଲେ ଖାଇହେବ, ଶୋଷ ହେଲେ ପିଇହେବ ଆଉ ଶୀତ ଲାଗିଲେ ଜାଳିହେବ,କଣ ?
ଉତ୍ତର :-ନଡ଼ିଆ

୨.ଯେତେ ଜୋରରେ ଦୌଡିଲେ ତାକୁ ଧରିବା ସେତେ କଷ୍ଟକର ହେବ । ତାହା କଣ ?
ଉତ୍ତର – ନିଶ୍ଵାସ

୩. ତାହା କଣ ଯାହାକୁ ଆପଣ ଅନ୍ଧାରରେ ଦେଖି ପାରନ୍ତି କିନ୍ତୁ ଆଲୋକରେ ଦେଖି ପାରନ୍ତି ନାହିଁ ?
ଉତ୍ତର – ଅନ୍ଧାର

୪. ତାହା କଣ ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?
ଉତ୍ତର – ସ୍ଵପ୍ନ

୫. କେଉଁ ଫଳ ମିଠା ହେଲେ ମଧ୍ୟ ବିକ୍ରି ହୁଏ ନାହିଁ ?
ଉତ୍ତର – ପରିଶ୍ରମର ଫଳ

୬. ଇଂରାଜୀରେ କେଉଁ ଶବ୍ଦଟି ଦେଢ କିଲୋମିଟର ଲମ୍ବା ?
ଉତ୍ତର – ମିଲ

୬. ଜଣେ ଡକ୍ଟର ଆପଣଙ୍କୁ ୩ଟି ବଟିକା ଦେଲେ ଏବଂ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଖାଇବାକୁ କହିଲେ । ୩ଟି ବଟିକା ଖାଇବା ପାଇଁ ଆପଣଙ୍କୁ କେତେ ସମୟ ଲାଗିବ ?
ଉତ୍ତର – ଏକ ଘଣ୍ଟା

୭. ଆପଣ ଅନ୍ଧାରରେ ଅଛନ୍ତି । ଆପଣଙ୍କ ପାଖରେ ଗୋଟିଏ ମହମବତୀ ଏବଂ ଗୋଟିଏ ଲଂଠନ ଅଛି । ଦିଆସିଲରେ କେବଳ ଗୋଟିଏ କାଠି ଅଛି । ପ୍ରଥମେ କଣ ଜଳେଇବେ ?
ଉତ୍ତର – ଦିଆସିଲ କାଠି ।

୮. ଗୋଟିଏ ବସଷ୍ଟାଶ୍ତରେ ଜଣେ ଅନ୍ଧ, ଜଣେ କାଲା ଏବଂ ଜଣେ ଛୋଟା ଛିଡା ଦୋଇଛନ୍ତି । ବସ ଆସିଲେ ପ୍ରଥମେ କିଏ ବସଟିକୁ ଅଟକାଇବ ?
ଉତ୍ତର – ବସ ଡ୍ରାଇଭର

୯. ରାମୁକୁ ସ୍ଵପ୍ନରେ ଜଣେ ଝିଅ ଚପଳରେ ମାରିଲା । ତେଣୁ ସେ ୧୦ ଦିନ ପର୍ଯ୍ୟନ୍ତ ବ୍ଯାଙ୍କ ଗଲା ନାହିଁ । କାହିଁକି ?
ଉତ୍ତର – କାରଣ ତା ବ୍ଯାଙ୍କରେ ଲେଖାଥିଲା ଆମେ ଆପଣଙ୍କ ସ୍ଵପ୍ନକୁ ସତରେ ପରିଶତ କରୁ ।

୧୦. ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିବା ପରେ ପ୍ରଥମେ କାହଘର ନିଆଁ ଲିଭେଇବ ?
ଉତ୍ତର : କାହାର ନୁହେଁ, କାରଣ ପୋଲିସ ନିଆଁ ଲିଭାଏ ନାହିଁ।

11) କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?

ଉତ୍ତର – ଦେବଗଡ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।