ଦେଖନ୍ତୁ ଭିଡିଓ – ବାଥରୁମ ରେ ଡ୍ରେସ ଚେଞ୍ଜ କରିବା ସମୟରେ Mms ବନେଇ ନିଜ ଭିଡିଓ ନିଜେ ଭାଇରାଲ କରିଲେ ଏହି ଯୁବତୀ ପରେ ହେଲା ଏଭଳି ସ୍ୱପ୍ନରେ ବି ଭାବି ନଥିବେ

0

ସୋସିଆଲ ମିଡିଆରେ ଆଜି କାଲି ଅନେକ ପ୍ରକାର ଭିଡ଼ିଓ ସେୟାର ହେବାରେ ଲାଗିଛି। ଏହି ଭିଡ଼ିଓ ଖାସ୍ କରି ଅଶ୍ଳୀଳ ଦୃଶ୍ୟ ଯାହା ଆଜିର ଯୁବ ଗୋଷ୍ଠୀ ନିଜ ଭୁଲ ପାଇଁ କରି ଚାଲିଛନ୍ତି। କେତେକ ଭିଡ଼ିଓ ଭାଇରାଲ୍ ହେବା ପରେ ଅନେକ ଝିଅ ମଧ୍ୟ ଆତ୍ମହତ୍ୟା କରିଦିଅନ୍ତି। କାରଣ ଗୋଟିଏ ଝିଅ ର ଇଜ୍ଜତ ହେଉଛି ତା ପାଇଁ ସବୁକିଛି। ମାତ୍ର କେତେକ ଯୁବକ ମାନଙ୍କ ଖରାପ ସ୍ବଭାବ ପାଇଁ ଏପରି ଘଟଣା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ଘୁରିବୁଲେ।

ତେବେ ଆଜି ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ। ଆଉ ଏହି ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡିଆରେ ର ପ୍ରବଳ ମାତ୍ରରେ ଜଣକ ଠାରୁ ଅନ୍ୟକୁ ସେୟାର ହେଉଛି। ଏହି ଭିଡିଓ ରେ ଏକ ଝିଅ ବାଥରୁମ ରେ ଆସି ମୁଁହ ସଫା କରୁଛି। ଆଉ ଏହାପରେ ନିଜେ ବସ୍ତ୍ର ଉଠାଇବାକୁ ଉଦ୍ୟମ ହେଲା ବେଳେ ଏକ ଲୁଚି ରହିଥିବା କ୍ୟାମେରା ଦେଖିବାକୁ ପାଉଛି। କିନ୍ତୁ ସବୁଠାରୁ ବଡ଼ କଥା ଏହି ଭିଡ଼ିଓ ରୁ ଆମକୁ ଶିଖିବାକୁ ମିଳୁଛି ଯାହା ହେଲା ମହିଳା ମାନଙ୍କ ଜୀବନ ପ୍ରତି ମୁହୂର୍ତ୍ତ ରେ ଅସୁରକ୍ଷିତ।

ଏହି ସମାଜ ଯେତେ ସଭ୍ୟତା ଆଡ଼କୁ ଗତି କଲେ ମଧ୍ୟ ଏପରି ଘଟଣା ବାରମ୍ବାର ସାମ୍ନା କୁ ଆସୁଛି।ଅନେକ ବଦମାସ୍ ବ୍ୟକ୍ତି ଏପରି ନିଜ ପ୍ରେମ ଜାଲରେ ଝିଅଙ୍କୁ ପଟାଇ ତାଙ୍କ ଶରୀର ସହିତ ଖେଳନ୍ତି। ଆଉ ଏହି ଅନ୍ତରଙ୍ଗ ମୁହୂର୍ତ୍ତ ସମୟ ର ଏକ ଭିଡ଼ିଓ କରିଦିଅନ୍ତି। ଆଉ ପରବର୍ତୀ ମୁହୁର୍ତ ରେ ସେହି ଝିଅକୁ ବ୍ଲାକ ମେଲ କରନ୍ତି।

ଆଉ ଏମିତି ମଧ୍ୟ ଦେଖାଯାଏ ଏକ ତିରିସ୍ ସେକେଣ୍ଡ ର ଭିଡ଼ିଓ ରେ ସେହି ଝିଅ ର ମାନ ସମ୍ମାନ ଏବଂ ନିଜର ମୂଲ୍ୟବାନ ଇଜ୍ଜତ ସବୁଦିନ ପାଇଁ ଚାଲିଯାଏ। ଆଉ ବାଧ୍ୟ ହୋଇ ସେହି ଝିଅ ପଡୋଶୀ ଏବଂ ନିଜ ପରିବାର ର ମାନ ସମ୍ମାନ କଥା ଭାବି ନିଜ ଜୀବନକୁ ହାରି ଦିଏ।

ଏହି ଭିଡ଼ିଓ ରେ ଅନୁରୂପେ ଭାବେ ଏହି ମହିଳା ଜନକ ସମାଜକୁ ଏକ ଭଲ ଉଦାହରଣ ଦେଇଛନ୍ତି। ସେ କହିବା କଥା ବାଥରୁମ୍ କିମ୍ବା ଅନେକ ସପିଙ୍ଗ ମୋଲ ରେ ମଧ୍ୟ ଡ୍ରେସ ଚେଞ୍ଜ କରୁଥିବା ରୁମ୍ ରେ କ୍ୟାମେରା ଲୁଚାଇ ଅନେକ ଖରାପ ସ୍ବଭାବ ର ବ୍ୟକ୍ତି ଏକ MMS ପ୍ରସ୍ତୁତି କରି ଦିଅନ୍ତି । ଆଉ ଏହାକୁ ଅନେକ ସମୟରେ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଭାଇରାଲ୍ କରିଦିଅନ୍ତି। କିନ୍ତୁ ଗୋଟିଏ ଝିଅ ର ଇଜ୍ଜତ କଥା କେବେ ଭାବନ୍ତି ନାହିଁ।

ଏହି ମହିଳା ବା ଝିଅ କହାର ତ ଭଉଣୀ ଏବଂ ମାଆ ହୋଇଥିବ କିମ୍ୱା ଝିଅ ହୋଇଥିବ। ନିଜର ହୋଇଥିଲେ କଣ ସେମିତି କରିବା ପାଇଁ ହାତ କେବେ ଯାଇଥାନ୍ତା। ତେଣୁ ଏପରି କରିବା ଆଗରୁ ଯୁବ ସମାଜ ହଜାର ଥର ଭାବିବା ଦରକାର କି ଗୋଟିଏ ଝିଅ କୁ ସମ୍ମାନ କରିବା ଶିଖିବା ଦରକାର। ତାହାଲେ ଯାଇ ଏ ଦେଶ ପ୍ରକୃତ ସ୍ଵାଧୀନତା ପାଇବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।